Monthly Archives

January 2022

ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି : କୌଣସି ପ୍ରୟାସ ଅସୁବିଧାରୁ ମୁକ୍ତ ନୁହେଁ, ଏବଂ ଲକ୍ଷ୍ୟ ଯେତେ ଅଧିକ ହେବ, ବାଧାବିଘ୍ନଗୁଡ଼ିକ ସେତେ ଅଧିକ ଠିଆ ହେବ । ଏପରି କ’ଣ ଥାଏ ଯାହା ଦ୍ୱାରା ଅନ୍ୟମାନେ ନିରାଶ ହୋଇଥିବାବେଳେ କିଛି ଲୋକ ଆଶା ନ ଛାଡି ଲକ୍ଷ୍ୟ ପଥରେ ଆଗେଇ ଚାଲିଥାନ୍ତି । ପୁନଶ୍ଚ, ପ୍ରେରଣା ହେଉଛି
Read More...

ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ଦେହାନ୍ତ

ପାରଳାଖେମୁଣ୍ଡି : କୁମ୍ଭାରସାହି ବାସିନ୍ଦା ପାରଳା ତଥା ଗଜପତିର ବେଶ୍‌ ଜଣାଶୁଣା ଆଦର୍ଶ ସେବା ନିବୃତ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇ ସାରିଛନ୍ତି । ସେ କିଛି ବର୍ଷ ବାର୍ଦ୍ଧକ୍ୟ ଜନିତ ଶଯ୍ୟାଶାୟୀ ଥିଲେ ସୁଦ୍ଧା ଶେଷ
Read More...

ରାଜ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୨୪।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଦିନିକିଆ ସିରିଜ ପୋଛିନେଲା ଦକ୍ଷିଣ ଆଫ୍ରିକା

କେପ୍‌ ଟାଉନ୍‌ : ଘରୋଇ ଦଳ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ହାସଲ କରିଛି ଡବଲ ସିରିଜ ବିଜୟ । ପୂର୍ବରୁ ଟେଷ୍ଟ ସିରିଜ ଜିତିଥିଲା,ଏବେ ଦିନିକିଆ ସିରିଜ ମଧ୍ୟ ଜିତିଛି,ତାହା ପୁଣି କ୍ଲିନ ସୁଇପ । ଭାରତ ବିପକ୍ଷ ଦିନିକିଆ ସିରିଜକୁ ଦଳ ୩-୦ ରେ ପୋଛିନେଇଛି । ଆଜି ଅନୁଷ୍ଠିତ ତୃତୀୟ ତଥା ଶେଷ
Read More...

୨୬ ଶହ ବର୍ଷ ତଳର ମହିଳାଙ୍କର ତିଆରି ହେଲା ଡିଜିଟାଲ ଚେହେରା !

ନୂଆଦିଲ୍ଲୀ : ୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଇଜିପ୍ଟର ସୁନ୍ଦର ମହିଳାଙ୍କ ଡିଜିଟାଲ୍‌ ଚେହେରା ପୁନଃନିର୍ମାଣ କରାଯାଇଛି । ଏହି ମମି ୧୮୧୯ ମସିହାରେ ଇଜିପ୍ଟର ସବୁଠାରୁ ପ୍ରସିଦ୍ଧ ମର୍ଗରେ ରଖାଯାଇଥିଲା । ଇଜିପ୍ଟରେ ପ୍ରବାହିତ ନୀଳ ନଦୀର ପଶ୍ଚିମ କୂଳରେ ଏହି ମର୍ଗ ଥିଲା । ଏଫଏପିଏବି
Read More...

ନବରଙ୍ଗପୁରରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଶହୀଦ ସ୍ମାରକୀ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ
Read More...

୧୨୨ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ : ଜାନୁଆରୀ ଶେଷ ହେବା ଉପରେ । ତଥାପି ଥଣ୍ଡା ଥମି ନାହିଁ । ଶୀତ ହେଉଛି,ବର୍ଷା ବି ହେଉଛି । ଗତକାଲିଠାରୁ ଜାମ୍ମୁ କାଶ୍ମୀର ଏବଂ ହିମାଚଳର ଉଚ୍ଚସ୍ତରରେ ପ୍ରବଳ ତୁଷାରପାତ ହେଉଛି । ଏହାର ପ୍ରଭାବ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଦେଖାଯାଉଛି । ଜାନୁଆରୀରେ ପ୍ରବଳ ବର୍ଷା ହୋଇଛି ।
Read More...

ଅବାଧ, ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ବୈଠକ

ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି, ଶୃଙ୍ଖଳାର ସହିତ ନବରଙ୍ଗୁର ଜିଲ୍ଲାରେ କିପରି ଅବାଧ, ନିରପେକ୍ଷ ଭାବରେ ବିଶେଷ କରି କରୋନ । ମହାମାରୀ ସମୟରେ କରୋନା କଟକଣା ମାର୍ଗ ଦର୍ଶିକାକୁ ପାଳନ କରି ନିର୍ବାଚନର ପ୍ରସାର, ପ୍ରଚାର ଓ ଏହାର ସଫଳ ପରିଚାଳନାରେ ଜିଲ୍ଲାର ସମସ୍ତ
Read More...

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମାଚିତ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ତାଙ୍କର ହୋଲୋଗ୍ରାମ୍‌ ପ୍ରତିମା ଉନ୍ମାଚିତ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚିତ କରିଛନ୍ତି । ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ହେବା
Read More...

ମୁକ୍ତାକାଶ ପରିଶ୍ରାଗାର ଏବଂ ଶୌଚାଳୟ ପାଲଟିଛି ଘୁ.ଉଦୟଗିରି ବଜାର ବନ୍ଧ !

ଘୁ.ଉଦୟଗିରି:ଘୁ.ଉଦୟଗିରି ସହରବାସୀଙ୍କ ଜୀବନ ରେଖା ପାଲଟିଥିବା ବଜାର ବନ୍ଧ ଏବେ ବିଲୁପ୍ତ ହେବାକୁ ବସିଲାଣି । ସହର ବାସୀଙ୍କ ଦୈନଦିନ ଜୀବନରେ ଏକ ମୁଖ୍ୟ ଆବଶ୍ୟକତା ମେଣ୍ଟାଉଥିବା ସହରର ଏକ ମାତ୍ର ବଜାର ବନ୍ଧ ଏବେ ପାଲଟିଛି ମୁକ୍ତାକାଶ ଶୌଚାଳୟ ଏବଂ ପରିଶ୍ରଗାର । ବନ୍ଧର ସୌନ୍ଦର୍ଯ୍ୟକରଣ
Read More...