Monthly Archives

March 2022

ଗାନ୍ଧି ଅନୁଗତଙ୍କୁ ହଟାଇବା ଅଭିଯାନରେ ଜି-୨୩

ନୂଆଦିଲ୍ଲୀ,୧୭/୩ : ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳକୁ ସଜାଡ଼ି ଏହାର ପୁନରୁଦ୍ଧାର ଦିଗରେ ଜୋରଦାର ଓ କଡ଼ା ଅଭିଯାନ ଆରମ୍‌ଭ କରିଦେଇଛନ୍ତି । ଏହି ରାଜ୍ୟଗୁଡ଼ିକର କଂଗ୍ରେଓ ସଭାପତିମାନଙ୍କୁ ହଟାଇ ସେମାନଙ୍କ
Read More...

୪୫ ଦିନରେ ଭାରତ ନିର୍ମାଣ କଲା ୭ ମହଲା କୋଠା

ନୂଆଦିଲ୍ଲୀ,୧୭/୩ : ବହୁମହଲା ବିଶିଷ୍ଟ କୋଠା ନିର୍ମାଣ କ୍ଷେତ୍ରରେ ଭାରତ ରେକଡର଼୍ ସୃଷ୍ଟି କରିଛି । ମାତ୍ର ୪୫ ଦିନରେ ନିର୍ମିତ ହୋଇପାରିଛି ଏକ ସାତ ମହଲା କୋଠା । ଏହି ରେକଡର଼୍ କରିଛି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ବା ଡିଆରଡିଓ । ବେଙ୍ଗାଲୋର ଠାରେ ବୈମାନିକ ବିକାଶ ପ୍ରତିଷ୍ଠାନ
Read More...

ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତ ପକ୍ଷରୁ କରମସାନି ମହୋତ୍ସବ ପାଳନ

ସୁବର୍ଣ୍ଣପୁର : ଆଜାଦି କେ ଅମୃତ ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ ସଂସ୍କାରଭାରତୀର ପଶ୍ଚିମ ପ୍ରାନ୍ତ ପକ୍ଷରୁ ଜିଲ୍ଲାର ୫୦୦ କରମସାନି କଳାକାରମାନଙ୍କୁ ନେଇ କରମସାନି ମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବରେ
Read More...

ବୌଦ୍ଧଗଡ ଏନଏସି ନିର୍ବାଚନ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ

ବୌଦ୍ଧ : ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ବୁଟୁପାଲି ଗ୍ରାମରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଓ ଚେୟାରମ୍ୟାନ ପ୍ରାର୍ଥୀ ଯୁଗଳ କିଶୋର ସାମଲଙ୍କ ସମେତ ୱାର୍ଡ
Read More...

ସେବାୟତଙ୍କୁ ଗୁଳି କରି ହତ୍ୟା ମାମଲା, ଖୁବଶୀଘ୍ର ଗିରଫ ହେବେ ସମସ୍ତ ଅଭିଯୁକ୍ତ

ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପୋଲିସର ବିଭିନ୍ନ ଦଳ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛନ୍ତି । ସମସ୍ତ ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିସାରିଛି ।
Read More...

ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣକୁ ପୁରୀ ଜିଲ୍ଲା ଓକିଲ ସଂଘର ବିରୋଧ, କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ : ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଜାରି ରହିଥିବାରୁ ଗତକାଲି ଏତଲା ପରେ ଆଜି ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତିବାଦ ଓକିଲ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ସହର । ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା
Read More...

କରୋଲିନା ବାଏଲସ୍କା ହେଲେ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା । ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା । ପ୍ୟୁର୍ଟୋ ରିକୋର ସାନ ସ୍ଥିତ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ ମିସ୍ ୱାର୍ଲ୍ଡ ୨୦୨୧
Read More...

କଣ୍ଟାବାଞ୍ଜି ଆପ ପକ୍ଷରୁ ବିଜୟ ଉତ୍ସବ ପାଳିତ

କଣ୍ଟାବାଞ୍ଜି : ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଶପଥ ନେବା ଅବସରରେ ଆମ ଆଦମୀ ପାର୍ଟି କଣ୍ଟାବାଞ୍ଜି ତରଫରୁ ସ୍ଥାନୀୟ ଇନ୍ଦିରାଛକଠାରେ ବିଜୟ ଦିବସ ପାଳନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରାଙ୍କ ନେତୃତ୍ୱରେ ଏହି ସଭାରେ ବିଷ୍ଣୁ ପୁଞ୍ଜି, ଖଜାନ
Read More...

ସରକାରୀ ଅର୍ଥ ଆତ୍ମସାତ୍‌ ମାମଲା, ପୁଣି ଜେଲଗଲେ ସିଧାମୂଳା ପୂର୍ବତନ ସରପଞ୍ଚ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ,ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦଳେଇ ସରକାରୀ ଅର୍ଥ ଆତ୍ମସାତ୍‌ ମାମଲାରେ ଦ୍ୱିତୀୟ ଥର ପାଇଁ ଜେଲ୍‌ ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ସରପଞ୍ଚ ଭାବେ କୈଳାସ ଚନ୍ଦ୍ର ଦଳେଇ ୨୦୧୨ରରୁ ୨୦୧୭ ମସିହା
Read More...

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନର ହେବ ପରୀକ୍ଷା । ମୋଟ ୩ ଲକ୍ଷ ୨୦ ହଜାର ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ
Read More...