Monthly Archives

March 2022

ବରିଷ୍ଠ ନାଗରିକ ଭ୍ରାମ୍ୟମାଣ ଚିକିତ୍ସା ଗାଡି ଉଦଘାଟିତ

ବଲାଙ୍ଗୀର: ଗତ ଦୁଇ ବର୍ଷ ହେଲାଣି ମହାମାରୀ କରୋନା ଯୋଗୁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । କିନ୍ତୁ ସରକାର ବିଭିନ୍ନ ବ୍ୟବସ୍ଥାରେ ତାର କିଛି ମାତ୍ରାରେ ହାଲୁକା ହୋଇଛି । ଏଭଳି ସ୍ଥିତିରେ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରକୁ
Read More...

ୟୁପିରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଯୋଗୀ

ନୂଆଦିଲ୍ଲୀ : ଦେଶର ଅନ୍ୟତମ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉ ର ପ୍ରଦେଶରେ ଆଜିଠୁ ଆରମ୍ଭ ହୋଇଛି ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୟୁପିର ଏକାନ୍ନା ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ
Read More...

ଆସନ୍ତାକାଲି ଆସିବ ପୌର ଫଳ, ଜାଣନ୍ତୁ କେମିତି ହେବ ଭୋଟ ଗଣତି

ଭୁବନେଶ୍ୱର : ରାତିପାହିଲେ ଆସିବ ପୌର ଫଇସଲା । ତେବେ କେମିତି ହେବ ଭୋଟ୍‌ ଗଣତି, ଏନେଇ ପୂରା ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । କାଉନସିଲର ଭୋଟ୍‌ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଚେୟାରମ୍ୟାନ୍‌ ଭୋଟ୍‌ ଗଣତି ପାଇଁ ପ୍ରତି ଏନଏସିରେ ୨ଟି
Read More...

ଆରସିବିର ଅଭ୍ୟାସ ମ୍ୟାଚରେ ୪୨୭ ରନ ହେଲା, ଏହି ଖେଳାଳିଙ୍କ ପ୍ରଦର୍ଶନରେ ପ୍ରଭାବିତ ହେଲେ ଡୁଫ୍ଲେସିସ

ମୁମ୍ବାଇ : ଆଇପିଏଲ୍‌ ୨୦୨୨ ଆରମ୍ଭ ପୂର୍ବରୁ ଆରସିବି ଖେଳାଳିମାନେ ଏକ ଆନ୍ତଃଦଳ ମ୍ୟାଚ ଖେଳିଥିଲେ । ଯେଉଁଥିଲେ ବହୁ ଯୁବ ଖେଳାଳି ନିଜ ନିଜର ପ୍ରଦର୍ଶନରେ ଅଧିନାୟକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି । ୨୪ ମାର୍ଚ୍ଚରେ ଫାଫ୍‌ ଡୁ ପ୍ଲେସିସ୍‌ ଏକାଦଶ ଏବଂ ହର୍ଷଲ ପଟେଲ ଏକାଦଶ ମଧ୍ୟରେ
Read More...

ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ହେଲେ ଗଣେଶ୍ୱର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବଡଚଣା ୧୭ ନଂ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ୱର ବରାଳ । ଶୁକ୍ରବାର ଜିଲ୍ଲାପରିଷଦ ନିର୍ବାଚନ ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଏହି ପ୍ରକ୍ରିୟାରେ ଯୋଗଦେଇ ଥିଲେ । ଉପାଧ୍ୟକ୍ଷ ପଦ ବଡଚଣା
Read More...

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ଭୁବନେଶ୍ୱର : ଗୁଳି ଫୁଟିବାରୁ ଜଣେ ଆଇଆଇସିଙ୍କର ଅକାଳ ବିୟୋଗ ହୋଇଯାଇଛି । ଗଞ୍ଜାମର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆସିକା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ତେବେ କେଉଁ
Read More...

ସ୍ୱାଧୀନ କୁମାର ନାୟକ ହେଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ପୁରୀ :ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ୱାଧୀନ କୁମାର ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ୩୩ ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ଏକାକୀ ୩୦ ଓ ବିଜେପି
Read More...

ବନ ବିଭାଗ କର୍ମଚାରୀ ଶିବରାମ ସାବତ ସମ୍ମାନିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବନଖଣ୍ଡ ତଥା ଦେବଗିରି ବନାଞ୍ଚଳରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଶିବରାମ ସାବତଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ପାଳନ ଅବସରରେ ରାଜ୍ୟସ୍ତରୀୟ ସମ୍ମାନସ୍ୱଦ ଶ୍ରୀ ସାବତଙ୍କୁ ମାନ ପତ୍ର ମେଡେଲ ୧୦ହଜାର ଟଙ୍କା
Read More...

ନିର୍ବାଚନୀ ହିଂସାରେ ବିଜେଡି ପ୍ର୍ରାର୍ଥିନୀଙ୍କ ସହ ମହିଳା ଭୋଟର ଆହତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୌର ନିର୍ବାଚନୀ ହିଂସାରେ ୱାର୍ଡ ନଂ ୧୫ ବିଜେଡି ପ୍ରାର୍ଥିନୀ ପିଙ୍କି ଖରସେଲ ସହ ଜଣେ ମହିଳା ଭୋଟର ଆହତ ହୋଇଛନ୍ତି । ସୂଚନା କ୍ରମେ କଂଗ୍ରେସ ସମର୍ଥକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଥିବାରୁ ୱାର୍ଡ ନଂ ୧୫ ବିଜେଡି ପ୍ରାର୍ଥୀନୀ ପିଙ୍କି ଖର୍ସଲକୁ ଆକ୍ରମଣ
Read More...

ସରିଲା ପୌର ନିର୍ବାଚନ; ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ, ୨୬ରେ ଫଳାଫଳ

ଦଶପଲ୍ଲା :ଶେଷ ହୋଇଛି ପୌର ନିର୍ବାଚନ । ପୌର ନିର୍ବାଚନରେ ଦଶପଲ୍ଲା ଏନଏସିର ୧୬ ୱାର୍ଡ ପାଇଁ ନିବାଚନ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ପ୍ରତ୍ୟେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୬ ଟି ୱାର୍ଡ ପାଇଁ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା
Read More...