Monthly Archives

January 2022

ନିଷ୍ଠା ଓ ସଂକଳ୍ପର ସୁଫଳ : ୭୭ ବର୍ଷରେ ଦଶମ ପାସ୍‌ କଲେ ବୃଦ୍ଧ

ଜାଲୋର : ଇଚ୍ଛା ଶକ୍ତି,ଦୃଢ ସଂକଳ୍ପ ଓ ପ୍ରଗାଢ ନିଷ୍ଠା ଥିଲେ ଦିନେ ନା ଦିନେ ସଫଳତା ମିଳିଥାଏ । ବୟସ ବି ତା ଆଗରେ ହାର ମାନେ । ଏହାର ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛନ୍ତି ହୁକାମଦାସ ବୈଷ୍ଣବ । ପରିଣତ ବୟସ । ବୟସ ଆସି ୭୭ରେ ପହଞ୍ଚିଲାଣି । କିନ୍ତୁ ଇଚ୍ଛା ଶକ୍ତି ଅସୀମ । ଏହି ପରିଣତ ବୟସରେ ସେ
Read More...

ଏସ୍‌. ସୋମନାଥ ହେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ : ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସଏସସି) ନିର୍ଦ୍ଦେଶକ ତଥା ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
Read More...

ଅସନ୍ତାକାଲିଠୁ ୫ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ : ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଦୃଷ୍ଟିରୁ ଆସନ୍ତାକାଲି ଠାରୁ ହାଇକୋର୍ଟ ୫ ଦିନ ରହିବ । ଏହି ନିଷ୍ପତ୍ତି ଅନୁଯାୟୀ,ହାଇକୋର୍ଟ ଆସନ୍ତା ୧୭ ତରିଖ ଯାଏ ବନ୍ଦ ରହିବ । ହାଇକୋର୍ଟ ରେଜିଷ୍ଟ୍ରାର
Read More...

୧୩ ଥର ଚାମ୍ପିଅନ : କିନ୍ତୁ ନା ପୁରସ୍କାର ନା ଚାକିରି,ବାରମ୍ବାର ବିଶ୍ୱାସଘାତକତାର ଶିକାର ଚେସ୍‌ ରାଣୀ ମଳ୍ଲିକା

ଅମୃତସର : ଦିବ୍ୟାଙ୍ଗ…କିନ୍ତୁ ମନରେ ଅସୀମ ଶକ୍ତି,ଉତ୍ସାହ,ଉଦ୍ଦୀପନା ଓ ଅସରନ୍ତି ସ୍ୱପ୍ନ । ଭାଙ୍ଗିପଡ଼ିବା ନୁହେଁ,ଦୃଢ ସଂକଳ୍ପ ଓ ଦୁର୍ବାର ଅଭିଳାଷ ସହ ଆଗେଇଯିବାର ଉଦ୍ଦାମତା । ଏଭଳି ଶକ୍ତି,ସାମର୍ଥ୍ୟ ଓ ଉଚ୍ଚାକାଂକ୍ଷାର ଅଧିକାରୀ ହେଉଛନ୍ତି ପଞ୍ଜାବର ସୁନାମଧନ୍ୟ କନ୍ୟା ମଲ୍ଲିକା ହାଣ୍ଡା
Read More...

ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ହତାଶ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡିଛନ୍ତି ।ଏଠାରେ ଚାଷୀଙ୍କ ପାଇଁ ଏସଏଚଜି ଓ ପ୍ରଶାସନର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି
Read More...

ବୌଦ୍ଧଜିଲ୍ଲା: ଆଜି ୧୨ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୨ା୧: ଆଜି ବୌଦ୍ଧଜିଲ୍ଲାରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଆଜିର ୧୨ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୨୦ରେ ପହଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ
Read More...

ଘୁ.ଉଦୟଗିରି ଅଞ୍ଚଳରେ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଘୁ.ଉଦୟଗିରି : କରୋନାର ତୃତୀୟ ଲହର ଏକ ପ୍ରକାର ଆରମ୍ଭ ହେଇଯାଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ଭିତରେ ଜଣେ ଦୁଇଜଣରୁ ବୃଦ୍ଧି ହୋଇ ଚାରିଜଣ
Read More...

ବୁମରାହଙ୍କ ୫ ୱିକେଟ, ଦ.ଆଫ୍ରିକା ୨୦୯ରେ ଅଲଆଉଟ୍‌

କେପଟାଉନ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩ରନର ଅଗ୍ରଣୀ ହାସଲ କରିଛି । ଭାରତ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦଳ
Read More...

କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୧୨ା୧: ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ
Read More...

ପୁରୀ ପୋଲିସକୁ ପୁଣି ବଡ଼ ସଫଳତା,୧୨୦ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ : ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା । ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏଥିସହ ୪୦୦୦ ଟଙ୍କା, ୪ଟି ମୋବାଇଲ,ଦୁଇଟି ବାଇକ ଜବତ କରାଯାଇଛି ।
Read More...