Yearly Archives

2021

ଟ୍ରକ ଧକ୍କାରେ ମହିଳା ବ୍ରାଞ୍ଚ ପୋଷ୍ଟ ମାଷ୍ଟର୍ ଗୁରୁତର

ବୌଦ୍ଧ,୧୯/୩ - ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ହରେକୃଷ୍ଣପୁର ଛକ ନିକଟରେ ଗୋଟିଏ ଟ୍ରକ ସହ ସ୍କୁଟିର ଧକ୍କା ହେବା ଫଳରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ
Read More...

ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣକୁମାର ସାହୁଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ

ଦଶପଲ୍ଲା,୧୯/୩ :- ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ
Read More...

୧୫କେଜି ହରିଣ ମାଂସ ଜବତ ସହ ୨ ଅଭିଯୁକ୍ତ ଗିରଫ

ଦଶପଲ୍ଲା,୧୯/୩-ଗଣିଆ ବନବିଭାଗ ଗତକାଲି ସନ୍ଧ୍ୟାରେ ହରିଣ ମାଂସ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ ଗତ କିଛ ଦିନ ହେବ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିଲେ । ଯାହା ଫଳରେ ବନବିଭାଗର ନିଦ ହଜି ଯାଇଥିଲା l ସେଥିପାଇଁ ଗଣିଆ
Read More...

ପାଦରେ ଚଢିଗଲା ବଲେରୋ ଚକ, ଯୁବକ ଗୁରୁତର

ବୌଦ୍ଧ,୧୯/୩ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ - ଧଳପୁର୍ ରାସ୍ତାର ବୁରୁବୁଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ପାଦ ଉପରେ ଗୋଟିଏ ବୋଲେରୋ ଚକ ଚଢି ଯିବାରୁ ସେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ତିଲେଶ୍ବର୍ ଗ୍ରାମ ପଞ୍ଚାୟତ
Read More...

ଭରୁଆ ଗ୍ରାମ ଜଙ୍ଗଲରେ ନିଆଁ ଲିଭାଇଲେ ଗ୍ରାମବାସୀ

ବୌଦ୍ଧ,୧୮/୩ - ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ଫରେଷ୍ଟ ଅନ୍ତର୍ଗତ ଭରୁଆ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ବୈଷ୍ଣବ ମଲ୍ଲିକଙ୍କ ନେତୃତ୍ବରେ ଅନ୍ୟାନ୍ୟ ସଦସ୍ୟ ତଥା
Read More...

ହରଭଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବୌଦ୍ଧ/ହରଭଙ୍ଗା୧୮/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗୁରୁବାର ଦିନ ବ୍ଲକ କାଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ହରଭଙ୍ଗାବ୍ଲକ ଚେୟାରମେନ୍ ବିଶ୍ବଜିତ୍ ମିଶ୍ର, ବ୍ଲକ ଉପାଧକ୍ଷ ରଶ୍ମିତା ମହାକୁଡ, ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ
Read More...

ଦଣ୍ଡ ଉଠିବା ପ୍ରସଂଗ : ଗଞ୍ଜାମରେ ହଁ, ହେଲେ ବୌଦ୍ଧରେ ନା

ବୌଦ୍ଧ,୧୮/୩ - କୋଭିଡ ବ୍ୟାପିବା ଆଶଙ୍କାରେ ଦଣ୍ଡ ଯାତ୍ରା ଆୟୋଜନକୁ ବାରଣ କରିଛନ୍ତି ଜିଲ୍ଲାପାଳ l ଆଜି ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଆଦେଶ ଜାରୀ କରିଛନ୍ତି | ଗତ 12 ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତାଙ୍କ ଜିଲ୍ଲାରେ କୋଭିଡ ମାର୍ଗଦର୍ଶୀକା ପାଳନ
Read More...

ବଢ଼ିଗାଁରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ/ଜହ୍ନାପଙ୍କ,୧୮/୦୩- ବୋୖଦ୍ଧ ବ୍ଳକ ଅନ୍ତର୍ଗତ ବଢ଼ିଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ମୃତୁଞ୍ଜୟ
Read More...

ଟାଟା ପିକଅପ ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ

ବୌଦ୍ଧ/ଜହ୍ନାପଙ୍କ,୧୮/୦୩- ଜାତୀୟ ରାଜପଥ ୫୭ ର ମଧୁପୁର-ଖୁଂଟବନ୍ଧ ମଝିରେ ଆଜି ଭୋଇ ପ୍ରାୟ ସାଢ଼େ ୪ ଟା ବେଳେ ଏକ ଟାଟା ପିକ ଅପ ଗାଡି ନଂ ଓଡ଼ି ୦୭/ଇ -୧୬୧୪ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଏଥିରେ ଡ୍ରାଇଭର ସହଯୋଗୀ ମହେନ୍ଦ୍ର ସାହୁଙ୍କ ନାକରେ ସାମାନ୍ୟ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ
Read More...

ଦାଦନ ଖଟିବାକୁ ଯାଇ କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର

ବାଲିଗୁଡ଼ା,୧୭/୩:କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର । କୁହାଯାଏ ଯେ, ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ୱପ୍ନ ଥାଏ । ହେଲେ କେବଳ ତା’ର ହିଁ ସ୍ୱପ୍ନ ସତ ହୁଏ, ଯାହା ପାଖରେ ଥାଏ ସ୍ୱପ୍ନକୁ ସତ କରିବାର ଜୋଶ୍, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ। ଆଉ ଏହାର
Read More...