Yearly Archives

2021

ବିଜେଡି ଦଳ ତରଫରୁ ମହିଳା ନେତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,୧୧/୭: ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ନୂତନ ଭାବେ ମନୋନୀତ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହିଳା ନେତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…
Read More...

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା

ବୌଦ୍ଧ,୧୧/୭- ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ଉପ-ସଭାପତି…
Read More...

ବଲାଙ୍ଗୀରରେ ଭେକସିନ ବନ୍ଦ୍‌

ବଲାଙ୍ଗୀର,୧୧/୭- ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ବନ୍ଦ୍‌ ଅଛି ଟୀକାକରଣ । ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସମଗ୍ର ଜିଲ୍ଲାରେ ଗତକାଲି ମାତ୍ର ୯ଟି କେନ୍ଦ୍ରରେ ୧୪୦୦ପାଖାପାଖି ଡୋଜ୍‌ ଟୀକା ଦିଆଯାଇଥିଲା । କିଛି ଦିନ ବିରାମ ପରେ ତା ପୂର୍ବ ଦିନ ୬୩ଟି କେନ୍ଦ୍ରରେ ୧୦,୨୦୦ ପ୍ରାୟ…
Read More...

ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ : ସରକାରଙ୍କୁ ସହାୟତା ଦାବୀ କଲା ସଂଘ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନଠାରେ ଉପଖଣ୍ଡ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର୨୦ରୁ ଉର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀ ଯୋଗଦେଇଥିଲେ । ମହାମାରୀ କରୋନା…
Read More...

୨ ଆହତ ଯବାନଙ୍କୁ ଭେଟିଲେ ପୁଲିସ ଡିଜି

ଭୁବନେଶ୍ୱର : ମାଓବାଦୀଙ୍କ ଗୁଳିରେ ୨ ଆହତ ଯବାନଙ୍କୁ ଆଜି ପୁଲିସ ଡିଜି ଅଭୟ ଭେଟିଛନ୍ତି। ରାଜଧାନୀ ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି। ୨ ଜଣ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା…
Read More...

ବିଦ୍ୟାର୍ଥୀ ଦିବସ ପାଳନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଣିଆ,୧୧/୭- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ର ଓସ୍ତିଆ ଗ୍ରାମର ବିଦ୍ୟାର୍ଥୀ ଓ କ୍ଲବର ସଦସ୍ୟଙ୍କୁ ନେଇ ବିଦ୍ୟାର୍ଥୀ ଦିବସର ପାଳନ ଅବସରରେ ଗ୍ରାମରୁ ସ୍କୁଲକୁ ଯାଇଥିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ଫଳ,ଫୁଲ ଗଛ ସହିତ ଉପକାରୀ ଗଛ ଲଗାଇଥିଲେ ।…
Read More...

ପ୍ରାଣୀ ନିରୀକ୍ଷକ ଆସୁନଥିବାରୁ ଗୋପାଳକ ଅଫିସରେ ପକାଇଲେ ତାଲା

ବୌଦ୍ଧ/ଜହ୍ନାପଙ୍କ,୧୧/୭- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀ ନିରୀକ୍ଷକ ଦୀର୍ଘଦିନ ହେଲା ଆସୁନଥିବାରୁ ଗୋସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ…
Read More...