Yearly Archives

2021

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୬୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଜିଲ୍ଲାରେ କରୋନା ପ୍ରତିଦିନ ଦ୍ୱି ଶତକ ପାର୍‌ କରୁଛି । ଆଜି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା
Read More...

ବାତିଲ ହୋଇପାରେ ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ଭାରତ ଏବଂ ଆୟୋଜକ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ୍ ଖେଳାଯିବ । କିଛି ଦିନ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ସିରିଜରେ ରାଜି
Read More...

ଗଜପତି ଜିଲ୍ଲାରେ କୋଭିିଡପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

ଗଜପତି,୧୬/୫- କରୋନା ପଜିଟିଭ ରୋଗୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ ଟି ଲେଖାଏଁ ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ କିନ୍ତୁ ମୋହନା
Read More...

ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

ପାଟଣାଗଡ଼,୧୬/୫- ଆଜି ଭୋର ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ( ୭୫) ଙ୍କ ପରଲୋକ ହୋଇଯାଇଛି ।ସେ କିଛି ଦିନ ତଳେ କରୋନାରେ ପୀଡିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ବିଧିର ବିଧାନ ଆଗରେ
Read More...

ଆରମ୍ଭରୁ ଅଚଳ ହୋଇ ପଡିଛି ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ !

ବୌଦ୍ଧ,୧୬/୫- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ବଘିଆପଡା ଗ୍ରାମ ରଥସାହି ନିକଟରେ ଆଜକୁ 3 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପ୍ରକଳ୍ପ ପ୍ରତିଷ୍ଠା ଦିନ ଠାରୁ ଏହା ଅଚଳ ହୋଇ ପଡିଛି
Read More...

ଦୁଇ ମାସ ହେଲା ନଳକୂପ ଅଚଳ, ହନ୍ତସନ୍ତ ଦଳିତପଡା ବାସୀ

ବୌଦ୍ଧ,୧୬/୫ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରlୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ନିକଟରେ ଥିବା ପୋଖରୀ ପାଣିକୁ
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ 14 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ
Read More...

ବିଗ୍-ବି ନେଲେ ଦ୍ବିତୀୟ ଡୋଜ୍

ବର୍ତମାନ ର ସମୟରେ ଯେତେବେଳେ କରୋନା ଭାଇରସ ହାହା କାର ମଚାଇ ରଖିଛି, ସେତେବେଳେ ବଞ୍ଚିବା ପାଇଁ ଭ୍ୟାକ୍ସିନ ବହୁତ୍ ଜରୁରୀ ଅଟେ। ବଲିଉଡ୍ ର ଅନେକ ତାରକା ମାନେ ଭ୍ୟାକ୍ସିନ ନେବାର ନଜର ରେ ଆସିଛନ୍ତି।କିଛି ଦିନ ତଳେ ସଲମନ୍ ଖାନ୍ ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ଗତକାଲି ଅମିତାଭ ବଚ୍ଚନ
Read More...