Sign in
Sign in
Recover your password.
A password will be e-mailed to you.
Yearly Archives
2021
ଫୁଲବାଣୀ ସହରର ନାରାୟଣୀ ଘଟଧାରିଣୀ ଜେ. ସେନେପିଲା ପାତ୍ରଙ୍କ ପରଲୋକ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ପରିପୂରକ ଏବଂ ଶ୍ରୀ ମା ନାରାୟଣୀ ଠାକୁରାଣୀ ଯାତ୍ରାର ଘଟ ଧାରଣ କରୁଥିବା ଶ୍ରୀମତୀ ଜେ ସେନେପିଲା ପାତ୍ର ଆଜି ପ୍ରାତଃ ସମୟରେ ପରଲୋକ ଗମନ କରିଛନ୍ତିି । ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି । ମୃତ୍ୟୁ!-->…
Read More...
Read More...
ଜୁନ୍ ୨୭ରୁ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ
ପାରଳାଖେମୁଣ୍ଡି : ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା!-->…
Read More...
Read More...
ପାଇପ ପାଣିରେ ଜିଆ-ପୋକ ବାହାରୁଛି, ଲୋକେ ଆତଙ୍କିତ
ସମ୍ବଲପୁର : ଜନ୍ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିବେଶିତ ପାଇପ ପାଣିରେ ବର୍ତ୍ତମାନ ଜିଆ-ପୋକ ସାଳୁବାଳୁ ହେଉଛନ୍ତି, ଏଣୁ ଏହା ଉପରେ ଆଶ୍ରିତ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏପରି ଅପ୍ରିୟ ସ୍ଥିତି ଉପୁଜିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।!-->…
Read More...
Read More...
କରୋନାରେ ଜୀବିକା ହରାଉଛନ୍ତି ବୌଦ୍ଧଜିଲ୍ଲାର ଅସହାୟ ୧୦ହଜାର ବୁଣାକାର
ବୌଦ୍ଧ/ବାଉଁଶୁଣୀ,୨୫/୬ - ଲକ୍ଡାଉନ୍ ଯୋଗୁଁ ସବୁ ବନ୍ଦ୍ ଥିଲା, ଆଉ କରୋନା ସଂକ୍ରମଣରେ ସ୍ଥିତି ସୁଧାର ଆସିବାରୁ ରାଜ୍ୟ ସରକାର ଆଂଶିକ ଲକ୍ଡାଉନ୍ ମଧ୍ୟ କରିଛନ୍ତି । କିନ୍ତୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ବୌଦ୍ଧଜିଲ୍ଲାର ପ୍ରାୟ ୧୦ହଜାର ବୁଣାକାର ମାନଙ୍କ ଉପରେ ଦାଉ ସାଜିଛି କରୋନା ଏବଂ!-->…
Read More...
Read More...
ଜୀବନ ଓ ଜୀବିକାକୁ ସ୍ୱାବଲମ୍ୱୀ ଏବଂ ସୁଦୃଢ଼ କରୁଛି ମନରେଗାର କ୍ଷେତ ପୋଖରୀ କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ା ବ୍ଲକର କିନୋଡ଼ା ଗ୍ରାମନିବାସୀ ଶ୍ରୀ ସାରଥି ଶବର ଜଣେ କ୍ଷୁଦ୍ରଚାଷୀ । ଶ୍ରୀ ସାରଥି ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ଉପାର୍ଜନକାରୀ ଯାହାଙ୍କ ଉପରେ ୫ ଜଣ ସଦସ୍ୟ ସମ୍ପୂର୍ଣ୍ଣରୂପେ ନିର୍ଭରଶୀଳ । ସେ ତାଙ୍କର ନିଜସ୍ୱ ୨ ଏକର ଚାଷ ଜମିରେ ପ୍ରତିବର୍ଷ!-->…
Read More...
Read More...
ସ୍କୁଟି-ବାଇକ ମୁଁହାମୁଁହି ଧକ୍କା : ଜଣେ ଆହତ, ଜଣେ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଜିଲାପାଳ କାର୍ଯ୍ୟାଳୟ ନିକଟରେ ଥିବ ଗୋପବନ୍ଧୁ ଛକଠାରେ ଗୁରୁବାର ରାତିରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବାବେଳେ ସ୍କୁଟି ଚାଳକ ଚିଣ୍ଟୁ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ!-->…
Read More...
Read More...
୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର,: ଆହୁରି ଦୁଇଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିରୁ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।!-->…
Read More...
Read More...
ପୁଣି କମିଲା ସଂକ୍ରମଣ, ଆଜି ଆପଣଙ୍କ ଜିଲ୍ଲାରୁ କେତେ ଚିହ୍ନଟ ହେଲେ ଜାଣନ୍ତୁ
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୩୫୦୮ରେ!-->…
Read More...
Read More...
ଲଞ୍ଚ ହେଲା JioPhone Next, ଗଣେଶ ଚତୁର୍ଥୀରୁ ବଜାରରେ ମିଳିବ
ମୁମ୍ବାଇ : ରିଲାଏନ୍ସ ଜିଓ ଏବଂ ଗୁଗୁଲର ସହଭାଗିତାରେ ନିର୍ମିତ ଏକ ନୂତନ ସ୍ମାର୍ଟଫୋନ୍ JioPhone Next ଗୁରୁବାର ଦିନ ଲଞ୍ଚ କରାଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ ତମ ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି । ନୂତନ ସ୍ମାର୍ଟଫୋନ୍ ଜିଓ ଏବଂ!-->…
Read More...
Read More...