ଲାଣ୍ଡିବନ୍ଧ ଗ୍ରାମରେ ଘରପୋଡି, ସହାୟତା ପାଇଁ ଦାବି
ବୌଦ୍ଧ,୭/୬- ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରେ ରହୁଥିବା ପ୍ରମିଳା ବେହେରାଙ୍କ ଘରେ ନିଆଁଲାଗି ସଂପୂର୍ଣ୍ଣ ପୋଡିଯାଇଛି । ଅଗ୍ନିଶମ ବିଭାଗ ଖବରପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷପତ୍ର ବଞ୍ଚାଇ ପାରିନଥିଲେ ।!-->…
Read More...
Read More...