ଡ୍ରେନ କିମ୍ବା ସୋକ୍ ପିଟ ନଥିବାରୁ ରାସ୍ତାରେ ବହୁଛି ନଳକୂପ ପାଣି
ବୌଦ୍ଧ,୨୦/୫- ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଞ୍ଚାୟତ ତେଲିବନ୍ଧ ଗ୍ରାମରେ ଡ୍ରେନନଥିବା ହେତୁ ରାସ୍ତାରେ ନଳକୂପର ଉଦବୃତ ପାଣି ବହୁଥିବା ଦେଖିବାକୁ ମିଳୁଛି l ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ରାସ୍ତା ବାଟରେ ପାଣି ଜମି ରହି କାଦୁଅ ହେଉଥିବା ଅଭିଯୋଗ ହେଉଛି | ନଳକୂପର!-->!-->!-->…
Read More...
Read More...