Yearly Archives

2021

ସାଢେ ୩ ଲକ୍ଷ ମୁହାଁ ଦେଶର ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୭୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର ହେଲାଣି । ଆଜି ପୁଣି ରେକର୍ଡ ଭାଙ୍ଗିଛି କରୋନା । ଦେଶରେ ହୁତୁହୁତୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍‌, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ
Read More...

ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ସମର୍ପିତ କୋଭିଡ ଚିକିତ୍ସାଳୟ

ସୁବର୍ଣ୍ଣପୁର,୨୫/୪- ରାଜ୍ୟରେ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧିହେଉଥିବାର ପରିଲକ୍ଷିତ ହେଉଛି l ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟି ରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ
Read More...

କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ

ଦାରିଙ୍ଗବାଡି,୨୪/୪ : ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଶବ ଦାହ କରିବା ପାଇଁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗ୍ରୀନବାଡ଼ି ପଞ୍ଚାୟତ
Read More...

ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ଜହ୍ନାପଙ୍କ,୨୪/୪ - ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ଲହର ଦ୍ରୁତ ବେଗରେ ବଢିଚାଲିଥିବାବେଳେ ପ୍ରବାସୀ ଓଡିଆଙ୍କ ଘର ବାହୁଡ଼ା ପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଜି ବୌଦ୍ଧ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଟିଏମସି କେନ୍ଦ୍ର କୁ
Read More...

ରାସ୍ତା ତଳକୁ ଓଲଟିପଡିଲା ଟ୍ରକ୍‌

ବୌଦ୍ଧ/ହରଭଙ୍ଗା,୨୪/୪- ବୌଦ୍ଧଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡ ଫାଣ୍ଡି ଅଧୀନସ୍ଥ ମାଧପୁର ବ୍ରିଜ୍‌ ନିକଟରେ ଏକ ଲୁହା କବାଡି ବୋଝେଇ ଟ୍ରକ୍‌ ରାସ୍ତା ତଳକୁ ଖସିପଡିଥିଲା । ସୁଚନାମତେ ଟ୍ରକ୍‌ଟି ଲୁହାରଷ୍ଟ୍‌ ସାମାନ୍‌ ଗୁଡିକ ବୋଝେଇ ହୋଇ
Read More...

ଟ୍ରାକ୍ଟର ମୋଟରସାଇକେଲ ମୁହାଁମୁହିଁ ଧକ୍କା, ୩ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ

ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍‌ ବାଇକ୍‌ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା
Read More...

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସଗଡ଼ିଆ ସାହିରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେସଙ୍ଗେ କୋଟଗଡ଼
Read More...

ସୁବର୍ଣ୍ଣପୁରର ସହରାଞ୍ଚଳରେ ଶଟଡାଉନର ପ୍ରଭାବ

ସୁବର୍ଣ୍ଣପୁର,୨୪/୪- ସମଗ୍ର ରାଜ୍ୟରେ ଦିନକୁଦିନ ବଢିବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଆରମ୍ଭ ହୋଇଛି । ସପ୍ତାହର ଶନିବାର ଓ ରବିବାର ୨ଦିନ ଧରି ଜିଲ୍ଲାର ସୁବର୍ଣ୍ଣପୁର ସହର ସମେତ
Read More...

ମେ ପନ୍ଦର ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ପୁରୀ,୨୪/୪: ଆଜି ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ମେ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନାର କରାଳ ରୂପ ସହିତ ପଶ୍ଚିମବଙ୍ଗ ଷ୍ଟ୍ରେନ ଆଶଙ୍କାରେ ଏହି
Read More...

ପିପିଲି ଉପନିର୍ବାଚନ, ୨୬ରେ ପ୍ରାଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ

ପିପିଲି,୨୪/୪- କଂଗ୍ରେସ ଦଳ ତରଫରୁ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ତରଫରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ଶ୍ରୀ ରାଉତରାୟ କହିଛନ୍ତି ସେ ଜଣେ ମେଧାବୀ ଛାତ୍ରସହ ଆଇନଜୀବୀ । ପୁରୀ ଜିଲ୍ଲା ସେବା ଦଳ ମୁଖ୍ୟ ଭାବେ
Read More...