Yearly Archives

2021

ହୀରାଂଚଳର ପ୍ରଭାବ, ଖବର ପ୍ରକାଶ ପରେ ସିମନବାଡ଼ିରେ ଖୋଲିଲା ଜଳଛତ୍ର

ଦାରିଙ୍ଗବାଡ଼ି,୮/୪: ସିମନବାଡ଼ି ଗ୍ରାମପଞ୍ଚାୟତରେ ଜଳଛତ୍ର ଖୋଲିନଥିବା ନେଇ ହୀରାଂଚଳ ଲାଇଭରେ ଖବର ପ୍ରକାଶ ପାଇବା ପରେ ସିମନବାଡ଼ି ବଜାର ଓ ବିଶ୍ରାମଗାରରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଜଳଛତ୍ର ଖୋଲିବା ପରେ ବିଶ୍ରାମଗାରରେ ବିଶ୍ରାମ ନେଉଥିବା ଲୋକମାନେ ନିଜର ଶୋଷ ମେଣ୍ଟାଉଥିବା
Read More...

ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ମାମଲାର ଅଭିଯୁକ୍ତ ଅଟକ, ପଚରା ଉଚରା ଜାରି

ଦଶପଲ୍ଲା,୮/୪ - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଅଂଚଳରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପରେ ଭାଇରାଲ୍‌ ହୋଇଛି । ଏ ସଂପର୍କରେ ଯୁବତୀ ଜଣକ ମାର୍ଚ୍ଚ ମାସ ୧୮ ତାରିଖରୁ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ନେଇ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ତରଫରୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି,୮/୪- ଗଜପତି ଜିଲ୍ଲା ଅବସରପ୍ରାପ୍ତକର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକଙ୍କୁ
Read More...

ସାଇକେଲକୁ ଧକ୍କାଦେଲା ଟାଟା ଏସିଇ, ପତ୍ନୀ ମୃତ ସ୍ୱାମୀ ଗୁରୁତର

ବୌଦ୍ଧ,୮/୪ - ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

କୋଭିଡ କଟକଣା ଉଲ୍ଲଂଘନ ନେଇ ଦାରିଙ୍ଗବାଡ଼ି ପୁଲିସର ସ୍ପେଶାଲ ଡ୍ରାଇଭ୍‌, ୫ହଜାର୨ଶହ ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡ଼ି,୮/୪- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ କରିବାପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବୁଧବାରଠାରୁ ସାରାରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ୍‌ ଚାଲିଛି । ଏ ନେଇ ଦାରିଙ୍ଗବାଡ଼ି ପୁଲିସ ତରଫରୁ
Read More...

ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା,୨ ଗୁରୁତର

ଫୁଲବାଣୀ,୮/୪- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ
Read More...

ଗ୍ରୀଷ୍ମ ପ୍ରବାହ ଜାରି, ସିମନବାଡ଼ିରେ ଜଳଛତ୍ର ଦେଖାନାହିଁ

ଦାରିଙ୍ଗବାଡ଼ି,୭/୪: ବର୍ତମାନ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଦିନ କୁ ଦିନ ଗରମ ବଢ଼ିବା ସହ ଲୋକ ଗରମରେ କଲବଲ ହେଉଛନ୍ତି । ଏଭଳିକି ପ୍ରତିଦିନ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ସରକାରଙ୍କର ପକ୍ଷରୁ ହେଉଥିବା ଜଳଛତ୍ର ଦାରିଙ୍ଗବାଡ଼ି ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ଆରମ୍ଭ ହୋଇଥିବା
Read More...

ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ

ବୌଦ୍ଧ/ବାଉଁଶୁଣୀ,୭/୪- ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ୱାର୍ଡ 7 ଓ 8 ଟିକିରାପଡା ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବାରମ୍ବାର ଅଚଳ ହୋଇପଡୁଛି । ପୂର୍ବରୁ ସେପ୍ଟେମ୍ବର ମାସରେ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା । କିଛି ଦିନ ପରେ ରାୟପୁରରୁ ନୂତନ ମଟର ଆଣି
Read More...

ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବୀରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା

ବାଲିଗୁଡ଼ା,୭/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ 2016 ନଭେମ୍ବର ମାସଠାରୁ 2017ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି
Read More...

ବିପୁଳ ପରିମାଣର କାଠ ସହ ଟ୍ରକ ଜବତ, ଦୁଇ ଜଣ ଗିରଫ

ବୌଦ୍ଧ/ବାଉଁଶୁଣୀ,୭/୪ - ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ଘଣ୍ଟାପଡା ନିକଟ ଜଙ୍ଗଲରୁ ବେଆଇନ ଭାଵରେ କାଠ ଚୋରା ଚାଲାଣ ବେଳେ ଗୋଟିଏ 10 ଚକିଆ ଟ୍ରକସହ ବିପୁଳ ପରିମାଣରେ କାଠ ଜବତ କରାଯାଇଥିବା ସହ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୁଇଜଣ
Read More...