Yearly Archives

2021

ଆମେରିକା ହେଲା ଦ୍ୱିତୀୟ ମାସ୍କ ମୁକ୍ତ ଦେଶ

ୱାଶିଂଟନ,୧୪/୫- ଆମେରିକା ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା । ଆମେରିକାରେ ଆଉ ଲୋକେ ପିନ୍ଧିବେନି ମାସ୍କ । ଜରୁରୀ ନୁହେଁ ସାମାଜିକ ଦୂରତା ରକ୍ଷା କରିବା । ଆମେରିକାର ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ଘୋଷଣାକଲା ସିଡିସି । ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ
Read More...

କଣ୍ଟେନମେଣ୍ଟ ଜୋନରେ ରହୁନି ନୀତିନିୟମ, ସବୁଠି ଉଲ୍ଲଙ୍ଘନ

ବୌଦ୍ଧ,୧୪/୫- ଜିଲ୍ଲାରେ କରୋନା ପଜିଟିଭ ପ୍ରତିଦିନ ଶତକ ପାର୍‌ କରୁଥିବା ବେଳେ ଲୋକେ କୌଣସି କଟକଣା ଓ ବାରଣ ମାନୁନଥିବା ଅଭିଯୋଗ ହେଉଛି । କରୋନା ପଜିଟିଭ ହୋଇଥିବା ଲୋକ ଓ ତାଙ୍କ ପରିବାର ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ନରହି ବାହାରେ ବୁଲାବୁଲି କରୁଥିବା ଖବର ବିଭିନ୍ନ ଗ୍ରାମରୁ ଆସୁଛି ।
Read More...

ବନ କର୍ମଚାରୀଙ୍କ ସମେତ ଆଉ କିଛି ସେବା ସଂସ୍ଥା କର୍ମଚାରୀ କୋଭିଡ୍ ଯୋଦ୍ଧା ଘୋଷିତ

ବୌଦ୍ଧ,୧୩/୫ - ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ 6 ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ସେବା ଯୋଗାଇ ଦେଉଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଘରୋଇ ସଂସ୍ଥାର କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଛି |
Read More...

ଗାଁରାସ୍ତା ମଝିରେ ପାଣି, ଡ୍ରେନ ବ୍ୟବସ୍ଥା ପାଇଁଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ/ହରଭଙ୍ଗା,୧୩/୫- ଗାଁ ପରିମଳ ଧୋବାତୁଠରୁ ହିଁ ଜଣାପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ । ଗାଁର ଦୃଶ୍ୟକୁ ଦେଖିଲେ ମନେହୁଏ ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଏଠି ଫେଲ୍‌ । ସରକାରଙ୍କ ପକ୍ଷରୁ ସ୍ୱଚ୍ଛନିର୍ମଳ ପରିବେଶ
Read More...

ପୂର୍ବତନ ସ୍କୁଲ ସଭାପତିଙ୍କ ପତ୍ନୀଙ୍କ ପରଲୋକ

ବୌଦ୍ଧ/ଜହ୍ନାପଙ୍କ,୧୩/୫- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ସୁଦର୍ଶନ ଜେନାଙ୍କ ଧର୍ମପତ୍ନୀ ସୁକାନ୍ତି ଜେନା(୭୭)ଙ୍କ ବୁଧବାର ଜହ୍ନାପଙ୍କସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳେ ତାଙ୍କ ତିନି ପୁଅ ବୋହୂ, ନାତି ନାତୁଣୀ ଓ
Read More...

ତୁମୁଡ଼ିବନ୍ଧରେ ବଡ଼ ଧରଣର ଡକାୟତି, ୬ଲକ୍ଷ ଟଙ୍କାର ମଦ ଲୁଟନେଲେ ଲୁଟେରା

ବାଲିଗୁଡ଼ା,୧୩/୫- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ବଡ଼ ଧରଣର ଡକାୟତି । ମଦ ଦୋକାନରୁ ୬ଲକ୍ଷ ଟଙ୍କାର ମଦ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ମଦ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍‌ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଦୁବୃର୍ତ୍ତମାନେ
Read More...

ରାସନ କାର୍ଡଥିବା ସତ୍ୱେ ଅସହାୟଙ୍କୁ ୬ମାସ ହେଲା ମିଳୁନି ଚାଉଳ

ଦାରିଙ୍ଗବାଡି,୧୩/୫ : ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ଅସହାୟ ଲୋକଙ୍କୁ ସହାୟତା କରୁଥୁବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଅନେକ ଗରିବ ଶ୍ରେଣୀର ଲୋକେ ବହୁ ସରକାରୀ ଯୋଜନାରୁ ବାଦ୍‌ ପଡି ସେଥିରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି । ଖାଦ୍ୟ
Read More...

ଗରିବ ନିଃସହାୟଙ୍କୁ ପୌରପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ପୁଡ଼ିଆ ବଣ୍ଟନ

ଗଜପତି,୧୩/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦ ପକ୍ଷରୁ ଗରିବ, ନିଃସହାୟ ଓ ବାସହୀନ ଲୋକମାନଙ୍କୁ ପୌରପରିଷଦ ରନ୍ଧାଖାଦ୍ୟ ପୁଡ଼ିଆ ଦିନକୁ ଦୁଇ ଓଳା ଯୋଗାଇ ଦିଆଯାଇଛି । ବର୍ତ୍ତମାନ କରୋନା କଟକଣା ଲକଡାଉନ ଚାଲିଥିବାରୁ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ପୌରପରିଷଦ ଏହିଭଳି
Read More...

କୋଭିଡ଼ ମୁକାବିଲାପାଇଁ ବଲାଙ୍ଗୀର ଜିଲ୍ଲାକୁୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୫- କୋଭିଡ଼ ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାକୁ
Read More...

ଲକଡାଉନରେ ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂ ମନା

ଭୁବନେଶ୍ୱର,୧୩/୫- ଲକଡାଉନ୍‌ରେ ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା । ଲକ୍‌ ଡାଉନ୍‌ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାକ୍‌, ସାଇକେଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ୱାକିଂ, ସାଇକେଲିଂ
Read More...