Sign in
Sign in
Recover your password.
A password will be e-mailed to you.
Yearly Archives
2021
ଆସନ୍ତାକାଲି କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
କଟକ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବାକୁ ନେଇ!-->…
Read More...
Read More...
ସ୍ୱରେଜ ଅଧିକାରୀଙ୍କୁ ଘେରିଲା ଧନୁପାଲି ନାଗରିକ କମିଟି
ସମ୍ବଲପୁର, ୩/୮- ସ୍ଥାନୀୟ ଧନୁପାଲିର ସ୍ୱରେଜ ସମସ୍ୟାକୁ ନେଇ ଅସନ୍ତୋଷ ଜନସାଧାରଣ ସ୍ୱରେଜ ଅଧିକାରୀଙ୍କ ନିକଟରେ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱରେଜ ବୋର୍ଡର ପ୍ରକଳ୍ପ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ ଓ ସହକାରୀଯନ୍ତ୍ରୀ ହୃଦୟାନନ୍ଦ ସ୍ୱାଇଁ ନିଜ ବିଭାଗୀୟ!-->…
Read More...
Read More...
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
ନୂଆଦିଲ୍ଲୀ : ବିନା ପରୀକ୍ଷାରେ ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । CBSEର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏଗୁଡିକ ବ୍ୟତୀତ!-->…
Read More...
Read More...
ମହିଳାଙ୍କଠାରୁ ୧୦ ଲକ୍ଷ ଲୁଟିନେଲେ ଲୁଟେରା
ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ବିହାର ଛକରେ ଜଣେ ବୟସ୍କା ମହିଳାଙ୍କ ଠାରୁ ଲୁଟେରାମାନେ ଭ୍ୟାନିଟ୍ ଝାମ୍ପି ନେଇଥିବା ଜଣାପଡିଛି । ମହିଳା ଜଣକ ପିଲାଙ୍କ ଆଡମିସନ ପାଇଁ ପଇସା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିଲେ । ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ମହିଳା ଜଣଙ୍କ!-->…
Read More...
Read More...
ଓଡ଼ିଶାରେ ଥିବା ଶିକ୍ଷାନୁଷ୍ଠାନକୁ ରୁସାରୁ ମିଳିଛି ୩୯୫.୪୨କୋଟି ଟଙ୍କା : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା!-->…
Read More...
Read More...
କେବେ କାର୍ଯ୍ୟକ୍ଷମ ହେବ ଟୋଲ୍ଗେଟ୍ ?
ଦଶପଲ୍ଲା,୩/୮: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ନିକଟବର୍ତ୍ତୀ ଶାଳିଆଗୋଛା ଠାରେ ଟୋଲ୍ ଟ୍ୟାକ୍ସ ଆଦାୟପାଇଁ ଗତ ତିନିବର୍ଷ ତଳୁ ଟୋଲ୍ ଗେଟ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଟୋଲ୍ଗେଟ୍ କାର୍ଯ୍ୟକ୍ଷମ ନ ହେବାଯୋଗୁଁ ଓଡ଼ିଶା!-->…
Read More...
Read More...
ଲ୍ୟାବ୍ ଟେକ୍ନିସିଆନଙ୍କ କଳାବ୍ୟାଚ ପରିଧାନ
ବାଲିଗୁଡ଼ା,୩/୮: ଅଗଷ୍ଟ ୧ରୁ କନ୍ଧମାଳ ଜିଲ୍ଲାର ସମସ୍ତ ଲାବରେଟୋରି ଟେକ୍ନିସିଆନ ୧୦ ଦଫା ଦାବି ନେଇ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲାବରେଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୂରଣ!-->…
Read More...
Read More...