Yearly Archives

2021

ବୌଦ୍ଧ: ଗୋଟିଏ ଦିନରେ ପୁଣି ୧୭୯ ଚିହ୍ନଟ, କେବଳ ଶ୍ୟାମସୁନ୍ଦରପୁର୍‌ ଗ୍ରାମରୁ ୧୦୮ ପଜିଟିଭ

ବୌଦ୍ଧ,୯/୫- ଆଜି ଗୋଟିଏ ଦିନରେ ପୁଣି ବୌଦ୍ଧ ଜିଲ୍ଲାରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ହରଭଙ୍ଗାବ୍ଲକ୍‌ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରୁ
Read More...

ସୁନ୍ଦରଗଡ ଓ ଅନୁଗୁଳରେ ହେବ ନୂଆ କେନ୍ଦ୍ରୀୟ ସ୍କୁଲ

ଭୁବନେଶ୍ୱର,୯/୫- ଓଡ଼ିଶାର ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍‌) ବୋର୍ଡ ଅନୁମୋଦନ ଦେଇଥିବାରୁ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
Read More...

କୋଭିଡ଼ ନିୟମ ଉଲ୍ଲଂଘନ, ଦୋକାନ ସିଲ୍‌

ଦାରିଙ୍ଗବାଡି,୯/୫- କୋଭିଡ଼ ନିୟମ ଉଲ୍ଲଂଘନ କରି ସଟ୍‌ଡାଉନ ସମୟରେ ଦୋକାନ ଖୋଲିବା ପଡିଲା ମହଙ୍ଗା । ଦୋକାନକୁ ସିଲ୍‌ କଲା ଦାରିଙ୍ଗବାଡି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା
Read More...

ରାଉରକେଲା ଓ ବରଗଡ କୋଭିଡସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର,୯/୫- ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ରାଉରକେଲାରେ ପହଞ୍ଚି କୋଭିଡସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ସେ ବରଗଡ ଗସ୍ତକରି ସେଠାରେ ମଧ୍ୟ କରୋନା ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନୁଧ୍ୟାନ
Read More...

ଦରଦାମ ବୃଦ୍ଧି ବେଡି ଉପରେ କୋରଡ଼ା

ଭୁବନେଶ୍ୱର,୯/୫- ଭାରତରେ ଯେବେ ଏନଡିଏ ସରକାର ଆସିଲା, ଦରଦାମ ନିୟନ୍ତ୍ରଣର ଆଶ୍ୱାସନା ଦେଇଥିଲା । ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୁଦ୍ଧି ହେବ ନାହିଁ । ହେଲେ ଦୁର୍ଭାଗ୍ୟର କଥା, ଗତ ବଜେଟ ଅଧିବେଶନରେ ଡିଜେଲ ଓ ପେଟ୍ରୋଲରେ ଅଧିକ ସେସ ଲଦି ଦିଆଗଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ
Read More...

ଭିନ୍ନକ୍ଷମ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

ଆଠମଲ୍ଲିକ : ପୁଣି ଜଣେ ଅସହାୟ ପରିବାରର ସାଥୀ ହୋଇଛି କିଆକଟା ଆଞ୍ଚଳିକ ସେବା ସଂସଦ । ଆଜି ସଂସଦର ସଭାପତି ସୁମନ୍ତ ସାହୁଙ୍କ ନେତୃତ୍ୱରେ ଏକ ଦଳ ବେଳତୈଳା ଗ୍ରାମର ଭିନ୍ନକ୍ଷମ ଦମ୍ପତିଙ୍କୁ ଭେଟିଛନ୍ତି । ଏହି ଅବସରରେ ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସୁବିଧା ଅସୁବିଧା ବୁଝିବା ସହ କିଛି ରାସନ
Read More...

ହରଭଙ୍ଗାବ୍ଲକର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନକଲେ ଉପଜିଲ୍ଲାପାଳ, ଗୋଟିଏ ଦିନରେ ୧୮୭ ଜଣଙ୍କୁ କରାଗଲା ଟିକାକରଣ

ହରଭଙ୍ଗା୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ଦିଆଯାଉଥିବା ଟିକାକରଣ କେନ୍ଦ୍ରକୁ ଆଜି ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସ୍ୱତନ୍ତ୍ର ଭାବେ ପରିଦର୍ଶନରେ ଆସି ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଆସିଥିବା ଲୋକମାନଙ୍କୁ ସିଧାସଳଖ ବିଭିନ୍ନ ସମସ୍ୟା ଉପରେ ପଚାରି
Read More...

ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ…

ବାଲିଗୁଡ଼ା,୮/୫: ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମ୍ଡାସପାଜୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

କଟକଣା ସତ୍ୱେ ଚାଲିଥିଲା ଭୋଜି: ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ, ଭୋଜି ବନ୍ଦ କରିବା ସହିତ ୨୦ହଜାର ଟଙ୍କା…

ଦାରିଙ୍ଗବାଡ଼ି,୮/୫: କରୋନା କଟକଣାକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇ ଗାଁ ରେ ଚାଲିଥିଲା ବିବାହ ପରବର୍ତ୍ତୀ ଭୋଜି । ତାହା ପୁଣି ୫୦ କିମ୍ବା ଶହେ ନୁହେଁ, ୨ହଜାର ଲୋକଙ୍କ ପାଇଁ । ଯାହାଫଳରେ ଭୋଜି ଆୟୋଜକଙ୍କୁ ଭୋଜି କରିବା
Read More...