Yearly Archives

2021

ଅବ୍ୟବସ୍ଥାରେ ତୁଷୁରା ସରକାରୀ ଡାକ୍ତରଖାନା, ତାତିଲେ ଯୁବ ସଂଗଠନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍‌ଏସି ଏକ ପଛୁଆ ଅଞ୍ଚଳ । ଏଠାରେ ଥିବା ୧୦୦ବର୍ଷ ପୁରୁଣା ସରକାରୀ ଡାକ୍ତରଖାନା ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ଭିତ୍ତିଭୂମିର ଘୋର ଅଭାବ ରହିଛି । ରାଜ୍ୟରେ ଏବେ କୋଭିଡ ଦ୍ୱିତୀୟ ଲହରୀ ଜାରି
Read More...

ମଣିଷ ଜୀବନ ସହିତ ଚାଲିଛି ଖେଳ : ବୌଦ୍ଧ ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ଚେର

କଣ୍ଟାମାଳ : କରୋନା ମହାମାରୀରେ ସାରା ବିଶ୍ୱବାସୀ ଲଢୁଥିବା ବେଳେ ଜୀବନ ରକ୍ଷାକାରୀ ଔଷଧକୁ ନେଇ କଳାବଜାରୀ ଏବଂ ନକଲି ଔଷଧ ବିକ୍ରୀ ଘଟଣାକୁ ନେଇ ଓଡିଶା ବେଶ ଚର୍ଚ୍ଚିତ ହେଉଛି । ଏହି ନକଲି ଔଷଧର ଚେର ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି । କଟକ, ବରଗଡ, ରାଉରକେଲା, ବାରିପଦା,
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି : ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ
Read More...

ଗୋହତ୍ୟା ବନ୍ଦ ଦାବିରେ ପୁଲିସ ଥାନାରେ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ନିରନ୍ତର ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ୍ୱ ପୁଲିସ ପକ୍ଷରୁ ଆପେକ୍ଷିତ କାର୍ଯ୍ୟାନୁଷ୍ଠାନ ଅଭାବରେ ସମ୍ବଲପୁର ନଗରନିଗମ ଅଞ୍ଚଳରେ ବେଆଇନ ଗୋହତ୍ୟା ଅବ୍ୟାହତ ରହିଛି । ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳର ବରିଷ୍ଠ ନେତାମାନେ ଆଜି ଗୋହତ୍ୟା ସମ୍ପୃକ୍ତ ଅଞ୍ଚଳର ଧନୁପାଲି ପୁଲିସ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଭାପତି
Read More...

ନଫ୍‌ତାଲି ବେନେଟ୍ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍‌ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି
Read More...

ଭଗବାନ ଶିବଙ୍କ ବଡ ଭକ୍ତ ଥିଲେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ : ଆଜି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଗତ ବର୍ଷ ତାଙ୍କ ମୃତଦେହ ମୁମ୍ବାଇସ୍ଥିତ ତାଙ୍କ ଘରେ ମିଳିଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ମନେ ପକାଇଛନ୍ତି । ଏହା
Read More...