Monthly Archives

February 2022

ପଥରବନ୍ଧ ଅଞ୍ଚଳରେ ମହିଳା ନେତ୍ରୀଙ୍କ ଦ୍ଵାରା ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର: ପଥରବନ୍ଧ ଅଞ୍ଚଳରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା କେ. ଭାରତୀ ରେଡ୍ଡୀ ଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ସାହି, ଲାୟନସ କ୍ଲବ , ଟାଇଗର କ୍ଲବ , ମଝି ସାହି ଅଂଚଳରେ ମହିଳା ସଶସ୍ତ୍ରୀକରଣ ପାଈଁ ଆଲୋଚନା କରିବା ସହିତ ସ୍କୁଲ୍ ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ଓ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାରିଜଣ ଗୁରୁତର

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ଦିନ ଦ୍ୱି ପ୍ରହରେ କୋଦଳାଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ଦେଓଗାଁ ନିକଟରେ ମୁହାଁ…
Read More...

ମା ମଣୀନାଗ ଶକ୍ତିପୀଠରେ ବିଜୟା ଏକାଦଶୀ ଓ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ମଣୀନାଗ ଠାକୁରାଣୀଙ୍କ ର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରଂପରା ମତେ, ଫାଲଗୁନ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ଇଂରାଜି ତା ୨୫ / ୨୬ / ୨୭ ତାରିଖ ତିନିଦିନ ଧରି ମହା ସମାରୋହରେ ବୁଗୁଡା…
Read More...

ଜି. ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବିପୁଳ ବିଜୟ

ଜି. ଉଦୟଗିରି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜି. ଉଦୟଗିରି ବ୍ଲକର ଏକମାତ୍ର ଜିଲ୍ଲା ପରିଷଦ ଜୋନ ସହ ୮ ଟି ସରପଞ୍ଚ,୮ ଟି ସମିତି ସଭ୍ୟ ଓ ୱାର୍ଡମେମ୍ବର ଆସନ ନିମନ୍ତେ ଫଳାଫଳ ଘୋଷଣା ହୋଇଛି । ସମୁଦାୟ ବ୍ଲକର ଭୋଟର ସଂଖ୍ୟା ୨୯୯୧୦ ଥିବାବେଳେ ୧୯୩୩୭ ଖଣ୍ଡ ଭୋଟ ପୋଲିଂ ହୋଇଥିଲା ।…
Read More...

ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ଦୁରଦା…
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଈଶାନ୍‌ କିଶାନ୍‌, ଖେଳି ନପାରନ୍ତି ତୃତୀୟ ଟି-୨୦

ଧର୍ମଶାଳା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗିବା ପରେ ଭାରତୀୟ ଓପନର୍‌ ଈଶାନ୍‌ କିଶାନଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୁଣ୍ଡ ସ୍କାନ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶର କାଙ୍ଗ୍ରା…
Read More...

ଜାଣନ୍ତୁ ୟୁକ୍ରେନ-ଋଷ ଯୁଦ୍ଧର ତାଜା ରିପୋର୍ଟ,ଆଲୋଚନା ପାଇଁ ବେଲରୁଷରେ ପହିଞ୍ଚିଲେ ଋଷ ପ୍ରତିନିଧି ଦଳ !

କିଭ : ୟୁକ୍ରେନର ରାଜଧାନୀ ଉପରେ ଋଷ ସେନା ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଛି । ଆଜି ଆକ୍ରମଣର ଚତୁର୍ଥ ଦିନ । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି । ଖୁବଶୀଘ୍ର ଋଷ ୟୁକ୍ରେନର ରାଜଧାନୀ କିଭକୁ କବଜା କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ୟୁକ୍ରେନ ଛାଡିବାକୁ…
Read More...

୫ଶହ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ କଂଗ୍ରେସ ଓ ବିଜେପି ସ୍ଥିିତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଆଜି ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଜାରି ରହିଛି । ତେବେ ଏଯାବତ ବିଜୁ ଜନତା ଦଳ ୫୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ…
Read More...

ୟୁକ୍ରେନରେ ଫସିରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ, ଉଦ୍ଧାର ପାଇଁ ବାପା ମାଙ୍କ ଆକୁଳ ନିବେଦନ

ବୌଦ୍ଧ,୨୭/୨:- ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଆଜକୁ ୪ଦିନ ହୋଇଥିବାବେଳେ ଆହୁରି ହଜାର ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବୌଦ୍ଧ ସହର ରାମେଶ୍ୱର ବିହାରର ସିଦ୍ଧାର୍ଥ ସାହିଲ ମହାପାତ୍ର ନାମକ ଜଣେ ଛାତ୍ର ଅଛନ୍ତିି । ସେ ୟୁକ୍ରେନ ରାଜଧାନୀ କିଭ୍‌ରେ ଫସି ରହିଛନ୍ତି ।…
Read More...

ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲାରେ ବିଜେଡି ଆଗୁଆ

ପୁରୀ : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଚାରୋଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇଟିରେ ଆଗୁଆ ରହିଛି । ବ୍ରହ୍ମଗିରିର ୨୯ନମ୍ବର ଜୋନ ଓ ପୁରୀ ସଦର ୨୬ନମ୍ବର ଜୋନରେ ବିଜେପି ଆଗରେ ଥିବା ବେଳେ ଅସ୍ତରଙ୍ଗ ୨ନମ୍ବର, ଗୋପର ୧୨ନମ୍ବର ଜୋନ,…
Read More...