Monthly Archives

March 2022

ବୌଦ୍ଧ ଜିଲ୍ଲାସ୍ତରୀୟ ୩ ଦିନିଆ ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଉଦଯାପିତ

ବୌଦ୍ଧ/ଜହ୍ନ ।ପଙ୍କ,୧୭/୩: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୌଦ୍ଧବ୍ଳକ ଅନ୍ତର୍ଗତ ବୁଢ଼ୀପଦର ପୂର୍ଣ୍ଣଚନ୍ଦ୍ର ଼ଉଚ୍ଚବିଦ୍ୟାଳୟ ପରିସରରେ ୩ ଦିନିଆ ଜିଲ୍ଲା ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପରିଡ଼ାଙ୍କ ଅଧ୍ୟକ୍ଷତାରେ
Read More...

ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ

ଚଣ୍ଡିଖୋଲ: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରିଥିଲେ । ଚଣ୍ଡିଖୋଲ ସ୍ଥିତ ପଂଚାୟତ
Read More...

ବାଲୁକା କଳା ମାଧ୍ୟମରେ ହୋଲି ପର୍ବର ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି । ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି
Read More...

ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରେସ ଇସ୍ତାହାର

ଫୁଲବାଣୀ :ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ସମସ୍ତ ଗଣମାଧ୍ୟମ ପ୍ରଦାନ କରାଯାଇଛି । ଫୁଲବାଣୀ ନଗର କଂଗ୍ରେସ୍‌ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ମହାନ୍ତି ଜିତିବା ପରେ ସହରର
Read More...

ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କପିଲ ଶର୍ମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମେଡିଆନ ତଥା ବଲିଉଡ ଫିଲ୍ମ ଅଭିନେତା କପିଲ ଶର୍ମା ଭେଟିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କପିଲଙ୍କ ବ୍ୟତୀତ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ।
Read More...

ଏକାଧିକ ରେକର୍ଡର ଅଧିକାରୀ ହେଲେ ଆଜମ

କରାଚି: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍‌ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି । ୫୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା
Read More...

ସୌର ଚାଲିତ ନଳକୂଅ ଅଚଳ, ମରାମତି ପାଇଁ ପଞ୍ଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି

ପାଟଣାଗଡ଼ : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବେଲପଡ଼ ବ୍ଲକ ତେନ୍ତୁଳୀମୁଣ୍ଡା ପଂଚାୟତର ତେନ୍ତୁଳି ମୁଣ୍ଡା ଗ୍ରାମ ସ୍କୁଲପଡାରେ
Read More...

ରାଜ୍ୟସଭା ପାଇଁ ଆପ୍‌ ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ଲଢିବେ ରାଜ୍ୟସଭା ନିର୍ବାଚନ । ତେବେ କଂଗ୍ରେସ ନୁହେଁ କି ବିଜେପି ନୁହେଁ,ସେ ଆପ୍‌ ଦଳର ପ୍ରାର୍ଥୀଭାବେ ଲଢିବେ । ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ଏହି ଦେଶରେ ଦିନକରେ ସଂକ୍ରମିତ ହେଲେ ୬ ଲକ୍ଷ

ସିଓଲ,୧୭/୩ : ଦକ୍ଷିଣ କୋରିଆରେ କୋଭିଡ ସ୍ଥିତି ଏବେ ସାଂଘାତିକ । ଦିନକରେ ସଂକ୍ରମିତ ହୋଇଛନ୍ତି ୬ ଲକ୍ଷ । ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଦେଶରେ ଦୈନିକ ସଂକ୍ରମଣ
Read More...