Monthly Archives

January 2022

ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ସ୍ଥାନୀୟ ଉତ୍କଳ ହିତେଇସେଣୀ ସମାଜ ସଭାଗୃହରେ ପାରଳା ତଥା ଗୁରାଣ୍ଡି ନିବାସୀ ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ୮୨ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ପ୍ରସ୍ତାବିତ ଜରୁରୀ ଚିକିତ୍ସା ଯିବା ଅବସରରେ ଦେହାନ୍ତ ହୋଇସାରିଛନ୍ତି । ଜଣେ ମିଷ୍ଟ ଭାଷୀ,…
Read More...

ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା

ପୁରୀ : ପୁରୀ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବାକୁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ ରଖିବାକୁ ପୌରସଂସ୍ଥା ସହ ସହରବାସୀଙ୍କ ଯୋଗଦାନ ରହିଛି । ଏହି…
Read More...

କେଏଲ ରାହୁଲ ଟେଷ୍ଟରେ ୱିକେଟ କିପିଂ କରିପାରିବେନି, କାରଣ କହିଲେ ଗମ୍ଭୀର

ନୂଆଦିଲ୍ଲୀ : ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ତାଙ୍କ ସଟ୍‌ ଚୟନ ପାଇଁ ସମାଲୋଚକଙ୍କ ସ୍କାନରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ନ ଖୋଲି ଆଉଟ ହେବା ପରେ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି । ଏଭଳି…
Read More...

ବିସିସିଆଇର ପ୍ଲାନ୍‌-ବି, ଏହି ଦୁଇ ଦେଶରେ ଆୟୋଜିତ ହୋଇପାରେ ଆଇପିଏଲ

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ଉପରେ ପୁଣି ଥରେ କରୋନା ବାଟ ଓଗଳିପାରେ । ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲହର ଯେଉଁ ଗତିରେ ବଢୁଛି, ସେହି ପରିସ୍ଥିତିରେ ଦେଶରେ ଆଇପିଏଲ ଆୟୋଜନ ସମ୍ଭବପର ଦେଖାଯାଉନାହିଁ । କିନ୍ତୁ ବିସିସିଆଇ ଏହି…
Read More...

“ସେବା ଉତ୍ସବ ସମିତି’ ପକ୍ଷରୁ ମିନି ମାରାଥନ

ଦଶପଲ୍ଲା : ଯୁବ ପିଢ଼ି ହେଉଛନ୍ତି ଆମ ଦେଶର ଶକ୍ତି । ଯୁବକଙ୍କୁ ବାଦ ଦେଇ ଦେଶର ବିକାଶ କଥା ଚିନ୍ତା କରିବା ବୋଧହୁଏ ଅସମ୍ଭବ । ତେଣୁ ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶର ଯୁବପିଢ଼ିଙ୍କୁ ଏକାଠି ହେବାକୁ ପଡ଼ିବ । ନୟାଗଡ଼ ଜିଲ୍ଲା ‘ସେବା ଉତ୍ସବ ସମିତି’ ପକ୍ଷରୁ ନୟାଗଡ଼…
Read More...

ଗିରଫ୍‌ ହେଲେ ମି-୪୨୦, କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ

ଦଶପଲ୍ଲା : ବହୁ ଶିକ୍ଷିତ ବେକାର୍‌ ଯୁବକଯୁବତୀଙ୍କୁ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଠକୁଥିବା ଅଭିଯୋଗରେ ରଣପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତାଙ୍କ ଠାରୁ ଏକ କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ରଣପୁର ଥାନା ଅନ୍ତର୍ଗତ ହଂସରା ଗ୍ରାମର ରାଜୀବ…
Read More...

୧୮ ଆଇନଜୀବୀ ପାଇଲେ ସରକାରୀ ନିଯୁକ୍ତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଆଇନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦ୍ରଭୁବନ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର ,…
Read More...

ହାଟବସାଇ ବାଟ ବିଗାଡିଲା ପୌର ପ୍ରଶାସନ, ଅସରାଏ ବର୍ଷାରେ ଦୈନିକ ହାଟର ଅବସ୍ଥା ବେହାଲ

ସୁବର୍ଣ୍ଣପୁର : ତରବରିଆ ଭାବେ ରାସ୍ତା କଡ଼ରେ ବସୁଥିବା ହାଟ ଉଠାଇ ଛଅ ଦିନ ପୂର୍ବରୁ ବ୍ଲକଛକ ଡିଏଓ କଲୋନୀ ପଛପଟ ରାସ୍ତା କଡରେ ପୌର ପ୍ରଶାସନ ଆରମ୍ଭ କରାଇଥିଲା ଦୈନିକ ହାଟ । ତେବେ ସପ୍ତାଏ ମଧ୍ୟରେ ସେହି ହାଟର ଅବସ୍ଥା ବେହାଲ ହୋଇଯାଇଛି । ଅସରାଏ ବର୍ଷାରେ ହାଟ ଭିତରେ ପାଣି କାଦୁଅ…
Read More...

ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର ୧୩।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୬୦୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

ଫୁଲବାଣୀ କୋର୍ଟ ପରିସରକୁ କୋଭିଡ ଗାଇଡ଼ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି

ଫୁଲବାଣୀ: କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଓକିଲ ସଂଘର ସଭାପତି ସିଧେଶ୍ୱର ଦାଶ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟଙ୍କ ଏକ ଆପାତକାଳୀନ ବୈଠକ ଡକାଇ କୋର୍ଟ କାର୍ଯ୍ୟ…
Read More...