Monthly Archives

March 2022

ପ୍ରତୀକ୍ଷାର ଅନ୍ତ : ଆଇପିଏଲରେ ଦର୍ଶକ ଏଣ୍ଟ୍ରିକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୩/୩ : ଆଇପିଏଲ-୨୦୨୨ ଆରମ୍‌ଭ ହେବାକୁ ଆଉ ମାତ୍ର ତିନି ଦିନ ବାକିଥିବା ବେଳେ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ଭଲ ଖବର । ଦର୍ଶକମାନଙ୍କୁ ମିଳିଛି ଷ୍ଟାଡିୟମ ପ୍ରବେଶ ଅନୁମତି । ଅର୍ଥାତ,କ୍ରିକେଟପ୍ରେମୀମାନେ ଷ୍ଟାଡିୟମ ଭିତରେ ବସି ସିଧାସଳଖ ଖେଳ ଦେଖିବେ ଏବଂ ପ୍ରିୟ
Read More...

୪ କୁଇଣ୍ଟାଲ୍‌ ୪ କେଜି ଗଞ୍ଜେଇ ଜବତ

ଫୁଲବାଣୀ:-ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣକାରୀ ପୁଲିସ ହାତରେ ଧରା ପଡି ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି । ତଥାପି ଗଞ୍ଜେଇ ଚାଷ ବା
Read More...

ପାଳିତ ହେଲା ସହିଦ ଦିବସ

ଦଶପଲ୍ଲା : ଭଗତ୍‌ ସିଂଙ୍କ ୯୧ ତମ ଶହୀଦ ଦିବସ ଦଶପଲ୍ଲା ସ୍ଥିତ ବିବେକାନନ୍ଦ କୋଚିଂ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଥିବା ବେଳେ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମାଜସେବୀ ସରୋଜ କୁମାର ପଣ୍ଡା
Read More...

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନକୁ ସରସସୁନ୍ଦର କରିବାକୁ ଆହ୍ୱାନ ଜଣାଇଲେ ଜିଲାପାଳ

ବୌଦ୍ଧ : ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ୮୭ତମ ଓଡ଼ିଶା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
Read More...

ପୁରୁଷୋତ୍ତମପୁର ପୌର ନିର୍ବାଚନ ନିମନ୍ତେ ତହସିଲ ଓ ବିଜ୍ଞାପିତ ପ୍ରଶାସନ ଚଞ୍ଚଳ

ଗଞ୍ଜାମ : ସରିଛି ପ୍ରଚାର ଆଉ ମାତ୍ର ଗୋଟିଏ ଦିନ ପରେ ସାରା ରାଜ୍ୟରେ ଭୋଟଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ୟାୟାୟରେ ପହଂଚିଛି । ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର
Read More...

ପାଟଣାଗଡ଼, ଖପ୍ରାଖୋଲ,ବେଳପଡା ବ୍ଳକରେ ବିଜେଡି ସମର୍ଥିତ ଉପାଧ୍ୟକ୍ଷ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ, ବେଳପଡା ଆଦି ତିନି ବ୍ଳକର ବ୍ଲକ ଉପାଧ୍ୟକ୍ଷ ନିର୍ବାଚିତ ହୋଇଯାଇଛି । ପାଟଣାଗଡ଼ ବ୍ଲକର ବିଜେଡି ସମର୍ଥିତ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ନିର୍ଦ୍ଦ୍ୱନ୍ଦରେ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ପାଟଣାଗଡ଼ ବିଧାୟକ ସରୋଜ
Read More...

ଜ୍ୱାଇଁର ଛୁରାମାଡରେ ଶାଶୁ ମୃତ, ଜ୍ୱାଇଁର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ପୁରୀ : ଶାଶୁକୁ ଛୁରି ମାରି ହତ୍ୟାକଲା ଜ୍ୱାଇଁ । ଜ୍ୱାଇଁ ଶକ୍ତିଧର ଦାଶ ପାରିବାରିକ କନ୍ଦଳ ଯୋଗୁଁ ଆଜି ତାଙ୍କ ଶାଶୁଙ୍କ ପେଟରେ ଛୁରି ପୁରାଇ ଦେଇଥିଲେ । ଫଳରେ ଶାଶୁ ତିଳୋତମା କରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତିଳୋତମାଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା
Read More...

ବିଜାଖୋଲ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍‌ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଖବରପାଇ ଆଜି ବନ ବିଭାଗର
Read More...

ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି । ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି । ତେବେ ରଥ ନିର୍ମାଣ ପାଇଁ
Read More...

୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ

ଭୁବନେଶ୍ୱର : ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ  । ଛୋଟ ପିଲାମାନେ ଏଣିକି ଅଙ୍ଗନବାଡ଼ି ଯାଇ ପାଠ ପଢ଼ିପାରିବେ  । ଏସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ଅଙ୍ଗନବାଡ଼ି କର୍ମୀ କୋଭିଡ଼ ଟିକାନେବା
Read More...