Monthly Archives

March 2022

ଜୁନ ୩୦ରୁ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା
Read More...

ପୋଲାମରେ ବିଶ୍ୱ ଶାନ୍ତି ଅଲେଖ ବ୍ରହ୍ମଯଜ୍ଞ ଉଦଯାପିତ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ଗ୍ରାମର ଗୁହିରାଟିକିରା ଠାରେ ଶନିବାରରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହିମା ବ୍ରହ୍ମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସାଲୁଙ୍କି ନଦୀ ଘାଟରୁ ଗଙ୍ଗାମାତାଙ୍କୁ ଆବାହନ କରି କଳସୀରେ ଜଳ ଧରି
Read More...

ସ୍ୱିସ ଓପନ ଟାଇଟଲ ଜିତିଲେ ପିଭି ସିନ୍ଧୁ

ବସେଲ(ସ୍ୱିଜରଲ୍ୟାଣ୍ଡ): ପୁଣିଥରେ ବିଦେଶ ମାଟିରେ କମାଲ କରିଛନ୍ତି ଭାରତୀୟ ମହିଳା ଶଟଲର ପିଭି ସିନ୍ଧୁ। ସେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାତେଇଛନ୍ତି। ଥାଇଲ୍ୟାଣ୍ଡର ବୁସାନନଙ୍କୁ ସିନ୍ଧୁ ସିଧାସଳଖ ୨୧-୧୬ ଓ ୨୧-୮ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ
Read More...

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ:ଆସନ୍ତା କାଲି ଓ ତା’ପର ଦିନ ଭାରତ ବନ୍ଦ । ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି । ଏଥିରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ
Read More...

ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍ସ ଅଫ୍‌ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା

ବଲାଙ୍ଗୀର : କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ତରଫରୁ ୨୮ ଓ ୨୯ ତାରିଖ ୨ଦିନିଆ ଭାରତ ବନ୍ଦକୁ ସଫଳ କରିବା ପାଇଁ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍ସ ଅଫ୍‌ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା କରାଯାଇଛି । କାହିଁକି କେଉଁ ପରିସ୍ଥିତିରେ ଦେଶବ୍ୟାପି ଭାରତ ବନ୍ଦ୍‌ ଡାକରା
Read More...

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ

ପୁରୀ: ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ କୋଣାର୍କ, ରାମଚଣ୍ଡି ବୁଲି ଦେଖିସାରିବା ପରେ
Read More...

ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ସଦର ଥାନା ଅନ୍ତର୍ଗତ ଗୁମାଗଡ ଠାରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସୂଚନାନୁସାରେ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଶନି ମନ୍ଦିର ନିକଟରେ କାର ଦୁର୍ଘଟଣାରେ ଗୋଟିଏ
Read More...

ଘୁ. ଉଦୟଗିରି ପୌର ନିର୍ବାଚନରେ ୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ଯାକେଶ କୁମାର୍‌ ପ୍ରଧାନ ବିଜୟୀ

ଘୁ.ଉଦୟଗିରି : ଘୁ. ଉଦୟଗିରି ପୌର ନିର୍ବାଚନ ଶେଷ ହୋଇଛି । ଫଳାଫଳ ଘୋଷଣା ପରେ ସ୍ଥାନୀୟ ସହରର ୮ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବରେ କଂଗ୍ରେସ ପକ୍ଷରୁ ପ୍ରତିନ୍ଦ୍ୱନ୍ଦି କରିଥିବା ଯାକେଶ କୁମାର୍‌ ପ୍ରଧାନ ୨୦୫ ଟି ଭୋଟ ପାଇ ବିଜୟୀ ହୋଇଥିଲେ । ନିକଟତମ ବିଜେଡି ପ୍ରତିନ୍ଦ୍ୱନ୍ଦୀ
Read More...

ଜୁରିଆଠାରେ ଡ୍ରାଇଭର ସଂଘ ଗଠନ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜୁରିଆ ଠାରେ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହନ ଭୁଏ ସଭାପତିତ୍ୱ କରିଥିଲେ । ବୈଠକରେ ଏକ ଡ୍ରାଇଭର ସଂଘ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ପ୍ରସ୍ତାବକୁ
Read More...

ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟଦିବସ ପାଳିତ

ସୁବର୍ଣ୍ଣପୁର: ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳନ ହୋଇଯାଇଛି । ନିର୍ଦ୍ଦେଶକ ମନୋଜ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ
Read More...