ଚତୁର୍ଦଶାହରେ ରାଜଧାନୀରେ ବିଜୟଶ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି

0 61

ଭୁବନେଶ୍ୱର : ଓଡିଶାର ଜନପ୍ରିୟ ନେତା ଵି ଜେ ଡି ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଜୟ ଶ୍ରୀ ରାଉତରାୟଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମାଜର ସବୁ ବର୍ଗର ନେତା ଓ଼ ଶୁଭେଛୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି I ଏହି ଅବସରରେ ଦିବଂଗତ ରାଉତରାୟଙ୍କ ପୁଅ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉପସ୍ଥିତ ଥିଲେ I

hiranchal ad1
Leave A Reply

Your email address will not be published.

4 + twenty =