Monthly Archives

March 2022

ମୋଦୀଙ୍କ ମହାନତା : ଚୌକିରୁ ଉଠି ମୁଣ୍ଡ ନୁଆଁଇ ବୃଦ୍ଧଙ୍କୁ ଜଣାଇଲେ ସମ୍ମାନ

ନୂଆଦିଲ୍ଲୀ,୨୨/୩ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପଦ୍ମ ସମ୍ମାନରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଅବସରରେ ଭାବବିହ୍ୱଳ ହେଲାଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ.ଭେଙ୍କିୟା
Read More...

କମିରା ସ୍କୁଲରେ ବିଶ୍ୱ ଜଳ ଦିବସ ପାଳିତ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତର ରାମପୁରଠାରେ ଏଲ ଏଣ୍ଡ ଟି ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ଆଜି ଏହି କମ୍ପାନୀ ପକ୍ଷରୁ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି ।
Read More...

ପୌର ନିର୍ବାଚନ: ପ୍ରଚାରର ଅନ୍ତିମ ଦିନରେ ବିଜେପିର ବାଇକ ଶୋଭାଯାତ୍ରା

ବୌଦ୍ଧ,୨୨/୩:- ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନରେ ବିଜେପି ତରଫରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଯୁଗଳ କିଶୋର ସାମଲଙ୍କ ପାଇଁ ରାଜ୍ୟ ବିଜେପି ସାଧାରଣ ସଂପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର
Read More...

ଓଲଟିଲା ଯାତ୍ରୀବାହୀ ବସ୍‌

ଢେଙ୍କାନାଳ : ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ରାସ୍ତା କଡ଼କୁ ଓଲଟିଲା ସମଲେଇ ବସ୍‌ । ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଖବର ଅନୁଯାୟୀ,  ସମଲେଇ
Read More...

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା, ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ପୁରୀ : ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର , ହରି ପଣ୍ଡା, ଜଗନ ଖଟେଇ । ଏହି ଅଭିଯୁକ୍ତ ମାନେ କୃଷ୍ଣଙ୍କୁ ଗୁଳି କରି ହତ୍ୟା
Read More...

ଦୁଇ ଦିନିଆ ପରିବେଶ ସମ୍ବନ୍ଧୀୟ ଜୈବିକ କୃଷି ଉପରେ ତାଲିମ ଶିବିର

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଚଚରାଭଟ୍ଟାଠାରେ ଦୁଇଦିନିଆ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍‌ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଗ୍ରାମ ବିକାଶ କମିଟି
Read More...

ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇଲା ଭାରତ

ହାମିଲଟନ : ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍‌ ମ୍ୟାଚ୍‌ ହାମିଲଟନ୍‌ ସ୍ଥିତ ସେଡନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱ କରିଥିବା ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ
Read More...

ବଙ୍ଗଳାରେ ପୁଣି ହିଂସା ! ଟିଏମସି ନେତାଙ୍କୁ ହତ୍ୟା ପରେ ଜାଳିଦେଲେ ଘର, ୧୦ ଜୀବନ୍ତ ଦଗ୍ଧ

କୋଲକତା : ବିଧାନସଭା ନିର୍ବାଚନ ପରେ ହିଂସାର ସମ୍ମୁଖୀନ ହୋଇଥିବା ବଙ୍ଗଳାରେ ସମାନ ପର୍ଯ୍ୟାୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ସୋମବାର ଦିନ ଟିଏମସିର ପଞ୍ଚାୟତ ନେତାଙ୍କ ହତ୍ୟା ପରେ ଘଟିଥିବା ହିଂସାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଲୋକଙ୍କ ଘରେ ନିଆଁ
Read More...

ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ନବରଙ୍ଗପୁର : ଓଡ଼ିଶାର ୩୦ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା କୋର୍ଟ
Read More...

ବିଜେଡିର ବାଇକ୍‌ ରାଲିରେ ଯୋଗ ଦେଲେ ବିଧାୟକ

ଘୁ ଉଦୟଗିରି: ଉଦୟଗିରିର ପୌର ନିର୍ବାଚନ ନିମନ୍ତେ କେବଳ ଗୋଟିଏ ଦିନ ବାକି ଥିବା ବେଳେ ସମସ୍ତ ଦଳ ନିଜର ଶକ୍ତି ପ୍ରଚାର ମଇଦାନରେ ଦେଖାଉଛନ୍ତି । କିଏ ଘର ଘର ବୁଲି ଲୋକମାନଙ୍କୁ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ତ କିଏ ମାରାଥନ ପ୍ରଚାର କରି ଭୋଟର ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି ।
Read More...