Yearly Archives

2021

ବୌଦ୍ଧ : କରୋନା ନେଲା ଆଉ ଜଣେ ଯୁବକଙ୍କ ଜୀବନ

ବୌଦ୍ଧ,୧୮/୫: କରୋନା ମହାମାରୀ ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ବାଉଁଶୁଣୀ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (26) ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଗତକାଲି ଆଉ ଜଣେ 29 ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ହେବା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ
Read More...

ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା ବନ୍ଦ, ଲୋକେ ହନ୍ତସନ୍ତ

ବୌଦ୍ଧ,୧୭/୫- ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍‌ ପରୀକ୍ଷା ହୋଇପାରି ନଥିବା ଯୋଗୁଁ ପରୀକ୍ଷା ପାଇଁ ଆସିଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‌ ପରୀକ୍ଷା ଦାୟିତ୍ୱରେଥିବା କର୍ମଚାରୀ ନିଜେ କରୋନା ପଜିଟିଭ
Read More...

ମେ ୨୪ରୁ ୩ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ୱର,୧୭/୫- ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ୱିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି
Read More...

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୭/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ନୂଆଗଡ଼ ବ୍ଳକର ନୂଆଗଡ଼ ଗ୍ରାମରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପରେ ସଚେତନତା କରାଯାଇଛି । ଏହି
Read More...

କୋଭିଡ କଟକଣାକୁ ଫୁ କରି କଲେ ବାହାଘର

ପାରଳାଖେମୁଣ୍ଡି,୧୭/୫- କରୋନା କଟକଣାକୁ ଫୁ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେଏକ ବାହାଘର ବରଯାତ୍ରୀରେ ବିନା ମାସ୍କରେ ସାମାଜିକ ଦୂରତା ଓ କୋଭିଡ ନିୟମକୁ ଉଲ୍ଲଂଘନ କରି ବାଦ୍ୟର ତାଳେ ତାଳେ ନାଚିଥିଲେ ଶହ ଶହ ଲୋକ । ଏହି ଅବସରରେ ଗତକାଲି
Read More...

ଗଜପତିରେ ପୁଣି ୧୪୧ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୧୭/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୭୦ ଜଣ, ଗୋଶାଣି ବ୍ଳକରେ ୧୨ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୨୧ଜଣ, ମୋହନା ବ୍ଳକରୁ ୨୫ ଜଣ,
Read More...

୨ ଦିନରେ ଥରେ ଯାଉଛି କ୍ଷୀର, କ୍ଷତିରେ ଗୋପାଳକ

ବୌଦ୍ଧ/ଜହ୍ନାପଙ୍କ,୧୭/୫- ରାଜ୍ୟ ଓ କେନ୍ଦ୍ର ସରକାର ଗୋପାଳନ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି । ଗୋପାଳକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବାପାଇଁ ଗାଈ ଋଣ, ଗୁହାଳ ନିର୍ମାଣ ସହାୟତା ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଗାଈମାନଙ୍କୁ ଛୁଆ ପାଇଁ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ହେଲେ
Read More...

ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ଼,୧୭/୫- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ
Read More...

ପିଲାଚୋର ସନ୍ଦେହରେ ସନ୍ଦିଗ୍ଧଙ୍କୁ ଅଟକରଖି ଥାନାରେ ଜିମାଦେଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୭/୫: ଦାରିଙ୍ଗବାଡ଼ି ଥାନା ମୁଣ୍ଡୁଳାବାଲି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ
Read More...