ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଏକାଦଶ ଚୟନ କଲେ ବ୍ରାଡ ହଗ : ଶିଖର ଓ ସାମିଙ୍କୁ ମିଳିଳାନି ସ୍ଥାନ
ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-୨୦ ବିଶ୍ୱକପ ୨୦୨୧ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଭାରତୀୟ ଦଳ ପୁଣି ଥରେ ଟି -୨୦ ବିଶ୍ୱକପ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି । ଟି -୨୦ ବିଶ୍ୱକପ ପାଇଁ!-->…
Read More...
Read More...