Yearly Archives

2021

ଟିକାପାଇଁ ମନମୁଣ୍ଡା ଡାକ୍ତରଖାନାରେ ଭିଡ, ରହୁନାହିଁ ସାମାଜିକ ଦୂରତା

ବୌଦ୍ଧ,୭/୫- କିଛିଦିନ ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ବନ୍ଦ ଥିବାବେଳେ ଆଜିସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟିକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟିକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ ମାନୁନାହାନ୍ତି । ଆଜି ସକାଳେ
Read More...

ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା, ୨ ଗୁରୁତର

ବୌଦ୍ଧ,୭/୫- ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ହରଭଙ୍ଗା ବ୍ଲକ ନୂଆପଡା ପୋଲ ବୁଲାଣିଆ ରାସ୍ତାରେ ଗୋଟିଏ ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଟକରେ ନିଜ ପରିବାରକୁ ଛାଡି କଳାହାଣ୍ଡି
Read More...

ବୌଦ୍ଧ: ଥମୁନି କରୋନା ସଂକ୍ରମଣ, ଆଜି ପୁଣି ୧୨୮ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୭/୫ - ବୌଦ୍ଧ ଜିଲ୍ଲାରେ କରୋନା ଥମିବାର୍‌ ନାମ ନେଉନାହିଁ । ପ୍ରତିଦିନ ପାର୍‌ କରୁଛି ଶତକ । ଆଜି ପୁଣି ଗୋଟିଏ ଦିନରେ ୧୨୮ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
Read More...

ବହୁଚର୍ଚ୍ଚିତ ପାଲଝାର୍‌ ଫାର୍ମ କୃଷି ଅଧିଦର୍ଶକଙ୍କୁ ମନୁପାଲି ବଦଳି

ବୌଦ୍ଧ,୬/୫- ପାଲଝାର କୃଷି ଫାର୍ମରେ କୃଷି ଅଧିଦର୍ଶକ ଥିବା ବାନାମ୍ବର ସାହୁଙ୍କୁ ବୌଦ୍ଧବ୍ଲକ ମନୁପାଲିକୁ ବଦଳି କରାଯାଇଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କୃଷି ଗ୍ରାମସେବକ ଅଜିତ କୁମାର ପ୍ରଧାନଙ୍କୁ ପାଲଝାର୍‌ ଫାର୍ମର
Read More...

ରଖିଲେ ନାହିଁ କ୍ଷୀର ଫେରାଇଦେଲା ସୋସାଇଟି

ବୌଦ୍ଧ/ହରଭଙ୍ଗା,୬/୫- କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ହରଭଙ୍ଗାବ୍ଲକରେ ଓମ୍‌ଫେଡ୍‌ ପକ୍ଷରୁ ବର୍ତ୍ତମାନ ରାମଗଡ, ଧଳପୁର,
Read More...

ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୨୫୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୬/୫ - ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୨୫୦ କରୋନା ପଜିଟିଭକୁ ମିଶାଇଲେ ଜିଲ୍ଲାରେ ୪୨୫୦ ଜଣ ସଂକ୍ରମଣ ହୋଇସାରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
Read More...

ଡରାଉଛି ବଲାଙ୍ଗୀର କରୋନା ଅଙ୍କ

ବଲାଙ୍ଗୀର,୬/୫- ଗତ ୨୪ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାରେ ୩୧୪ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜିପର୍ଯ୍ୟନ୍ତ ୧୪,୬୮୬ ହୋଇଛି । ସେମାନଙ୍କ ମଧ୍ୟରୁ ୧୧,୯୯୧ ସୁସ୍ଥ ହୋଇଛନ୍ତି ଏବଂ ୨୬୪୪ ଆକ୍ଟିଭ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ
Read More...

ହାଟ ବଜାରରେ କୋଭିଡ୍‌ ପ୍ରୋଟୋକଲ ଉଲ୍ଲଙ୍ଘନ, ଦେଖିବାକୁ କେହିନାହିଁ !

ବୌଦ୍ଧ,୬/୫- ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଥିବା ବେଳେ ବିଭିନ୍ନ ହାଟ ବଜାରରେ କୋଭିଡ୍‌ ପ୍ରୋଟୋକୋଲ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ହାଟ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସୁଥିବା ଅନେକ ଲୋକ ମାସ୍କ ପରିଧାନ ନ କରିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା
Read More...

ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କ ଗୁଣ୍ଡାଗିରିକୁ ବିରୋଧ କରି ବିଜେପିର ଧାରଣା

ବୌଦ୍ଧ/ହରଭଙ୍ଗା୫/୫- ପଶ୍ଚିମବଙ୍ଗରେ ଟିଏମସି ମମତା ସରକାର ଜିତିଲା ପରେ ଯେପରି ଗଣତନ୍ତ୍ରକୁ ହତ୍ୟା କରି ନୃଶଂସ ହୋଇ ବିଜେପି ସମର୍ଥକ, କର୍ମୀ, ଭୋଟର ମାନଙ୍କୁ ହତ୍ୟା, ମାରପିଟ, ପୋଡାଜଳା, ଭଙ୍ଗାରୁଜା କରୁଛି ତାହା ଦେଶପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଏପରି ଘୃଣ୍ୟକାର୍ଯ୍ୟକୁ ନିନ୍ଦା ଓ
Read More...