Monthly Archives

March 2022

ସିଏସକେର ଅଧିନାୟକ ପଦ ଛାଡିଲେ ଧୋନୀ, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଗାମୀ ସିଜିନ ପାଇଁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ଦେଇଛି ଫ୍ରାଞ୍ଚାଇଜ । ଚେନ୍ନାଇ ଟିମ୍‌ ଏହି ସିଜିନରେ ଜଡେଜା ଓ ଧୋନୀଙ୍କ ସମେତ ୪ ଖେଳାଳିଙ୍କୁ
Read More...

ରାଜ୍ୟରେ ଆହୁରି ବଢ଼ିବ ତାତି, ପଶ୍ଚିମରେ ୪୫ ଡେଇଁପାରେ ପାରା

ଭୁବନେଶ୍ୱର: ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାତି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢିବ । ୨୮ ତାରିଖ ପରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ
Read More...

ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ବିଏମସି ମହାନଗର ନିଗମ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କଲେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ଭୁବନେଶ୍ୱର ୟୁନିଟ ୧ ୱାର୍ଡ ନମ୍ୱର 40ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ 416 ବୁଥରେ ସେ ଭୋଟ ଦେଇଛନ୍ତି। ତାଙ୍କ ସହ ପତ୍ନୀ ଶ୍ରୀମତୀ ଦେବାୟନୀ ନନ୍ଦ ମଧ୍ୟ
Read More...

କନ୍ଧମାଳର ୨ ଏନଏସି ଓ ଗୋଟିଏ ମୁନିସିପାଲଟିରେ ହେଉଛି ଭୋଟ ଗ୍ରହଣ

ଫୁଲବାଣୀ : ଆଜି ହେଉଛି ପୌର ନିର୍ବାଚନ ଓ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟ ଗ୍ରହଣ ହେବ । ଜିଲାର ଫୁଲବାଣୀ ମୁନିସିପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ହେଉଛି ଭୋଟ ଗ୍ରହଣ । ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦରେ ଚାଲିଛି ମତଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌରାଂଚଳରେ ଆଜି ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଲୋକେ ଖୁବ୍‌ ଉତ୍ସାହର ସହ ଭୋଟ ଦେଉଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ମତେ ମଧ୍ୟାହ୍ନ ସୁଦ୍ଧା ୩୫ ପ୍ରତିଶତ ମତଦାନ ହାର ରହିଛି । ସୁବର୍ଣ୍ଣପୁର ପୌର ପରିଷଦର ୨୧ଟି ବୁଥ୍‌, ତରଭା
Read More...

ବୁଥ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼

ଭଦ୍ରକ: ପଞ୍ଚାୟତ ନିର୍ବାଚନ ଭଳି ପୌରଭୋଟରେ ବି ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହାରି ଭିତରେ ବୁଥ ସାମ୍ନାରେ ଜଣେ ଯୁବକଙ୍କୁ ଛୁରାମାଡ଼ କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୯ ନଂ ୱାର୍ଡ ଅନ୍ତର୍ଗତ ୧୬ ନମ୍ବର ବୁଥ ଆଗରେ ଏଭଳି ଘଟଣା ଘଟିଛି ।
Read More...

ପୌରଭୋଟ: ଦିନ ୧୨ଟା ସୁଦ୍ଧା ସହରରେ ୩୨%

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ପ୍ରତିନିଧି ବାଛୁଛନ୍ତି ସହରବାସୀ । ବିଭିନ୍ନ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ତେବେ ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି ।
Read More...

କେକେଆରକୁ ବଡ ଝଟକା, ପ୍ରଥମ ୫ ମ୍ୟାଚ ଖେଳିପାରିବେନି ଏହି ଦୁଇ ଖେଳାଳି

ମୁମ୍ବାଇ: ଆସନ୍ତା ୨୬ ତାରିଖଠାରୁ ଆଇପିଏଲର ୧୫ ତମ ସିଜିନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ(କେକେଆର) ଓ ଡିପେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍‌ସ(ସିଏସକେ) ମଧ୍ୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କୋଲକତାକୁ ଏକ ବଡ ଝଟକା ଲାଗିଛି । ଏହାର ଦୁଇ ଷ୍ଟାର ଖେଳାଳି
Read More...

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍‌ରେ ପହଞ୍ଚିଲେ । ଏହାପରେ ସେଠାରେ
Read More...

ପୌର ନିର୍ବାଚନ : ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ଭୁବନେଶ୍ୱର ୨୪ ।୦୩ : ଚାଲିଛି ପୌର ଭୋଟ । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ତେବେ ପୌର ନିର୍ବାଚନରେ ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ପୋଲିଂ ହୋଇଛି । ଏସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
Read More...