Monthly Archives

March 2022

ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା

ପୁରୀ : ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ । ତେବେ ଏହି ବିଶ୍ୱ ପଖାଳ ଦିବସ ଅବସରରେ ପ୍ରତେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏ ନେଇ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା
Read More...

ଅଭୂତପୂର୍ବ ଅର୍ଥ ସଙ୍କଟ : କାଗଜ ଅଭାବରୁ ପିଲାଙ୍କ ପରୀକ୍ଷା ବନ୍ଦ!

କଲମ୍ବୋ,୨୦/୩ : ଶ୍ରୀଲଙ୍କାରେ ଏବେ ଦେଖାଦେଇଛି ଅଭୂତପୂର୍ବ ଅର୍ଥ ସଙ୍କଟ । ଏମିତି ଆଗରୁ କେବେ ବି ଦେଖା ଦେଇନଥିଲା । ଅବସ୍ଥା ଏମିତି ହୋଇଛି ଯେ କାଗଜ କିଣିବାକୁ ବି ସରକାରଙ୍କ ପାଖରେ ପଇସା ନାହିଁ । ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିବ ଯେ ଅର୍ଥାଭାବ ଯୋଗୁ କାଗଜ କିଣାଯାଇ ନପାରିବାରୁ
Read More...

ଜାତୀୟ ବିଶ୍ୱବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ଭାଗନେଲେ ୪ କ୍ରୀଡାବିତ୍‌

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ୪ ଜଣ ଖେଳାଳି କେରଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସର୍ବଭାରତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଶନିବାର ବାହାରି ପଡିଛନ୍ତି ।ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଇକୋଣ୍ଡୋ ଖେଳରେ ମନୋନୀତ ହୋଇଥିବା ସିଣ୍ଢୋଲ ଆଞ୍ଚଳିକ
Read More...

ୟୁକ୍ରେନୀୟ ସହର ମାରିଉପୋଲ୍‌ ଦଖଲ କଲେ ରୁଷୀୟ ସୈନିକ

କିବ୍‌: ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷୀୟ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ୍‌’କୁ ବିଧ୍ବସ୍ତ କରି ପକାଇଛନ୍ତି ବ‌ୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ୟୁକ୍ରେନୀୟ ସାଂସଦ ଲେସିଆ
Read More...

ରାଜ୍ୟସଭା ଓ ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଆସାମରୁ ପବିତ୍ରା ମାର୍ଗରିଟା, ହିମାଚଳ ପ୍ରଦେଶରୁ ଡା.ସିକନ୍ଦର
Read More...

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଗୋପବନ୍ଧୁ ସେବା ସଂଗଠନ

କିଆକଟା:ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଂଚାୟତ ରାସୋସିଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (30) ଙ୍କର ଗତ 16/03/2022ରିଖ ବୁଧବାର ଦିନ କୌଣସି କାରଣ ବଶତଃ ନିଆଁ ଲାଗି ଘର ସହିତ ଅନେକ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି I ଖବର ପାଇ ଗୋପବନ୍ଧୁ ସେବା ସଂଗଠନ ଅନୁଷ୍ଠାନ ପକ୍ଷରୁ ଶୁଖିଲା
Read More...

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ

ପୁରୀ:ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୌନ୍ଦଯ୍ୟକରଣ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଯାରି ରହିଛି । ଏ ସଂପର୍କିତ ସୂଚନା ଜିଲ୍ଲା
Read More...

ଜାକେଡ଼ା ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ,ଶାନ୍ତି କମିଟି ବୈଠକରେ ସମାଧାନ କଲେ ଜିଲ୍ଲାପାଳ

ଦଶପଲ୍ଲା : ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ,ଜାକେଡା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି
Read More...

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ

ବୌଦ୍ଧ,୧୭/୩: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରେଳ ବିଭାଜର ଡେପୁଟି ଚିପ୍‌ ଇଞ୍ଜିନିୟର ଆର. କେ. ମହାନ୍ତ,ି
Read More...

ସହକାରୀ ଯନ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ତିନି ବ୍ଲକ…

ବୌଦ୍ଧ,୧୭/୩: ବୁଧବାର କଂଟାମାଳ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଂଜନ ସେଠୀଙ୍କୁ ବରଗୋଛା ଗ୍ରାମର ଶାନ୍ତନୁ ଥାଟୀ ଓ ତାର କେତେକ ସହଯୋଗୀ ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ନେଇ ଗୁରୁବାର ଜିଲ୍ଲାର ତିନି ବ୍ଲକର କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରି ନିଜ ନିଜର ବ୍ଲକ
Read More...