Yearly Archives

2021

ରାସ୍ତା ପାଇଁ ହିନସ୍ତା: ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ଗାଁ ରାସ୍ତା

ଦଶପଲ୍ଲା,୮/୮- ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ପାଂଚଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନ ଯାତ୍ରା ହେଉଛି ବ୍ୟାହତ । ଏ ସମ୍ପର୍କରେ ବାରମ୍ବାର
Read More...

୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ: ୬ ଜଣ ଗିରଫ

ସମ୍ବଲପୁର, ୮/୮- ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବି.
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଯୋଗ୍ୟ, ଦୋହରୀଘାଟ ଥାନା
Read More...

କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଏହାରି ଭିତରେ କରୋନା ଟିକାକୁ ନେଇ କରାଯାଇଥିବା ଷ୍ଟଡିରୁ ଆଇସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ।  କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ତଥ୍ୟରୁ
Read More...

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ

ରାୟଗଡ: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଆଲୁମିନିୟମ ବୋଝେଇ ଟ୍ରକ । ଘଟଣାଟି ଦେଖିବାକୁ ମିଳିଛି ରାୟଗଡ-ପୀତାମହଲ ମୁଖ୍ୟ ରାସ୍ତାର ବଙ୍ଗାଳି ଢାବା ନିକଟରେ । ତେବେ ଏହି ଦୁର୍ଘଟଣାରେ କେହି ଆହାତ ହୋଇ ନ ଥିବା ଜଣାପଡିଛି । ବିଶାଖାପାଟଣମରୁ ଉତରପ୍ରଦେଶର ରଣପୁଟକୁ ଆଲୁମିନିୟମ ପାଉଡର
Read More...

୪ର୍ଥ ବାଟାଲିୟନ ସିଆରପିଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଜବତ

ରାୟଗଡ: ରାୟଗଡ-କଳାହାଣ୍ଡି ଜିଲ୍ଳା ସୀମାନ୍ତ କଳାହାଣ୍ଡି ଜିଲ୍ଳାର ବିଜେପୁର ଥାନା ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାଡିଝୋଲା ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ତିଲୋଚନପୁର ଠାରେ ନିୟୋଜିତ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ
Read More...

ପୁଣି ୬୯ ଜୀବନ ନେଲା କରୋନା, ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୭/୮- ଗୁରୁବାର ଖୋର୍ଦ୍ଧା ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ଖୋର୍ଦ୍ଧା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ତାଙ୍କ ପଡୋଶୀ ହୋଇଥିବାବେଳେ ପୂର୍ବ
Read More...

ନୂଆପାଲି ସ୍କୁଲରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷରୋପଣ

କଣ୍ଟାମାଳ,୭/୮- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଓ ସମ୍ମାନୀତ ଅତିଥି ଭାବେ
Read More...

କଣ୍ଟାମାଳ ଓ ଘଣ୍ଟାପଡାରେ ବିଜେଡିର ଜୋନସ୍ତରୀୟ କର୍ମି ସମ୍ମିଳନୀ

କଣ୍ଟାମାଳ,୭/୮ - କଣ୍ଟାମାଳ ବିାନସଭା ନିର୍ବାଚନ ମଣ୍ଡଳୀର ୧ନମ୍ବର ଜୋନ ଘଣ୍ଟାପଡା ର ମାଣ୍ଡିଆଯୋର ଡାକବଙ୍ଗଳା ଓ ୨ନମ୍ବର ଜୋନ୍‌ କଣ୍ଟାମାଳର କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ
Read More...