Yearly Archives

2021

ଯୁବ ରେଡକ୍ରସ ତରଫରୁ ସହାୟତା

ବୌଦ୍ଧ,୧୬/୫ – ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ତରଫରୁ ଆଜି ବୌଦ୍ଧବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀର ସଚେତନତା ସହ ଅତି ଗରିବ କୋଭିଡ ରୋଗୀଙ୍କ ପାଖରେ ରେଡକ୍ରସର ସହାୟତା ପହଞ୍ଚାଯାଉଛି । ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମର ୨୮ଜଣ, ଆମ୍ବଝରୀ ପଞ୍ଚାୟତ ଝାଙ୍କରପଡା ଗ୍ରାମର ୨୪ଜଣ
Read More...

ବୌଦ୍ଧ: କରୋନାରେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ବୌଦ୍ଧ /ବାଉଁଶୁଣୀ,୧୬/୫ - କରୋନାରେ ପୀଡିତ ଥିବା ଜଣେ ଯୁବକଙ୍କ ଆଜି ବୌଦ୍ଧ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (୨୬) ଗତ ୧୩ ତାରିଖରେ କୋଭିଡ୍‌ ପରୀକ୍ଷା
Read More...

ଜାତୀୟ ଡେଙ୍ଗୁ ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ

ଗଜପତି,୧୬/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଡେଙ୍ଗୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା
Read More...

କରୋନା ଭୟରେ ରୋଗୀ ଯାଉନାହାନ୍ତି ଡାକ୍ତରଖାନା

ବୌଦ୍ଧ/ଜହ୍ନାପଙ୍କ,୧୬/୫- କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଗାଁ ଗାଁରେ ମାଡିଚାଲିଛି ସଂକ୍ରମଣ । ଲୋକ ମାନଙ୍କ ମଧ୍ୟରେ ସଚେତନତା ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରି ଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ
Read More...

ଗଜପତିରେ ଆଜି ପୁଣି ୭୭ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୬/୫- ଗଜପତି ଜିଲ୍ଲାରେ ଆଜି ପୁଣି ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ଆକ୍ରାନ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୩୦ ଜଣ, ଗୋଶାଣି ବ୍ଳକରେ ୮ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୨୦ଜଣ, ମୋହନା ବ୍ଳକରୁ ୧୨ ଜଣ,
Read More...

ସାଙ୍ଗକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର ୧୬/୫- ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ଲଛିପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସାମାନ୍ୟ କଥାକୁନେଇ ଜଣେ ସାଙ୍ଗ ତାର ଅନ୍ୟଜଣେ ସାଙ୍ଗକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି । ଘଟଣାରୁ ପ୍ରକାଶ ଯେ ଆଜି ଗୋବିନ୍ଦପୁର ଗ୍ରାମର ମୁକେଶ ବଗର୍ତ୍ତି (୨୨)
Read More...

କିଲର କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ

ବାଲିଗୁଡ଼ା,୧୬/୫: କିଲର କରୋନାକୁ ମାତ୍‌ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ । ମହାମାରୀ କରୋନା ଭୂତାଣୁ ଏବେ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହାର ଯୋରଦାର୍‌ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ
Read More...

କୋଭିଡ ପୀଡିତଙ୍କୁ ଖାଦ୍ୟ ଯୋଗାଉଛନ୍ତି ସେହ୍ୱାଗ

ନୂଆଦିଲ୍ଲୀ: କୋଭିଡ -୧୯ ର ଦ୍ୱିତୀୟ ଲହର ଯୋଗୁ ଏବେ ଦେଶରେ ହାହାକାର ସୃଷ୍ଟି ହୋଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳି ପ୍ରଭାବିତ କିମ୍ବା ସଂକ୍ରମିତ ପରିବାରକୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । କିଛି ଦିନ
Read More...

ମୁଣ୍ଡବିନ୍ଧା ବଢାଉଛନ୍ତି ପ୍ରବାସୀ , ନୂଆଗାଁର ବହୁ ଗ୍ରାମ କଣ୍ଟେନମେଣ୍ଟ ଜୋନ୍

ଦଶପଲ୍ଲା,୧୬/୫- ଭାରତରେ କୋରାନା ମହାମାରୀର ଦ୍ଵିତୀୟ ଲହରୀ ମାଡିଚାଲିଥିବାବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି | ଏହି ପରିପ୍ରେକ୍ଷୀରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନ ପଦେକ୍ଷପ ନେଉଛି । ତଥାପି ପ୍ରବାସୀଙ୍କ ଘରବାହୁଡା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏହାର
Read More...

ଗଜପତି ସହରର ଅପରିଷ୍କାର ଜଳ ଭାସୁଛି ମୁଖ୍ୟରାସ୍ତାରେ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ଗଜପତି,୧୬/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୋଷ୍ଟାଲ ଓ ବାଟଗୌଡ଼ ସାହି ମଝିରେ ଥିବା ଏକସାହିରୁ ଅପରିଷ୍କାର ଜଳ ମୁଖ୍ୟ ରାସ୍ତାରେ ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ରହିଥିବା ଦୋକାନୀ ଗୁଡିକ ଅଭିଯୋଗ କରିଛନ୍ତି । ସେହି ସାହିରୁ ବାହାରୁଥିବା ଡ୍ରେନେଜର
Read More...