Yearly Archives

2021

ବୌଦ୍ଧଜିଲ୍ଲାରୁ ଆଜି ୧୨୪ କରୋନା ପଜିଟିଭ ଚିହ୍ନଟ, ଶଗଡା ପଞ୍ଚାୟତରୁ ୪୧ ଜଣ

ବୌଦ୍ଧ,୧୭/୫ - ଆଜି ବୌଦ୍ଧ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ଇସିରୀସିଙ୍ଗା ଗ୍ରାମରୁ ୧ ଜଣ, ବହିରା ଗ୍ରାମରୁ ୧
Read More...

ଗର୍ଜନସେନା ପକ୍ଷରୁ ପକ୍ଷୀ ମାନଙ୍କ ଜଳ କଷ୍ଟ ଦୂରପାଇଁ ଅଭିନବ ପ୍ରୟାସ

ବୌଦ୍ଧ,୧୭/୫ – ଗ୍ରୀଷ୍ମକାଳରେ ପକ୍ଷୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଗର୍ଜନ ସେନା ତରଫରୁ ‘ପଶୁ ପକ୍ଷୀ ମାନଙ୍କ ପାଇଁ କିଛି ସେବା କରିବା' ଭଳି ଅଭିନବ ଅଭିଯାନ ଆରମ୍ଭ କରାଯାଇଥିବା ଜଣା ପଡିଛି । ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ପକ୍ଷୀମାନଙ୍କ ପାଇଁ ବୌଦ୍ଧ
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ହେବ ବାଧ୍ୟତାମୂଳକ

ଭୁବନେଶ୍ୱର,୧୭/୫- ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିବା ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ପୂର୍ବରୁ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଟେଷ୍ଟିଂ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ
Read More...

ଦିବ୍ୟଦ୍ରଷ୍ଟା ନବୀନଙ୍କୁ ଅନୁସରଣ କରୁଛି ଦଳ

ଭୁବନେଶ୍ୱର,୧୭/୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତଥର ନିର୍ଦ୍ଦେଶ ଥିଲା ଆଉ ଏଥର ବି ରହିଛି ଯେ ବିଜେଡି ଓଡ଼ିଶା ମୋ ପରିବାର ତରଫରୁ ଯେଉଁ କାର୍ଯ୍ୟକ୍ରମ ନେଇଛି ଜୀବନ ବିନ୍ଦୁର। ତାକୁ ବ୍ଲକ ଓ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କୋଭିଡ ନିୟମ ଅନୁସାରେ କରାଯିବ ବୋଲି ବିଜେଡି ସଂଗଠନ
Read More...

ବୌଦ୍ଧ: କୋଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା

ବୌଦ୍ଧ,୧୭/୫- ବୌଦ୍ଧଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ, ଜଣେ ୭୪ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଆଜି
Read More...

ସେବା ବନାମ: ଚାନ୍ସ ଦେଖି ଭାଙ୍ଗଡା ଡାନ୍ସ

ବଲାଙ୍ଗୀର,୧୭/୫- କରୋନାର ୨ୟ ଲହର ବେଳେ ସାରାଦେଶରେ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡରକୁ ନେଇ ଭିନ୍ନ ଭିନ୍ନ ଖବର ଅନେକ । ଏଭଳି ଏକ ସମୟରେ ବଲାଙ୍ଗୀର ବଣିକ ସଂଘ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରସ୍ତାବକ୍ରମେ ଅକ୍ସିଜେନ ବ୍ୟାଙ୍କର ଭରଚୁଆଲ ଶୁଭ
Read More...

କୋଭିଡ ରୋଗୀଙ୍କ ପାଇଁ ଔଷଧ ୨ଡିଜିକୁ ଲଞ୍ଚ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ର ଏକ ନୂତନ ଔଷଧ୨ଡିଜି (୨-ଡିଓସି-ଡି-ଗ୍ଲୋକୋଜ) ପ୍ରଥମ ଚରଣରେ ସୋମବାର ଦିନ ୧୦,୦୦୦ ଡୋଜ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
Read More...

ଜିଲ୍ଲାରେ ୨୪୦୦ରୁ ଅଧିକ ସଂକ୍ରମିତ ସକ୍ରିୟ, ତଥାପି ପ୍ରଶାସନ ଓ ଜନତା ବେଫିକର୍‌

ବୌଦ୍ଧ,୧୭/୫ - ବୌଦ୍ଧଜିଲ୍ଲାରେ କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆତଙ୍କ ଖେଳାଇ ଦେଇଛି । ଆଜି ସୁଦ୍ଧା ଜିଲ୍ଲାରେ ୬୨୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ସୁଦ୍ଧା ୨୩୩୯ ଗୋଟି ସକ୍ରିୟ ମାମଲା ଜିଲ୍ଲାରେ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି
Read More...

ବୌଦ୍ଧ : ସବୁଠି ଜଳ ସଙ୍କଟ, ପଦାରେ ପଡିଛି ଜଳ ପରିମଳ ବିଭାଗର ଦୁର୍ନୀତି

ବୌଦ୍ଧ,୧୭/୫ - ଜିଲ୍ଲାରେ କରୋନା ପରିସ୍ଥିତି ସହିତ ତାଳ ଦେଇ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି l ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବର୍ତ୍ତମାନ ପ୍ରବଳ ଜଳ କଷ୍ଟ ଭୋଗ କରୁଛନ୍ତି | ପିଇବା ଓ ରୋଷେଇ ପାଇଁ ଜଳ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି l ଜିଲ୍ଲା
Read More...