Yearly Archives

2021

ଗୋବିନ୍ଦପୁର ଗ୍ରାମକୁ ଟେଙ୍କର ଯୋଗେ ପାନୀୟ ଜଳଯୋଗାଣ

ବୌଦ୍ଧ/ ଜହ୍ନାପଙ୍କ,୫/୫- ଜଳକଷ୍ଟର ବିକଳ ଚିତ୍ର '୨ କିମି ଦୂରରୁ ସାଇକେଲରେ ଆସୁଛି ପିଇବା ପାଣି' ଶିର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ପଞ୍ଚାୟତ କର୍ତ୍ତୃପକ୍ଷ ବୌଦ୍ଧ ବ୍ଲକର ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମକୁ ଖୁଂଟବନ୍ଧ ପଞ୍ଚାୟତ ପକ୍ଷରୁ
Read More...

ଜିଲ୍ଲାରେ ଗୁଟଖା ଆଦି ନିଷିଦ୍ଧ ସାମଗ୍ରୀର ବ୍ୟାପକ କଳାବଜାରୀ

ବୌଦ୍ଧ/ବାଉଁଶୁଣୀ,୫/୫- କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ମଇ ୫ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । । ଏହାର ସୁଯୋଗ ନେଇ ବୌଦ୍ଧ ସହର ସମେତ ବାଉଁଶୁଣୀ, ପୁରୁଣା କଟକ, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳରେ ଗୁଟଖା ବ୍ୟବସାୟୀ
Read More...

କର୍କଟ ରୋଗରେ ପୀଡ଼ିତା ଅସହାୟା ବୃଦ୍ଧାଙ୍କୁ ସହାୟତା ଦାବି

ଦଶପଲ୍ଲା,୫/୫- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଡିମିରୀପଲ୍ଲି ମୌଜାର ଜଣେ ଅସହାୟା ବିଧବା ବୃଦ୍ଧା ବାଉରୀ ମଲ୍ଲିକ, ଦୀର୍ଘ ଏକ ବର୍ଷ ଧରି ମୁଖକର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଦୁଃଖ ଯନ୍ତ୍ରଣା ମଧ୍ୟରେ ଜୀବନ ଅତିବାହିତ କରିଆସୁଛନ୍ତି । ଏହି କର୍କଟ ରୋଗର ଚିକିତ୍ସା ପାଇଁ
Read More...

ବୌଦ୍ଧ: ଆଜିର ୧୨୯ ପଜିଟିଭଙ୍କ ସହ ୪ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବୌଦ୍ଧ,୫/୫- ଆଜି ବୌଦ୍ଧଜିଲ୍ଲାରେ ପୁଣି ୧୨୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ନୂତନ ୧୨୯ ପଜିଟିଭଙ୍କ ସହ ଆଜିପର୍ଯ୍ୟନ୍ତ ୪୦୦୦ ଜଣ ଜିଲ୍ଲାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି
Read More...

ରାସ୍ତାରେ ପରିବା ଫିଙ୍ଗି ପ୍ରତିବାଦ

ବଲାଙ୍ଗୀର,୫/୫- ଲକ୍‌ ଡାଉନ୍‌ -୨ର ପ୍ରଥମ ଦିନରେ ଅଫିସର ରାଜ୍‌ କୁ ନେଇ ଅସନ୍ତୋଷ ବ୍ୟବସାୟୀଙ୍କ ହଙ୍ଗାମା କରିଛନ୍ତି । ବଲାଙ୍ଗୀର ଡେଲି ମାର୍କେଟ ଜିଲ୍ଲା ପ୍ରଶାସନର କଟକଣାକୁ ବିରୋଧ କରି ପରିବା ବିକାଳି ରାସ୍ତାରେ ପନିପରିବା ଫୋପାଡିଛନ୍ତି । ଅଭିଯୋଗ ଅନୁସାରେ, ଆଗୁଆ ସୂଚନା ନଦେଇ ଆଜିହିଁ
Read More...

ଆଜିଠୁ ୧୪ ଦିନିଆ ଲକଡାଉନ ଆରମ୍ଭ, ପୁଲିସର କଡାକଡି ଚେକିଂ

ବୌଦ୍ଧ,୫/୫: ୧୪ ଦିନିଆ ଓଡିଶା ଲକ ଡାଉନ ଆରମ୍ଭ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ରାସ୍ତାଘାଟ, ଛକ ବଜାର ଶୁନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରମୁଖ ଛକରେ ପୋଲିସ୍‌ ମୁତୟନ ହୋଇ ଅମାନିଆ ମାନଙ୍କୁ ସାବାଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବୌଦ୍ଧସହର ଏନ.ଏ.ସି. ଛକ ଓ
Read More...

କୋଭିଡ ଆକ୍ରାନ୍ତ ବନ୍ଦୀଙ୍କ ମୃତ୍ୟୁକୁ ନେଇ ବୌଦ୍ଧ ଜେଲରେ ଉତ୍ତେଜନା

ବୌଦ୍ଧ,୫/୫: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ବିଚାରାଧିନ ଥିବା ଜଣେ ବନ୍ଦୀଙ୍କ ବୁର୍ଲା କୋଭିଡ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ଚିକିତ୍ସା ଅବହେଳାରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା
Read More...

ହୀରାଞ୍ଚଳର ପ୍ରଭାବ, ଖବର ପ୍ରକାଶ ପରେ ନଳକୂଅ ହେଲା ମରାମତି

ବୌଦ୍ଧ,୫/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇପଡିଥିଲା । ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତ ୧ ତାରିଖ ଦିନ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର୍‌
Read More...

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଆଜିଠାରୁ ଆରମ୍ଭ ହେଲା ୧୪ଦିନିଆ ଲକ୍‌ଡାଉନ୍‌

ବାଲିଗୁଡ଼ା,୫/୫:- ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ । ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ କରିଛନ୍ତି ୧୫ ଦିନିଆ
Read More...