Monthly Archives

March 2022

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦% ପୋଲିଂ

ଭୁବନେଶ୍ୱର : ଚାଲିଛି ପୌର ଭୋଟ । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ତେବେ ପୌର ନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ ହୋଇଛି । ଏସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି
Read More...

ଆକାଂକ୍ଷା ମହିଳା ସଂଗଠନ ତରଫରୁ ବିଶ୍ୱ ଜଳ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନୟା ନଦୀ ତଟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ଦାସ ମୁଖ୍ୟ ଅତିଥି ଭାବେ, ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା
Read More...

ଘୁ.ଉଦୟଗିରି ସମିତି ଉପାଧ୍ୟକ୍ଷ ଭାବେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ଏନ୍‌ ଲୁକ

ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଳକ ପରିସରରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା । ସକାଳ ୧୦ ଘଣ୍ଟିକା ସମୟରେ ନିର୍ବାଚନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ଟିକାବାଲି ବିଡ଼ିଓ ଫକୀର ଚରଣ ପରିଡ଼ାଙ୍କ ନେତୃତ୍ୱରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପିଇଓ
Read More...

୧୨ଟି ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷିତ

ଫୁଲବାଣୀ:କନ୍ଧମାଳ ଜିଲାର ୧୨ଟି ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି । ଚକାପାଦ ବ୍ଳକ୍‌ ଉପାଧ୍ୟକ୍ଷ ଭାବେ ସୋମନାଥ ବେହେରା, କ.ନୁଆଁ ଗାଁ ବ୍ଲକରେ ଧବଳେଶ୍ୱର ପାତ୍ର ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥବା ବେଳେ ତୁମୁଡ଼ିବନ୍ଧର ସନ୍ତୋଷ ସାହୁ,
Read More...

ଋଷ୍‌ ଉପରେ ଲାଗିବ ନୂଆ କଟକଣା

ନୂଆଦିଲ୍ଲୀ,୨୩/୩ : ୟୁକ୍ରେନର ରାଜଧାନୀ କିଭ ଦଖଲ କରିବାରେ ବିଫଳ ହୋଇଛି ରୁଷ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପ୍ରସଙ୍ଗରେ ୟୁରୋପୀୟ ନେତାଙ୍କ ସହ ଆଲୋଚନା କରିବା ପାଇଁ ବ୍ରସେଲ୍ସ ଗସ୍ତ କରିବେ । ୟୁକ୍ରେନକୁ ସହାୟତା ପ୍ରଦାନ କରିବା ପାଇଁ ରୁଷ ଉପରେ ନୂଆ
Read More...

ବ୍ରହ୍ମୋସର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ବୁଧବାର ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି । ମିସାଇଲର ପରୀକ୍ଷଣ ଦେଖିବା ପାଇଁ ଏୟାର ଚିଫ ମାର୍ଶଲ
Read More...

ଟେନିସ୍‌ରୁ ଆଶ୍ଲେ ବାର୍ତିଙ୍କ ସନ୍ନ୍ୟାସ ଘୋଷଣା

ନୂଆଦିଲ୍ଲୀ,୨୩/୩ : ମହିଳା ଟେଡ଼ିସ ଜଗତକୁ ଆଜି ସ୍ତବ୍ଧ କରିଛନ୍ତି ଆଶ୍ଲେ ବାର୍ଟି । ସେ ଅଚାନକ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିର କାରଣ ବି ସେ କହିଛନ୍ତି । ନିକଟରେ ଆଶ୍ଲେ ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ । ବିଶ୍ୱରେ ଏକ
Read More...

ଆଇସିସି ଦିନିକିଆ ମାନ୍ୟତା : ଖସିଲେ ରୋହିତ,ଦ୍ୱିତୀୟ ସ୍ଥାନରେ କୋହଲି

ନୂଆଦିଲ୍ଲୀ, ୨୩/୩ : ଆଇସିସି ଆଜି ଜାରି କରିଛି ଦିନିକିଆ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଅବନତି ଘଟିଛି । ରୋହିତ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଛନ୍ତି । ରୋହିତ ଦିନିକିଆ ରେଟିଂ ପଏଣ୍ଟ ୭୯୧ ରହିଛି । ସେହିପରି,ବିରାଟ କୋହଲି ୮୧୧ ରେଟିଂ
Read More...

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସହିଦ ଦିବସ ପାଳନ

ପାରଳାଖେମୁଣ୍ଡି : ଆଜି ଅପରାହ୍ନରେ ସ୍ଥାନୀୟ Utec.computer Education କେନ୍ଦ୍ରରେ ଠାରେ ପ୍ରଗତି ମହିଳା ସଙ୍ଗଠନ ଦ୍ୱାରା ଜାତୀୟ ସହିଦ ଦିବସ ପାଳନ ହୋଇସାରିଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ୱରାଜ ସୀସା ଯୋଗଦାନ କରି ସହିଦ ଦିବସର
Read More...

ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ ଗଠିତ ହୋଇଥିବା ଆଞ୍ଚଳିକ ସେବା ସଂସଦ ଆଜି ଆଉ ଏକ ମହତ କାର୍ଯ୍ୟ କରିଛି । କିଆକଟା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମାଳ ଗ୍ରାମର ବିଶ୍ୱାମିତ୍ର ବେହେରାଙ୍କ ଗୋଟିଏ ଘର କୌଣସି କାରଣବଶତଃ ଆଜି ସଂପୂର୍ଣ୍ଣ ପୋଡି ଯାଇଛି । ଏହି ଖବର
Read More...