Monthly Archives

March 2022

ବଜେଟ୍‌ ଅଧିବେଶନ ଆରମ୍ଭ, ଗୃହରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ଅଭିବାଦନ ଗ୍ରହଣ ପରେ ଗୃହରେ ସଦସ୍ୟଙ୍କୁ ଅଭିଭାଷଣ ରଖୁଛନ୍ତି । ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟପାଳଙ୍କୁ ଗୃହକୁ ସ୍ୱାଗତ କରି ଆଣିବା
Read More...

ପୌର ନିର୍ବାଚନରେ ସ୍ୱେଚ୍ଛାସେବୀଙ୍କ ସହାୟତା

ନବରଙ୍ଗପୁର:ନବରଙ୍ଗପୁର ପୌର ପାଳିକା ନିର୍ବାଚନରେ ସହାୟତା ପ୍ରଦାନ କରିବା ପାଇଁ ଆଦର୍ଶ ସ୍ନାତକ ମହା ବିଦ୍ୟାଳୟର ୨୯ଜଣ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ସହରର ବିଭିନ୍ନ ଭୋଟ୍‌ ଦାନ କେନ୍ଦ୍ର ରେ ଆସୁଥିବା ଭିନ୍ନକ୍ଷମ ଓ ବୃଦ୍ଧ ମତଦାତାଙ୍କୁ ନେବା ଆଣିବା ରେ ପ୍ରମୁଖ
Read More...

ଶାନ୍ତି ଶୃଙ୍ଖଳାର ସହିତ ସରିଲା ଘୁ ଉଦୟଗିରି ପୌର ନିର୍ବାଚନ, ୬୭.୨୧ % ମତଦାନ

ଘୁ ଉଦୟଗିରି: ଘୁ ଉଦୟଗିରି ପୌର ନର୍ବାଚନ ଆଜି ଶେଷ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା । ଏହି ବୁଥ୍ ମଧ୍ୟରେ କେବଳ
Read More...

ବିଶ୍ୱ ରେକଡର଼୍ର ଅଧିକାରୀ ହେଲେ ସ୍ମିଥ : ବିଜୟ ପାଇଁ ପାକିସ୍ତାନକୁ ଦରକାର ଆଉ ୨୭୮ ରନ୍‌

ଲାହୋର: ଆଉ ଏକ କୀର୍ତ୍ତିମାନର ଅଧିକଶରୀ ହୋଇଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଷ୍ଟିଭ ସ୍ମିଥ । ସେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୧୭ ରନ୍‌ରେ ଇନିଂସ ଖେଳିଛନ୍ତି । ହେଲେ ଏହି ଇନିଂସ ବଳରେ ସେ ବିଶ୍ୱର ପ୍ରଥମ
Read More...

ରାୟଗଡ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖମେୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ଲକ କାର୍ଯ୍ୟାଳୟରେ ମହନ୍ର୍ଦ୍ରେତନୟା ଛତୁଆ ପ୍ରସୂତି କନ୍ର୍ଦ୍ରେ, ମିସନ୍‌ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ
Read More...

ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ସମାନ ନାଗରିକ ସହିଂତା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଏହା ଘୋଷଣା କରିଛନ୍ତି । ଏହାକୁ ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଏପରି କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ ଦାବି କରିଛନ୍ତି । ରାଜ୍ୟରେ
Read More...

ଶାନ୍ତିଶୃଙ୍ଖଳାରେ ସରିଲା ପୌର ନିର୍ବାଚନ, ସୁରକ୍ଷିତ ଅବସ୍ଥାରେ ପହଁଚିଲେ ପୋଲିଂ ଟିମ୍‌ ଓ ଇଭିଏମ୍‌

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତିଶୃଙ୍ଖଳା ସହ ସରିଲା ମତଦାନ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ୱାର୍ଡରେ ମୋଟ ୧୪୭୦୪ ଭୋଟରଙ୍କ ପାଇଁ ୧୭ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ପ୍ରଶାସନ ପକ୍ଷରୁ ସେଥିମଧ୍ୟରୁ ୯ ନଂ ଓ ୧୦
Read More...

କାରରେ ବସି ବୋର୍ଡ ପରୀକ୍ଷା ଦେଲେ ଛାତ୍ରୀ

ନୂଆଦିଲ୍ଲୀ: ପରିସ୍ଥିତି ଏମିତି ହେଲା ଯେ ଜଣେ ଛାତ୍ରୀଙ୍କୁ କାର ଭିତରେ ବସି ବୋଡର଼୍ ପରୀକ୍ଷା ଦେବାକୁ ପଡ଼ିଲା । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଏବେ ଏହାର ଭିଡିଓ ବେଶ୍‌ ଭାଇରାଲ ହୋଇଛି । ଜୌନପୁରର କେରାକତ କୋତବାଲି ଅଞ୍ଚଳରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଦଶମ ଶ୍ରେଣୀର
Read More...

ସୋନିଆଙ୍କ ଡ୍ୟାମେଜ କଣ୍ଟ୍ରୋଲ ଅଭିଯାନ : ଡାକିଲେ ଏଆଇସିସି ସାଧାରଣ ସଂପାଦକ ଓ ପ୍ରଭାରୀଙ୍କ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ଆକସନ ମୋଡ୍‌ରେ । ଦଳ ସଜାଡ଼ିବା ପାଇଁ ସେ ଆରମ୍ଭ କରିଦେଇଛନ୍ତି ଅଭିଯାନ । ମାର୍ଚ୍ଚ ୨୬ରେ ଦଳର ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀଙ୍କ ଏକ ବୈଠକ ଡାକିଛନ୍ତି ସୋନିଆ । ଏହି ବୈଠକରେ ସାଂଗଠନିକ ନିର୍ବାଚନ, ଦଳର ସଦସ୍ୟତା ଅଭିଯାନ ଏବଂ
Read More...

ଗୋଶାଣି ବ୍ଳକ ଉପାଧ୍ୟକ୍ଷ ହେଲେ ଏସ.ଅନୁସାୟା ଦେବୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପରିସରରେ ଥିବା କନଫେରେନ୍ସ ହଲଠାରେ ବ୍ଳକ ଉପାଧ୍ୟକ୍ଷ । ସକାଶେ ବିଜେଡି ସମର୍ଥିତ ସମିତି ସଭ୍ୟା ଏସ ଅନୁସାୟା ଦେବୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଉ କୌଣସି ସଭ୍ୟ, ସଭ୍ୟା ଉକ୍ତ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଶେଷରେ
Read More...