Monthly Archives

March 2022

ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ

ସୁବର୍ଣ୍ଣପୁର: ସଦର ମହକୁମା ସ୍ଥିତ ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରର ଅତିରିକ୍ତ ଜନ ସ୍ୱାସ୍ଥ୍ୟ
Read More...

ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ

ପାଟଣାଗଡ : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନ ଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସଭାରେ ଆଦିବାସୀ ମାନେ ଅଦ୍ୱିତୀୟ ଆଦିବାସୀ ନେତା
Read More...

ହଟିଲା କଟକଣା,ହସିଲେ ଭକ୍ତ

ପୁରୀ : ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଉଠିଲା ସମସ୍ତ କୋଭିଡ୍‌ କଟକଣା । ଆଜିଠାରୁ ପ୍ରତ୍ୟେକ ରବିବାର ସହ ସପ୍ତାହକ ସାତଦିନ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ବେଶ୍‌ ଖୁସି ଜାହିର୍‌ କରିଥିବା ବେଳେ ଚାରି ଦୁଆର ଖୋଲିଲେ ଆହୁରି ସୁବିଧା
Read More...

ପିକରଡି ପଞ୍ଚାୟତରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳନ

ଘୁ ଉଦୟଗିରି : ଅନ୍ତରଙ୍ଗ ଯୁବ ମହାସଂଘ ଓ ପ୍ରଦାତ୍ତା କନ୍ଧମାଳ ପକ୍ଷରୁ ପିକରଡି ପଞ୍ଚାୟତର ଖେଳ ପଡ଼ିଆରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ ଜଣରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ ସମାଜରେ ମଣିଷକୁ ସୁଖ, ଶାନ୍ତି ଏବଂ ଖୁସିର ଆବଶ୍ୟକତା
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମାଗମୁଣ୍ଡା ପଟକୁ
Read More...

ପଖାଳ ଖାଇଲେ, ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର: ଆଜି ହେଉଛି ପଖାଳ ଦିବସ । ଓଡିଆଙ୍କ ପ୍ରିୟଖାଦ୍ୟ ପଖାଳ ଓ ପିଆଜ ବୋଲି ଜଣାଶୁଣା । ତେବେ ଗତ କିଛି ବର୍ଷ ଧରି ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଆଜି ଓଡିଶାବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
Read More...

କାଦପଡାରେ ହୋଲି ଉତ୍ସବ ପାଳିତ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ରଙ୍ଗର ପର୍ବ ହୋଲି ଆନନ୍ଦଉଲ୍ଲାସର ସହକାରେ ପାଳିତ ହୋଇଯାଇଛି । ଜୟ ଜଗନ୍ନାଥ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗ୍ରାମର ଶତାଧିକ ଯୁବକ ସାମିଲ ହୋଇଥିଲେ । ଏହି ଅବସରରେ
Read More...

ଅଗଷ୍ଟ ୨୭ରୁ ଏସିଆ କପ

ନୂଆଦିଲ୍ଲୀ,୨୦/୩ : ଆସନ୍ତା ଅଗଷ୍ଟରେ ଆରମ୍ଭ ହେବ ଏସିଆ କପ । ଏଥିପାଇଁ ବିଧିବଦ୍ଧଭାବେ ସୂଚୀ ପ୍ରକାଶ ପାଇଛି । ଏସିସି ଦ୍ୱାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଏଥର ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଛି ।
Read More...

ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଆହତ

ଥିରୁଅନନ୍ତପୁରମ୍‌: କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି । ଗତ ରାତିରେ ଚ୍ୟ଼ାରିଟି
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଦେଲେ ଏହି ଖାସ୍‌ ଉପହାର

ନୂଆଦିଲ୍ଲୀ,୨୦/୩ : ଏବେ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ତେବେ ଯେଉଁ କଥାଟି ଏବେ ବିଶେଷ ଚର୍ଚ୍ଚାର ବିଷୟ ହେଉଛି କିଶିଦାଙ୍କୁ ମୋଦୀ ଦେଇଥିବା ଉପହାର । ଜାପାନ
Read More...