Yearly Archives

2021

୧୨୭ ବାଟାଲିୟନ ସିଆରପିଏଫ୍ ୮୨ତମ ବାର୍ଷିକ ଉତ୍ସବ ପାଳନ ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଥିବା ୧୨୭…

ବାଲିଗୁଡ଼ା,୧୭/୩- କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଥିବା ୧୨୭ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ୮୨ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସକାଳୁ ସକାଳୁ ସମସ୍ତ ଅଫିସର ଓ ଜବାନ୍ ଏକାଠି ହୋଇ ସ୍ଥାନୀୟ ତ୍ରିବେଦୀ ପାର୍କରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ଏହାପରେ
Read More...

ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ,୧୭/୩: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତର ଲାଇନପଡା ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଭାଗନେଇଥିଲେ । ଲାଇନପଡା ସହିତ ଆଡେନିଗଡ଼ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ଆଡେନିଗଡ଼ ଚମ୍ପିୟାନ ହୋଇଛି ।
Read More...

ଜଙ୍ଗଲରେ ନିଆଁ ଲିଭାଇଲେ ବନ ସୁରକ୍ଷା ସମିତି ସଦସ୍ୟ

ବୌଦ୍ଧ,୧୭/୩- ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଂଚାୟତ ରୁଗୁଡି କନପା ଗ୍ରାମ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିଲା । କୌଣସି ପ୍ରକାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା ଓ ଗ୍ରାମରେ ଗଠିତ ବନ ସୁରକ୍ଷା ସମିତି ଏବଂ ଗ୍ରାମର ପୁରୁଷ ମହିଳାମାନେ ମିଶି ଜଙ୍ଗଲରେ ଲାଗିଥିବା ନିଆଁକୁ
Read More...

ବାଲିଗୁଡ଼ା ପୋଲିସକୁ ସଫଳତା, ୫ଦିନ ଭିତରେ ଫେରାର ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା,୧୭/୩- ଫେରାର ଗଞ୍ଜେଇ ମାଫିଆ ଗିରଫ । ଗିରଫ ମାଫିଆ ଜଣକ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ବିଜୟ ମାଝୀକୁ ବାଲିଗୁଡ଼ା ଥାନା ସୁନାପାଙ୍ଗା ଅଞ୍ଚଳରୁ ଗିରଫ କରିଛି ପୋଲିସ୍‌ । ସୂଚନା ପ୍ରକାରେ ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ହେଉଥିବାବେଳେ
Read More...

ମୁକୁଳା ପଡିଛି ଡ୍ରେନ, ଅଳିଆ ଆବର୍ଜନାରେ ଭର୍ତ୍ତି

ବୌଦ୍ଧ,୧୭/୩- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ସାହାଜପାଲ ସ୍ଥାନୀୟ ଅଂଚଳର ଏକ ପ୍ରମୁଖ ବାଣିଜ୍ୟିକ ସ୍ଥଳ । ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଦୋକାନ ବଜାର ରହିଛି । ଜାତୀୟ ରାଜପଥ ବିଭାଗ ରାସ୍ତା ନିର୍ମାଣ ସମୟରେ ଉଭୟ ପାର୍ଶ୍ୱରେ ଡ୍ରେନ ମଧ୍ୟ ନିର୍ମାଣ
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବୌଦ୍ଧ,୧୬/୩ - ଆଜି ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାସ ଏବଂ ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମିଶ୍ର, ସିଡିପିଓ
Read More...

ହୃଷିକେଶ ପ୍ରଧାନ ଗ୍ଲୋବାଲ ୟଙ୍ଗ୍ ପିସ୍ ଚମ୍ପିୟାନସ୍ ଆୱାର୍ଡ଼ ସମ୍ମାନିତ

ଫୁଲବାଣୀ,୧୬/୩ - ଦିଲ୍ଲୀ ନିକଟସ୍ଥ ମହାରାଷ୍ଟ୍ର ସଦନଠାରେ ଗ୍ଲୋବାଲ ୟୁଥ୍ ପିସ୍ କମିଟିର ୧୫ ମାର୍ଚ୍ଚରେ ଗ୍ଲୋବାଲ ୟୁଥ୍ ପିସ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମଦାସ ଅଥାୱଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଯୋଗ ଦେଇଥିବା
Read More...

ଶିବରାତ୍ରୀ ବନ୍ଦ ହେବା ପରେ ଦଣ୍ଡ ଯାତ୍ରାକୁ ନେଇ ଆଶଙ୍କା !

ବୌଦ୍ଧ,୧୫/୩- କୋରନା ପ୍ରାଦୁର୍ଭାବ ଯୋଗୁଁ ଗତବର୍ଷ ଦଣ୍ଡଯାତ୍ରାକୁ ପ୍ରଶାସନ ବନ୍ଦ କରାଇଥିଲା l ଚଳିତବର୍ଷ ପ୍ରଶାସନ ଶିବରାତ୍ରୀ ଜାଗର ଯାତ୍ରା ବନ୍ଦ ରଖିଥିବାରୁ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ କି ନାହିଁ ତାକୁ ନେଇ ଆଶଙ୍କା ଭିତରେ ଗତି କରୁଛନ୍ତି ଦଣ୍ଡ ଯାତ୍ରାର ପରିଚାଳକ, ସେବାୟତ ଓ
Read More...

ଜହ୍ନାପଙ୍କ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ

ବୌଦ୍ଧ/ ଜହ୍ନାପଙ୍କ,୧୫/୦୩- ବୌଦ୍ଧ ବ୍ଳକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସୋମବାର ମୋ ସ୍କୁଲ ଅଭିଯାନର ରିଲେସନ୍ସିପ ଅଫିସର ତନ୍ମୟା ଦାଶ ଓ ଏସ ସି ଇ ଆର ଟି ର ସହ-ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ  ପରିଦର୍ଶନରେ ଆସି ଆଲୁମିନି କମିଟିର ସଭ୍ୟ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ
Read More...

ନିଆଁଲଗାଇବା ଅଭିଯୋଗରେ ବାପ ପୁଅ ହେଲେ କୋର୍ଟଚାଲାଣ

ବୌଦ୍ଧ/ହରଭଙ୍ଗା୧୫/୩- ବୌଦ୍ଧଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇଜଣ ବାପପୁଅଙ୍କୁ ମାଧପୁର ବନବିଭାଗ ଗିରଫକରି ଆଜି ଚାରିଛକ ଜେ.ଏମ୍‌. ଏଫ. ସି. କୋର୍ଟକୁ ପଠାଇଥିବା ଜଣାପଡିଛି । ସୁଚନାମତେ ମାଧପୁର କଲୋନି ସାହିର ଶ୍ୟାମଘନ ମାଝି ଓ ଆସନ
Read More...