ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୭ ଗୁରୁତର
ପୁରୀ : ପୁରୀ ଜିଲ୍ଲା ଗୋପ ଥାନା କୁନ୍ଦୁରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏରବଙ୍ଗ ପଦିନିପଦା ଗ୍ରାମାର ବୀରଭଦ୍ର ନାୟକ । ଗାଡ଼ିରେ ଥିବା ଦୁଇ ନାବାଳିକା ଗୁରୁତର!-->…
Read More...
Read More...