Yearly Archives

2021

୫ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ

ପାରଳାଖେମୁଣ୍ଡି,୨୦/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ଓଡିଶାର ମିଳିତ ଆନୁକୂଲ୍ୟରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ
Read More...

“ଲକ୍ଷ୍ୟ” ମାନଦଣ୍ଡ ହାସଲରେ ଗଜପତି ଜିଲ୍ଲା ସ୍ଥାନ ପାଇଲା

ପାରଳାଖେମୁଣ୍ଡି ,୨୦/୩ -"ଲକ୍ଷ୍ୟ" ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପୋଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା ପରିବାର ଏବଂ ସ୍ୱାସ୍ଥ୍ୟ ବିଭାଗ , ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଆମ ଜିଲ୍ଲା ପାଇଁ ଏକ ଗୌରବର କଥା ଯେ ୧.୫ ବର୍ଷର ଅଥକ
Read More...

କାର୍ ଧକ୍କାରେ 2 ମୋପେଡ ଆରୋହୀ ଗୁରୁତର

ବୌଦ୍ଧ,୨୦/୩ - ବୌଦ୍ଧ - ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ସଦଲଗଣ୍ଡା ଘାଟୀ ନିକଟରେ କାର୍ ଧକ୍କାରେ ଦୁଇ ଜଣ ମୋପେଡ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବୁଲୁରା ଗ୍ରାମର ସୁବାସ ଦୀପ
Read More...

କନ୍ୟା ଯାତ୍ରୀ ବସ ଦୁର୍ଘଟଣା

ଫୁଲବାଣୀ,୨୦/୩- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡ଼ା ଘାଟିରେ କନ୍ୟାଯାତ୍ରି ବସ୍ ଗଛରେ ପିଟି ହେବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ମା ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଦୂତିମେଣ୍ଡୀ ଗ୍ରାମପଞ୍ଚାୟତ ମଲିକସାହିରୁ କୁଯାମେଣ୍ଡି କନ୍ୟା
Read More...

ରାଜ୍ୟସ୍ତରୀୟ ପଞ୍ଚଦିବସୀୟ ରେଡକ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୧୯/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ପଞ୍ଚ ଦିବସୀୟ ରେଡକ୍ରସ ପରାମର୍ଶ ଦାତା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ରାଜ୍ୟସ୍ତରୀୟ ସାଧନକର୍ମୀ ରବିଚନ୍ଦ୍ର ପଶାୟତ ପତାକା ଉତ୍ତୋଳନ କରି
Read More...

ପ୍ରେମିକାର ଗର୍ଭପାତ କରାଇ ପ୍ରେମିକ ଗିରଫ

ବୌଦ୍ଧ /ବାଉଁଶୁଣୀ,୧୯/୩ - ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ଗୋଟିଏ ଗ୍ରାମର ଗୋଟିଏ ଝିଅ (୨୬ ବର୍ଷ )କୁ ଗର୍ଭପାତ ମାମଲାରେ ପ୍ରେମିକକୁ ଗିରଫ କରିଛି ମନମୁଣ୍ଡା ପୋଲିସ । ପ୍ରେମିକ ଜଣକ ଜମଟାଙ୍ଗି ଗ୍ରାମର ସନତ ଭୁକ୍ତା ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଏହି ଝିଅକୁ ଯୁବକଟି ଆଜକୁ
Read More...

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦାରିଙ୍ଗିବାଡ଼ି,୧୯/୩: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଲିଗୁଡା ଥାନା ଅଧିନ ବୁଡାଗୁଡ଼ା ହାଇସ୍କୁଲ ନିକଟ ଜଙ୍ଗଲରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ଗୁମିକିଆ ପଞ୍ଚାୟତ ଅଲିମା ଗ୍ରାମର ପିଙ୍କି ପ୍ରଧାନ(୨୫) । ମିଳିଥିବା ସୂଚନା
Read More...

ଖର୍ଚ୍ଚ ହେଲାଣି ୧୫ ଲକ୍ଷ:୪ମାସ ହେଲା ପାନୀୟ ଜଳ ପ୍ରକଳ୍ପ ବନ୍ଦ

ବୌଦ୍ଧ/ଜହ୍ନାପଙ୍କ,୧୯/୦୩: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ଗାଁକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ ଯୋଗୁଁ ଏଠାରେ ବ ।ସକରୁଥିବା ୨୦୦ ପରିବାରର ପ୍ରାୟ ୧୪୦୦ ଲୋକ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସୂଚନାମତେ ୨୦୦୪ ମସିହାରେ ସ୍ୱଜଳ ଧାରା ଯୋଜନାରେ ସାଢେ ୪ ଲକ୍ଷ ଟଙ୍କା ବ୍ୟୟରେ
Read More...

କୋଭିଡ କଟକଣା ପାଳନ କରିବା ପାଇଁ ପ୍ରଶାସନ ତରଫରୁ ସଚେତନତା

ଦାରିଙ୍ଗବାଡ଼ି, ୧୯/୩: ଦେଶକୁ ମହାମାରୀ କରୋନା ବର୍ତ୍ତମାନ ଲେଉଟି ଆସୁଅଛି । ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ପୂର୍ବଭଳି ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପରିଧାନ ସହିତ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୧୯/୩ - ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...