Monthly Archives

February 2022

ବୌଦ୍ଧରେ ପଲ୍‌ସ ପୋଲିଓ ଟୀକାକରଣ

ବୌଦ୍ଧ,୨୭/୨- ଜାତୀୟ ପଲ୍‌ସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପ୍ରସବୋତର କେନ୍ଦ୍ର (ପିପିସି) ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାକୁ ଆରମ୍ଭ କରିଥିଲେ । ଜିଲ୍ଲା…
Read More...

ବିନୋଦ କାମ୍ବଲି ଗିରଫ,ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶା ସେବନ କରି ଗାଡି ଚଳାଉଥିବା ବେଳେ ସେ ଏକ କାରକୁ ଧକ୍କା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ତାଙ୍କୁ ମୁମ୍ବାଇ…
Read More...

ଜାଣନ୍ତୁ,ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଘଣ୍ଟା ପ୍ରତି କେତେ ଟଙ୍କା ଖର୍ଚ୍ଚ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି.ଜାଣିଲେ…
Read More...

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି । ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ…
Read More...

ଭାରତୀୟ ଛାତ୍ରଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଲା ଆମେରିକା

ୱାଶିଂଟନ, ୨୭/୨: ଯୁଦ୍ଧ ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଭାରତୀୟଙ୍କ ପାଇଁ ନିଜର ଭିସା ନିୟମକୁ କୋହଳ କରିଛି ଆମେରିକା । ଏହି ନିଷ୍ପତ୍ତି ଭାରତୀୟମାନେ ଭିସା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ପାଇବେ । ନିଜ ଦୂତାବାସରେ ଛାତ୍ର ତଥା…
Read More...

ଯୁଦ୍ଧରେ ୪୩୦୦ ସେବା କର୍ମଚାରୀଙ୍କୁ ହରାଇଲାଣି ଋଷ୍‌

ନୂଆଦିଲ୍ଲୀ: ରାତି ପାହିଲେ ଋଷ୍‌-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପଦାର୍ପଣ କରିବ । ଆଜି ଚତୁର୍ଥ ଦିନରେ ମଧ୍ୟ ଋଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି । ଉଭୟ ପକ୍ଷର ବହୁ ସେନା ଓ କର୍ମଚାରୀ ମୃତାହତ ହୋଇଛନ୍ତି । ଏହି ଯୁଦ୍ଧରେ ଋଷ୍‌ ସେନାଙ୍କୁ ତ ହରାଉଛି,ତା ସାଙ୍ଗକୁ ଅଣ-ସୈନିକଙ୍କୁ ମଧ୍ୟ ବହୁ…
Read More...

ବିନା ଦର୍ଶକରେ ନିଜର ୧୦୦ତମ ଟେଷ୍ଟ ଖେଳିବେ ବିରାଟ, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍‌ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି, କିନ୍ତୁ ପୂର୍ବତନ ଅଧିନାୟକ ମାର୍ଚ୍ଚରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଦଳକୁ ଫେରିବେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌…
Read More...

ଜିଲ୍ଲାସ୍ତରୀୟ ପଲ୍‌ସ ପୋଲିଓ ଟୀକାକରଣର ଶୁଭାରମ୍ଭ

ଗଜପତି,୨୭/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠା ଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର…
Read More...