Yearly Archives

2021

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଏନ.ଭି. ରାମନ୍ନାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ,୨୪/୪- ରାଷ୍ଟ୍ରପତିଭବନରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରାମନ୍ନା ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ
Read More...

ଅଗ୍ନିକାଣ୍ଡ ଅଘଟଣକୁ ଏଡାଇବାପାଇଁ କୋଭିଡ ହସ୍ପିଟାଲ ଆଗରେ ଅଗ୍ନିଶମ ବାହିନୀ ସଜାଗ

ଭୁବନେଶ୍ୱର,୨୪/୪- କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦେଶର ବିଭିନ୍ନ ସ୍ଥାନର କୋଭିଡ ହସ୍ପିଟାଲ ମାନଙ୍କରେ କୌଣସି କାରଣରୁ ନିଆଁ ଲାଗି ଧନ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟର ୪୮ଟି କୋଭିଡ ଡାକ୍ତରଖାନା ଆଗରେ ଅଗ୍ନିଶମ ବାହିନୀ ଓ ଗାଡିର
Read More...

ବୌଦ୍ଧ ଓ ବାଉଁଶୁଣୀ ଠାରେ ମାସ୍କ ଚେକିଂ, ଅମାନିଆ ଗଣିଲେ ତଣ୍ଡ

ବୌଦ୍ଧ,୨୪/୪ - ବୌଦ୍ଧ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମାନିଆ କିନ୍ତୁ ହରକତ କରି ଚାଲିଛନ୍ତି । ସେଥିପାଇଁ ଗତକାଲି ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରଖୁନଥିବା ଓ ମାସ୍କ ପିନ୍ଧୁ ନଥିବା ଅମାନିଆ ମାନଙ୍କୁ ସାବାଡ
Read More...

ବୋପା ଲୋ କରୋନା ସଂକ୍ରମଣର ସ୍ଥିତି ଯାହା ହେଲାଣି…

ଭୁବନେଶ୍ୱର: ରାଜ୍ୟର ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ (ସୁରଭାଇ) ଆଜି ମାସ୍କ ପିନ୍ଧିଛନ୍ତି । ଯାହା ସମସ୍ତଙ୍କୁ ତାଜୁବ କରିଥିଲା । କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ସଂକ୍ରମଣସ୍ଥିତି ବିପଦଜନକ ହେବା ପରେ ନିଜେ ଆଜି ବିଧାୟକ ଶ୍ରୀ ରାଉତରାୟ
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ,୨୪/୪ - ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ସରସରା ନିକଟ ମଡେଲ୍‌ ଡିଗ୍ରୀ କଲେଜ ପୋଲ ପାଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ସରସରା
Read More...

୪ ବର୍ଷର ଡି.ଏ ଓ ଇନକ୍ରିମେଣ୍ଟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୪/୪ - ବୌଦ୍ଧଜିଲ୍ଲାରେ ଲେଭେଲ୍‌ ୫ ଏକ୍ସ କେଡର ଶିକ୍ଷକମାନେ ଚାରିବର୍ଷ ତଳେ ରେଗୁଲାର୍‌ ହୋଇ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କ ଡି. ଏ. ଓ ଇନକ୍ରିମେଣ୍ଟ ପାଇନଥିବା ଅଭିଯୋଗ କରି ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୩୯ କରୋନା ପଜିଟିଭ ଚିହ୍ନଟ, ଏନ.ଏ.ସି.ରୁ ୨୨

ବୌଦ୍ଧ,୨୪/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୯ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହି ୩୯ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁହିଁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୩୯ କରୋନା ଆକ୍ରାନ୍ତଙ୍କୁ
Read More...

କାର୍ଯ୍ୟରେ ଅବହେଳା କରି ଫସିଲେ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକ

ବୌଦ୍ଧ,୨୪/୪ - ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l
Read More...

ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ,୨୪/୪- ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ଦଳୁଆ ସାହିର ଗୌରୀ ଜେନା (60) ରାତିରେ ଖାଇ ପିଇ ଶୋଇ ଥିବା ବେଳେ ରାତି
Read More...

ପ୍ରସ୍ତାବିତ ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୩/୪- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର୍ରରେ ବନଖଣ୍ଡ ଅଧିକାରୀ ତଥା ସଂପାଦକ
Read More...