Sign in
Sign in
Recover your password.
A password will be e-mailed to you.
Yearly Archives
2021
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ
ବୌଦ୍ଧ,୩୦/୭- ଅମ୍ଳଜାନ ଅଭାବରୁ କେହି ଯେପରି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନାର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବେଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ!-->…
Read More...
Read More...
ବୌଦ୍ଧବ୍ଲକର ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୩୦/୭:- ବୌଦ୍ଧବ୍ଲକ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୌଦ୍ଧର ଅଧ୍ୟକ୍ଷ ବାମଦେବ ତ୍ରିପାଠୀ!-->…
Read More...
Read More...
ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ୨ଟି ବାଘର ପ୍ରତିମୂର୍ତ୍ତି
ବ୍ରହ୍ମପୁର,୩୦/୭ : ବ୍ରହ୍ମପୁର ଆଇଟିଆଇ ପରିସରରେ ୨ଟି ବାଘ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ!-->…
Read More...
Read More...
ଆଡେଣିଗଡ ପଞ୍ଚାୟତରେ ଜିଓ ଟାୱାର ନିର୍ମାଣରେ ଇଂ ରାକେଶ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସା
ବୌଦ୍ଧ,୩୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଆଡେଣିଗଡ଼ ପଞ୍ଚାୟତରେ ଏକ ଜିଓ ନେଟୱାର୍କ ନିର୍ମାଣ କରାଯାଉଛି । ବୌଦ୍ଧଜିଲ୍ଲା ଯୁବ ବିଜେପି ନେତା ତଥା ଇଂ. ରାକେଶ ତ୍ରିପାଠୀ ଏଥିରେ ସହଯୋଗ କରୁଛନ୍ତି । ତାଙ୍କରି ଏହି ଉଦ୍ୟମ ପାଇଁ ଆଡେଣିଗଡ଼!-->…
Read More...
Read More...
ଦିବ୍ୟାଙ୍ଗ ଦଂପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ
ବୌଦ୍ଧ,୩୦/୭- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଦିବ୍ୟାଙ୍କ ଦଂପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଦିବ୍ୟାଙ୍କ ଦଂପତ୍ତି ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପନଖିମାଳର!-->…
Read More...
Read More...
ତିନିଥରର ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଦେଲେ ମାଟ୍ରିକ୍ ପରୀକ୍ଷା । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ଶୁକ୍ରବାର ବିଧାୟକ କରସ୍ପଣ୍ଡେଣ୍ଟ!-->…
Read More...
Read More...
ବିଜୟ ସ୍ୱାଦ ଚାଖିଲା ଭାରତୀୟ ମହିଳା ହକି ଦଳ
ଟୋକିଓ, : ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ଏହାସହ ଏବେବି କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ । ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି ।ଭାରତ ପକ୍ଷରୁ ଶେଷ!-->…
Read More...
Read More...
ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ
ଭୁବନେଶ୍ଵର : ରାଜ୍ୟରେ ଅନଲକ୍ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।ଡିଏମଇଟି ପୁଣି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ!-->…
Read More...
Read More...
ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । କରୋନା!-->!-->!-->…
Read More...
Read More...