Yearly Archives

2021

ରେକର୍ଡ : ଦିନକରେ ୧୫ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୮୨୧୬ ପଜିଟିଭ

ଭୁବନେଶ୍ୱର ୦୪ ।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ବୌଦ୍ଧ: ଜିଲ୍ଲାରେ ୯୮ ଆକ୍ରାନ୍ତ ଚିହ୍ନଟ, ଲାଣ୍ଡିବନ୍ଧ ଗ୍ରାମରୁ ସର୍ବାଧିକ ୨୦ ଜଣ

ବୌଦ୍ଧ,୪/୫ - ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଆଁ ନେଉନଥିବା ବେଳେ ଆଜି ପୁଣି ୯୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଜିଲ୍ଲାରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ରାଧାନଗର ଗ୍ରାମ
Read More...

ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି, ଭଗବାନ୍‌ ଭରସା!

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ବୌଦ୍ଧ,୪/୫- ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା କଲରାକୋଠା ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ମାଲବାହୀ ଟ୍ରକ ଜି.ଜେ. ୦୯ ଏ.ୟୁ ୩୨୩୭ ରାସ୍ତାରେ ଯାଉଥିବା ବେଳେ ପୁରୁଣା କଟକ ଥାନା
Read More...

ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଜାରି

ଦାରିଙ୍ଗବାଡି,୪/୫: ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘର ଆହ୍ୱାନକ୍ରମେ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଗତ ମେ ମାସ ୧ ତାରିଖ ଠାରୁ ଜାରି ରହିଥିବା ଦାରିଙ୍ଗବାଡ଼ି ବ୍ଳକ ସହକାରୀ ପ୍ରାଣୀ ଚିକିତ୍ସକ ଡା. ଚିନ୍ମୟ କୁମାର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା
Read More...

ବାଉଁଶୁଣୀରେ ଟି.ଏମ.ସି. କେନ୍ଦ୍ର ଖୋଲିବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବାଉଁଶୁଣୀ ଅଞ୍ଚଳରେ କରୋନା ବୃଦ୍ଧି ପାଇବା ଯୋଗୁଁ ବାଉଁଶୁଣୀରେ ଟି.ଏମ.ସି. ଖୋଲିବାକୁ ଦାବି ହେଉଛି । ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିବା କାରଣରୁ ବହୁ
Read More...

କରୋନା ପ୍ରଭାବିତ ଗ୍ରାମରେ ଉତ୍କଟ ଜଳ ସଂକଟ

ବୌଦ୍ଧ,୪/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଓ ସମ୍ବଲପୁର ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି | ଉଭୟ ଗ୍ରାମରେ କରୋନାର ଭୟାବହତା ମଧ୍ୟ ଦେଖିବାକୁ ମିଳିଛି l ଗୋଟିଏ ପଟେ ପାନୀୟ ଜଳର ଘୋର ଅଭାବ ଓ ଅନ୍ୟ ପଟେ କରୋନାର ବିଭୀଷିକା
Read More...

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡ଼ା,୪/୫: ଭାରସାମ୍ୟ ହରାଇ ରାସ୍ତାରେ ଶୋଇଥିବା ଛେଳିକୁ ଧକ୍କା ଦେଲା ମୋଟରସାଇକେଲ । ଘଟଣା ଘଟିଛି ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ଆରିବାଲି ଛକରେ । ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ୧୦୮
Read More...

କୋଭିଡ୍‌୧୯ ସଚେତନତା ବୈଠକ

ବୌଦ୍ଧ/ହରଭଙ୍ଗା,୩/୫- ଆଜି ହରଭଙ୍ଗା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ କୋଭିଡ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ସମ୍ପର୍କରେ କିପରି ଜଣେ ସ୍ୱେଚ୍ଛାସେବୀ ଭାବେ ନିଜ ନିଜ କର୍ତ୍ତବ୍ୟ ତୁଲାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ,୩/୫ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀ ମନମୁଣ୍ଡା ଠାରୁ
Read More...