Monthly Archives

March 2022

ମାନସ ସ୍ୱାଇଁ ହତ୍ୟା ଘଟଣା : ପୂର୍ବତନ ପ୍ରଶାସନିକ ଅଧିକାରୀ ଗିରଫ

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି  । ସେହିପରି ରଞ୍ଜନ କୁମାର ନାୟକ ନାମକ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି  । ଶର୍ମିଷ୍ଠା ରାଉତର ସହଯୋଗୀ ଝୁନା ପୁଲିସ କବଜାରେ ରହିଥିବା ଜାଣିବାକୁ ମିଳିଛି  ।
Read More...

୧୨ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏବେ ପୋର୍ଟବ୍ଳେୟାରଠାରୁ ୧୧୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଉଦଘାଟିତ

ବୌଦ୍ଧ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଓ
Read More...

ଚୀନ୍‌ରେ ଭୟଙ୍କର ବିମାନ ଦୁର୍ଘଟଣା : ସଂଖ୍ୟାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ବେଜିଂ,୨୧/୩ : ଚୀନରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏହି ୭୩୭ ବୋଇଂ ବିମାନଟି ଆଜି କୁନମିଙ୍ଘରୁ ଗୁଆଙ୍ଗଝୋ ଯାଉଥିବା ବେଳେ ପାହାଡ଼ରେ ଧକ୍କା ଖାଇ ଜଳିଯାଇଥିଲା । ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ମୃତାହତ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ସଂଖ୍ୟାଧିକ ଯାତ୍ରୀ
Read More...

ମାନସ ହତ୍ୟା ମାମଲା: ଧରା ପଡିଲେ ଆଉ ୨

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଉ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଧରିଥିବା ଜଣାପଡିଛି । ରାଜ କମ୍ୟୁନିକେସନ ମାଲିକଙ୍କ ସହ ୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ କରାଯାଇ ୨ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି ।ଏବାବଦରେ ଆଜି ଦିନ ୩ଟା
Read More...

ଦୁଇବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି, କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ନବରଙ୍ଗପୁର: ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଦୀର୍ଘ ଦୁଇ ବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି ବୋହି ଯାଉଛି । ଜିଲ୍ଲା ସଦର ମହକୁମାର ଏପରି ଅବସ୍ଥା ଦେଖି ଗାଁ ଗହଳିର ସ୍ଥିତି ଅନୁମାନ କରି ହେଉଥିବ । ଗାନ୍ଧୀନଗର ଛକ ଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ
Read More...

ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାର ଗୁମର, ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ପୁରୀ : ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପରଦା ଖୋଲିଛି ପୁରୀ ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ହୋଇ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିଚି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Read More...

ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀ ପେଣ୍ଠାଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରାଯାଇ ଓଡ଼ିଆ ପଖାଳ ସହିତ ଓ ପାରମ୍ପରିକ
Read More...

ବିଶ୍ୱ ଦରବାରରେ ଶ୍ରେଷ୍ଠ ବ୍ୟଞ୍ଜନ ପଖାଳ ଭାତ

ପାରଳାଖେମୁଣ୍ଡି : ପ୍ରଗତି ମହିଳା ସଙ୍ଘଠନ ଏବଂ ନେହେରୁ ଯୁବ କେନ୍ଦ୍ର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ପଖାଳର ମହତ୍ତ୍ୱ ରୁଚି ଆବଶ୍ୟକତା ଏବଂ ସୁଲଭ ସ୍ୱାସ୍ଥ୍ୟ ଉପଯୋଗୀତା ତଥା ବୈଜ୍ଞାନିକ ଦୃଷ୍ଟି କୋଣରୁ ପଖାଳ
Read More...

ପଞ୍ଜାବ ପାଇଁ ୫ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ୍‌

ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟରୁ ଖାଲି ପଡୁଥିବା ୫ ରାଜ୍ୟସଭା ଆସନ ପାଇଁ ଶାସକ ଆମ୍‌ ଆଦମୀ ପାର୍ଟି ତା'ର ଆଶୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ପଞ୍ଜାବ ସହ ପ୍ରଭାର ରାଘବ ଚଢା ଏବଂ ଆଇଆଇଟି ଦିଲ୍ଲୀର ପ୍ରଫେସର ଡକ୍ଟର ସନ୍ଦୀପ ପାଠକଙ୍କ
Read More...