Monthly Archives

March 2022

ମାନସ ସ୍ୱାଇଁ ହତ୍ୟା ମାମଲା: ଦୟାଲ ବୃଦ୍ଧାଶ୍ରମ ସିଲ୍‌

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍‌ କରିଛି। ଅଢେଇ ଘଣ୍ଟା ଧରି ତନାଘନା କରିବା ପରେ ଆଶ୍ରମକୁ ସିଲ୍‌ କରିଛି କ୍ରାଇମବ୍ରାଞ୍ଚ। ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ
Read More...

ବିଜେଡି ପାଳିଲା ବିଜୟ ଉତ୍ସବ

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ଓ ଆଶୀର୍ବାଦ କ୍ରମେ ଆଜି କାଶିନଗର ବ୍ଲକ ପରିସରରେ କାଶିନଗର ବ୍ଲକ ଓ କାଶିନଗର ଏନଏସିର ସମସ୍ତ ନବ ନିର୍ବାଚିତ ପ୍ରତିନିଧି ଯଥା ସରପଞ୍ଚ ,ସମିତି, ଜିଲ୍ଲାପରିଷଦ,ଏନଏସି ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଅଧ୍ୟକ୍ଷ,
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରାଲୋକ

ବରଗଡ: ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରାଲୋକ ହୋଇଛି । ସେ ୧୯୫୮ମସିହା ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । ୧୯୯୫ରେ କଂଗ୍ରେସ ସରକାରରେ ସେ ମନ୍ତୀ ଥିଲେ । ଗତଥର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।  ୧୯୯୦ ରେ
Read More...

ମହିଳା ବିଶ୍ୱକପ : ସେମିଫାଇନାଲରୁ ବାଦ ପଡିଲା ଭାରତ

ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହୋଇଥିଲା  । ଭାରତର ୨୭୪ ରନ ଜବାବରେ ପ୍ରଥମେ ଦକ୍ଷିଣ ଆଫ୍ରିକା ମଜବୁତ ସ୍ଥିତିରେ ରହିଥିଲା  । କିନ୍ତୁ ପରେ ପୁଣି ଭାରତ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା  । ଶେଷ ଓଭର ପର୍ଯ୍ୟନ୍ତ ଲାଗି ରହିଥିଲା
Read More...

ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡିର ବାଜିମାତ, ପୌର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳା ସେଠୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡି ଅକ୍ତିଆର କରିଛି । ପାରଳା ପୌର ପରିଷଦ ବିଜେଡି ପାର୍ଥିନୀ ନିର୍ମଳା ସେଠୀ ତେର ହଜାର ତିନି ଶହ ଅଶୀ ଭୋଟ ପାଇ ନିକଟ ବିଜେପି ପାର୍ଥିନୀ ଏମ୍‌ ରାଜେଶ୍ୱରୀଙ୍କୁ ୬ ହଜାର ଭୋଟରେ ପରାଜୟ କରିଛନ୍ତି । ବିଜେପି
Read More...

ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍‌

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍‌। ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଏହି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଇନ୍ଦୋର ଜିଲ୍ଲା କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ
Read More...

ମ୍ୟାନ୍‌ ଅଫ ଦି ପୁରସ୍କାର ପାଇବା ପରେ ଭାବୁକ ହୋଇପଡିଲେ ଉମେଶ, ଜାଣନ୍ତୁ କାହିଁକି

ମୁମ୍ବାଇ : ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍‌ସକୁ କୋଲକତା ନାଇଟ ରାଇଡର୍ସ ୬ ଉଇକେଟରେ ହରାଇ ନିଜର ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ କୋଲକତା ପକ୍ଷରୁ ଉମେଶ ଯାଦବ ହିରୋ ହୋଇଥିଲେ । ସେ ତାଙ୍କ ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ ଘୋଷିତ
Read More...

ବିବାହ ପାଇଁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପାଳ

ପୁରୀ : କୁଷ୍ଠ ଆକ୍ରାନ୍ତ ଦୁଇ ପରିବାରର ଝିଅ ମାନଙ୍କ ବିବାହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପୁରୀସ୍ଥିତ ଜୀବରାମଜୀ ପଲ୍ଲୀ ଲେପର୍ସି କଲୋନୀର ଶ୍ୟାମ ସୁନ୍ଦର ଭୂୟାଁ ଏବଂ ସନାତନ ପରିଡାଙ୍କୁ
Read More...

ଗଜପତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ କୁନ୍ତଳା ମଲ୍ଲିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସକାଶେ ମୋହନା ନିର୍ବାଚନ ମଣ୍ଡଳୀ ଅଡବା ଜୋନ୍‌ ଆଠର କୁନ୍ତଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଉ କୌଣସି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା
Read More...

ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ କେ.ତେଜେଶ୍ୱର ରାଓ

ପାରଳାଖେମୁଣ୍ଡି : କେ. ସିତାପୁର ଗ୍ରାମ ପଞ୍ଚାୟତ ରେ କେ.ତେଜେଶ୍ୱର ରାଓ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଫେବୃଆରୀ ୨୨ ତାରିଖ ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନରେ ଯୋଗ ଦେଇଥିବା କେ.ତେଜେଶ୍ୱର ରାଓ ବିପୁଳ ସଂଖ୍ୟାରେ ବିଜୟ ଲାଭ
Read More...