Monthly Archives

March 2022

ବିରାଟ-ରୋହିତ ନୁହଁନ୍ତି, ଏହି ଖେଳାଳି ଶ୍ରେୟସଙ୍କ ପ୍ରିୟ ଅଧିନାୟକ

ନୂଆଦିଲ୍ଲୀ : ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ତଥା କୋଲକାତା ନାଇଟ୍‌ ରାଇଡର୍ସର ନୂତନ ଅଧିନାୟକ ଶ୍ରେୟସ୍‌ ଆୟର ତାଙ୍କ ପ୍ରିୟ ଅଧିନାୟକ ବିଷୟରେ କହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅନେକ ମ୍ୟାଚ୍‌ ଖେଳିଥିବା ଆୟର, କେ.ଏଲ୍‌
Read More...

ପଶ୍ଚିମବଙ୍ଗ ସ୍କୁଲ ଗୁଡିକ ପାଇଁ ଲାଗୁ ହେଲା ନୂଆ ଡ୍ରେସକୋଡ

କୋଲକାତା ୨୧/୦୩ : ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏଠାରେ ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ସରକାର । ସୂଚନାନୁସାରେ, ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ
Read More...

ପିପିଲି କଂଗ୍ରେସ କାର୍ଯ୍ୟାଳୟ ପୋଡିଲେ ଦୁର୍ବୃତ୍ତ

ପୁରୀ: ପୁଣି ଅଶାନ୍ତ ଆଡକୁ ଯାଉଛି ପିପିଲି ପୌର ନିର୍ବାଚନ । ଦେଖା ଦେଲେଣି ରାଜନୈତିକ ହିଂସା । ଆକ୍ରୋଶର ଶିକାର ହୋଇଛି କଂଗ୍ରେସର ପାର୍ଟି ଅଫିସ । ପିପିଲି ଏନଏସି ୭ ନମ୍ବର ୱାର୍ଡ ଭିତରେ ହୋଇଥିବା କଂଗ୍ରେସ କ୍ୟାମ୍ପକୁ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । କଂଗ୍ରେସର
Read More...

ବୌଦ୍ଧ ବ୍ଲକ ଶିକ୍ଷକ କୋର ଟିମ ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ୨୦୦୫ମସିହା ବ୍ୟାଚ ଶିକ୍ଷକମାନଙ୍କ କୋର ଟିମର ଏକ ବୈଠକ ରାଜ୍ୟସଂଘ ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ବ୍ରିଜଛକ ନିକଟସ୍ଥ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ସହଯୋଗରେ ବିଦ୍ୟାଳୟମାନଙ୍କୁ ଜମି ପଟ୍ଟା ଦିଆଯାଉଥିବାରୁ ଜିଲ୍ଲାପାଳ ତଥା
Read More...

ପୁଅର ମର ଶରୀରକୁ ବାେହି ବୋହି ନେଲା ବାପା

ରାୟଗଡା : ହଜିଯାଇଛି ସ୍ୱାସ୍ଥ୍ୟ ବିଭାଗର ମାନବିକତା । ଶବକୁ ମିଳିଲାନି ଶବ ବୁହା ମହାପ୍ରୟାଣ ଗାଡି । ଫଳରେ ନିଜ ୯ବର୍ଷର ପୁଅର ମର ଶରୀରକୁ ପ୍ରାୟ ଦେଢ କିଲୋମିଟର ଜନଗହଳି ରାସ୍ତାରେ କାନ୍ଧରେ ବୋହି ଜଣେ ବାପା ଓ ସାଥିରେ ମା ସହ ସଂପର୍କୀୟମାନେ କାନ୍ଦି ବୋବାଳି ଯାଉଥିବା ହୃଦୟ ବିଦାରକ
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସନ୍ତା ୨୪ ଘଣ୍ଟାରେ ବର୍ଷା । ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।  ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି,
Read More...

ପଲିଥିନ ମୁକ୍ତ ମହା ଅଭିଯାନରେ ସାମିଲ ହେଲେ ଏସପି

ସୁବର୍ଣ୍ଣପୁର: ଆଜି ସ୍ୱଚ୍ଛ ସହର ସ୍ୱଚ୍ଛ ସୁବର୍ଣ୍ଣପୁର ଗଢିବା ପାଇଁ ସୁବର୍ଣ୍ଣପୁର ଏସପିଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ରିଜର୍ଭ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ପଟେଲ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ହାବିଲଦାର ମନୋଜ ପଣ୍ଡାଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଂଗଠନ, ପୋଲିସ ଟିମ,
Read More...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେସନ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଏସ୍‌.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ
Read More...

ସୁବର୍ଣ୍ଣପୁର ସହରକୁ ପ୍ରବେଶ କଲେ ଜଙ୍ଗଲି ବାରହା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଜଙ୍ଗଲ ପାର୍ଶ୍ୱବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାରହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାରହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାୟୀୟ
Read More...

ପ୍ରଚାର ମଇଦାନରେ ଝିଅଙ୍କ ସହ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗୀର : ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଓ ତାଙ୍କ ଝିଅ ନିବୃତ୍ତି କୁମାରୀ ସିଂହଦେଓ । ବଲାଙ୍ଗୀର ପୌରାଧକ୍ଷ ପ୍ରାର୍ଥୀନୀ ସବିତା ବାର୍ଲା ଓ କାଉନସିଲରଙ୍କୁ ଭୋଟ ଦେବାକୁ ପଡାପଡା ବୁଲି ଜୋରଦାର ପ୍ରଚାର କରିଥିଲେ । ମୋଦି
Read More...