ଅସଲି ଚାଷୀ ନାରେ ନକଲି ଚାଷୀ କୃଷି ବୀମାକରି ୩ ଗିରଫ
ପାଟଣାଗଡ଼,୬/୮- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଅସଲି ଚାଷୀ ମାନଙ୍କ ନାମରେ ନକଲି କୃଷିବୀମା କରି ଦୁଇ ପୁରୁଷ ସମେତ ଜଣେ ମହିଳାଙ୍କୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ମହିଳା ଜଣକ ନୂଆପଡ଼ାଜିଲ୍ଲା ସିନାପାଲି ଅଞ୍ଚଳର ହାତୀ ବନ୍ଧ ଗାଁର କୁନ୍ତଲା ମେହେର ଓ!-->…
Read More...
Read More...