Monthly Archives

January 2022

କୋଭିଡ୍ ସହାୟତା ରାଶି ; ବଦଲାଇଛି ଜୀବନ

ପାରଳାଖେମୁଣ୍ଡି : କରୋନା ମହାମାରୀର ଭୟାବହତା ମଧ୍ୟରେ ବେଶ୍ ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା ଓ ସେମାନଙ୍କ ଜୀବନଯାପନ l ଉଜୁଡ଼ି ଯାଇଛି ଅନେକଙ୍କ ସ୍ୱପ୍ନର ଇମାରତ୍ l ତଥାପି ହାର ମାନି ନାହାନ୍ତି ସୁବନିୟ ଶବର୍ ଏବଂ ସୁନ୍ତନି ଶବରଙ୍କ ପରି ଉଦ୍ୟମୀ ଲୋକମାନେ lଉଲ୍ଲେଖଯୋଗ୍ୟ , ଗତ ୨୦୧୮
Read More...

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ
Read More...

ଛାତରୁ ପଡ଼ି ଶିକ୍ଷକଙ୍କ ମୃତ୍ୟୁ

ରାଇକିଆ : ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ରାମଚନ୍ଦ୍ର ଗନ୍ତାୟତ ସୋମବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ନିଜ ଘରର ଦୁଇ ମହାଲା ଛାତ ଉପରେ ଗଛରେ ପାଣି ଦେବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ମହଲା ଉପରୁ ଭାରସାମ୍ୟ ହରାଇ ପାଖରେ ଥିବା ଆଉ ଗୋଟିଏ ଘରର ଛାତ ଉପରେ
Read More...

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍‌। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ।ଏହି ନିୟମ ୧୫
Read More...

ଆଜମଙ୍କୁ ଦିନିକିଆ ଓ ରୁଟ୍‌ଙ୍କୁ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର

ଦୁବାଇ: ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ବର୍ଷ ଆରମ୍ଭରୁ ପାଇଛନ୍ତି ଏକ ମର୍ଯ୍ୟାଦାଜନକ ପୁରସ୍କାର । ୨୦୨୧ ବର୍ଷ ପାଇଁ ଆଜମ ଆଇସିସି ଦିନିକିଆ ଓ ଜେ ରୁଟ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଅର୍ଜନ କରିଛନ୍ତି ।
Read More...

ଜାତୀୟ ସଂଗୀତ ଗାନ ସମୟରେ ଚୁଇଙ୍ଗମ ଚୋବାଇ ଟ୍ରୋଲର ଶିକାର ହେଲେ ବିରାଟ

କେପଟାଉନ୍ : ପୁଣି ଥରେ ବିବାଦ ଘେରରେ ଫସିଗଲେ ବିରାଟ କୋହଲି। ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାମ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ୍‌ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ
Read More...

ଫ୍ରେଣ୍ଡସିପ୍‌ କ୍ଲବ ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଫ୍ରେଣ୍ଡସିଫ୍‌ କ୍ଲବ୍‌ ତରଫରୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ସହଯୋଗରେ କ୍ଲବର ନାରାୟଣ ପ୍ରସାଦଠାରେ ଆଜି ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଅଛି । ଏଥରେ ଝିଅମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ, ଲିଙ୍ଗଗତ ଭେଦଭାବ ଯେପରି ନହେଉ ସେହି ବିଷୟରେ ଆଲୋଚନା ହୋଇଥିଲା ।
Read More...

ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଖବର ଅନୁଯାୟୀ, ନାରାୟଣପୁର ଜଙ୍ଗଲରେ ପୋଲିସ
Read More...

ପିସିିସି ସଭାପତିଙ୍କୁ କରୋନା

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାଇଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ସହ
Read More...

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗତକିଛି ଦିନ ହେବ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିଲା । ଏଥିପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ କି ନାହିଁ, ତାହା ଆଶଙ୍କାରେ ଥିଲା । ଏହାରି ଭିତରେ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟ ସମେଟିଭ୍ ପରୀକ୍ଷା କରାଯାଇଥିଲା । ଯଦି କରୋନାର ସ୍ଥିତି ସାଂଘାତିକ ହୁଏ,
Read More...