Monthly Archives

March 2022

ଆସନ୍ତାକାଲି ଶପଥ ନେବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୨୪/୩ : ଉତ୍ତରପ୍ରଦେଶର ବିଜେପି ବିଧାୟକ ଦଳ ବୈଠକରେ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବରେ ବଛାଯାଇଛି । ଯୋଗୀ ଆସନ୍ତାକାଲି କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ବିଧାୟକ ଦଳର ନେତା ହେବା ପରେ ଯୋଗୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ
Read More...

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ଇଭିଏମ ତ୍ରୁଟି

ନବରଙ୍ଗପୁର: ନବରଙ୍ଗପୁର ନିର୍ବାଚନ ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ଇଭିଏମ ମେସିନରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀନିଙ୍କ ନାମ ବଦଳରେ ରହିଲା ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ । ଉମରକୋଟ ପୌର ପରିଷଦ ଆଠ ନମ୍ୱର୍‌ ୱାର୍ଡ଼ ଅନ୍ତର୍ଗତ ଚଉଦ ନମ୍ୱର୍‌ ବୁଥରୁ ଆସିଛି ଏହି
Read More...

ମୋଦୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏହି ସାକ୍ଷାତ ପରେ ମାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ରାଷ୍ଟ୍ରୀୟ ସୁରକ୍ଷା
Read More...

ଅଜଣା ପିକଅପ୍‌ ଧକ୍କାରେ ୨ ବାଇକ ଆରୋହୀ ମୃତ

ପାଟଣାଗଡ଼ : ପାଟଣାଗଡ଼ ଥାନା କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ମାନେ ହେଲେ ଖଡ଼ିଆଳ ଗାଁର ରୁବି ଭୋଇ ଏବଂ ସିନାପାଲି
Read More...

ଋଷ୍‌ ସପକ୍ଷରେ ଭୋଟ ଦେଲାନି ଭାରତ

ନୂଆଦିଲ୍ଲୀ,୨୪/୩ : ଜାତିସଂଘରେ ବାରମ୍ବାର ଋଷ୍‌ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହି ଋଷକୁ ପରୋକ୍ଷରେ ସମର୍ଥନ ଜଣାଇ ଆସିଥିବା ଭାରତର ଆଭିମୁଖ୍ୟରେ ଅଚାନକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜାତିସଂଘରେ ଋଷ୍‌ ଏକ ସଂକଳ୍ପ ଆଗତ କରିଥିଲା । ପାଶ୍ଚାତ୍ୟ ଦେଶଗୁଡ଼ିକ ଭାବିନେଇଥିଲେ
Read More...

ନାସାର ବଡ଼ ଦାବି : ପୃଥିବୀ ପରି ରହିଛି ଆହୁରି ୨୦୦ଟି ଗ୍ରହ

ନୂଆଦିଲ୍ଲୀ,୨୩/୩ : ମହାକାଶ ବିଜ୍ଞାନୀ ତଥା ନାସା ସୌରମଣ୍ଡଳ ସଂପର୍କରେ ଦେଇଛନ୍ତି ଚମକାଇଦେଲା ଭଳି କେତେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ଏହି ତଥ୍ୟ ଯେତିକି ମୂଲ୍ୟବାନ ସେତିକି ରୋଚକ ମଧ୍ୟ । ଆମେରିକାର ନେସନାଲ ଏରୋନେଟିକ ସ୍ପେସ ଆଡମିନଷ୍ଟ୍ରେସନ(ନାସା)କହିଛି ଯେ ସୌରମଣ୍ଡଳକୁ ଛାଡ଼ିଦେଲେ
Read More...

ରାଜ୍ୟରେ ବଢିବନି ବିଦ୍ୟୁତ ଦର

ଭୁବନେଶ୍ୱର: ବିଦ୍ୟତ୍‌ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ OERC ସଚିବଙ୍କ ପ୍ରେସ୍‌ମିଟ୍‌ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ  ଅପରିବର୍ତ୍ତିତ ରହିବ ବିଦ୍ୟୁତ୍‌ ଦର । ଡିଜିଟାଲ୍‌ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଡିଜିଟାଲ୍‌ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି
Read More...

ବୌଦ୍ଧ ଏନଏସିରେ ଅପରାହ୍ନ ୪ଟା ସୁଦ୍ଧା ୬୦.୮୮ ପ୍ରତିଶତ ମତଦାନ

ବୌଦ୍ଧ ୨୪/୦୩ : ବୌଦ୍ଧ ଏନଏସି ନିର୍ବାଚନ ପାଇଁ ୧୭ ଗୋଟି ୱାର୍ଡରେ ହୋଇଥିବା ୨୭ ଗୋଟି ମତଦାନ କେନ୍ଦ୍ରରେ ମତଦାନ ଜାରି ରହିଛି । ଅପରାହ୍ନ ୪ଟା ସୁଦ୍ଧା ବୌଦ୍ଧ ଏନଏସି ରେ ମୋଟ୍‌ ୬୦.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୪ଟା ସୁଦ୍ଧା ୯୪୬୪ ଜଣ ଭୋଟ୍‌
Read More...

ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଆଲୋଚନାଚକ୍ର

ସୁବର୍ଣ୍ଣପୁର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜାଦୀ କା ଅମୃତ ମହୋତ୍ସବକୁ ନେଇ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ
Read More...

ପୌର ନିର୍ବାଚନ : ଭୋଟ ଦେବେ ୧୫୨୯୪ ଜଣ

ଦଶପଲ୍ଲା : ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦଶପଲ୍ଲା ଏନଏସିର ୧୬ ଟି ୱାର୍ଡରେ ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍‌ ଦାନ । ଏହି ୧୬ ଟି ୱାର୍ଡ ରେ ପାରିଷଦ ଭାବେ ନିର୍ବାଚନ ମୈଦାନ ରେ ୪୪ ଜଣ ଓ ଅଧକ୍ଷା ଭାବେ ୩ ଜଣ ନିର୍ବାଚନ ମୈଦାନ ରେ ଅବତୀର୍ଥ ହୋଇଥିବା ବେଳେ ପାରିଷଦ ଓ
Read More...