Yearly Archives

2021

ସରସରାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ

ବୌଦ୍ଧ,୧୭/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ନୂଆସାହି ଠାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ ହୋଇଯାଇଛି | ହରଭଙ୍ଗା ବ୍ଲକ ବିଡ଼ିଓ ନୀଳକଣ୍ଠ ବେହେରା ଭାଗବତ ଟୁଙ୍ଗୀ କୁ ଫିତା କାଟି ଉଦଘାଟନ କରିଥିଲେ | ଏକ ଲକ୍ଷ ଟଂକାର ସରକାରୀ ଅନୁଦାନ ଓ ସରସରା ନୂଆସାହି ନିବାସୀ ଭଗବତ୍ ପ୍ରେମୀ
Read More...

ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମାର ଜୀବନ ଗଲା

ଦାରିଙ୍ଗବାଡ଼ି,୧୭/୪: ୩ ବର୍ଷର ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇ ଜେଜେମାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ଜଣକ ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ।ଦାରିଙ୍ଗବାଡି
Read More...

କୋଶଳାଞ୍ଚଳରେ କୋରନା ମୁକାବିଲା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲାଯାଉ ଓ…

ବଲାଙ୍ଗୀର : ସଂପ୍ରତି ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରୀ ମାଡି ଚାଲିଛି । ଏହି ଲହରୀରେ କରୋନାର ନୂଆ ରୂପ ଅଧିକ ସଂକ୍ରମଣ ଜନିତ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ
Read More...

୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର ୧୬/୦୪ : ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା
Read More...

ଧୋନୀ ଉପର କ୍ରମରେ ବ୍ୟାଟିଂ କରିବା ଦରକାର : ଗମ୍ଭୀର

ମୁମ୍ବାଇ : ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ମତରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚାରି କିମ୍ବା ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇବା ଦରକରା । ଧୋନୀ ପ୍ରାୟ ସବୁବେଳେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ଦିଲ୍ଲୀ
Read More...

ଟିକା ନନେଲେ ହଜ୍ ଯାତ୍ରା ମନା

ମୁମ୍ୱାଇ: ଆଗକୁ ହଜ୍ ଯାତ୍ରା । ଏହା ପୂର୍ବରୁ ଭାରତରେ ଥିବା ହଜ୍ କମିଟି ଏହି ଯାତ୍ରା ବାବଦରେ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେଉଁମାନେ ହଜ୍ ଯିବାକୁ ଚାହୁଁଥିବେ ସେମାନଙ୍କୁ କୋଭିଡର ଦୁଇଟି ଯାକ ଟିକା ନେବାକୁ ହେବ । ଅର୍ଥାତ୍ ଚଳିତ ବର୍ଷ କୋଭିଡ୍ ଟିକା ନେଇନଥିଲେ
Read More...

ସପ୍ତାହକ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିବା ପରେ ସପ୍ତାହକ ଦୁଇଦିନ ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବା ପାଇଁ ଆଜି ନିଷ୍ପତ୍ତି ହୋଇଛି । ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ ମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଓ ଛତିଶା
Read More...

ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣର ବିଅର୍‌ ଜବତ୍‌, ୩ ଗିରଫ

ବୌଦ୍ଧ,୧୬/୪ - ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଆଜି ଅବକାରୀ ଓ ପୋଲିସର ମିଳିତ ଚଢାଉରେ ବାଉଁଶୁଣୀ ଥାନା ସିଙ୍ଗାରୀ ନିକଟ ଗୋଟିଏ ଢାବାରୁ ବିପୁଳ ପରିମାଣର ବିଅର୍‌ ଜବତ୍‌ ହୋଇଥିବା ଜଣାପଡିଛି ।
Read More...

କ୍ରସର୍‌ ବିରୋଧରେ ତାତିଲେ ମହିଳା, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ବୌଦ୍ଧ,୧୬/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖରଭୁଇଁଁ ଗ୍ରାମରେ ପ୍ରତିଷ୍ଠା ହୋଇଥିବା କ୍ରସରକୁ ବହୁଦିନ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ବର୍ତ୍ତମାନ ମହିଳାମାନେ କ୍ରସର୍‌ ବିରୋଧରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଆଜି ମା ବୁଢୀ ଠାକୁରାଣୀ
Read More...

ବାରହା ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା,୧୬/୪: କନ୍ଧମାଳଜିଲ୍ଲା କୋଟଗଡ଼ବ୍ଲକ୍‌ ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତ ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା
Read More...