Monthly Archives

March 2022

ଭୂକମ୍ପରେ ଥରିଲା ଜାପାନ,ଜାରି ହେଲା ସୁନାମି ଆଲର୍ଟ

ଟୋକିଓ: ଜାପାନରେ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି । ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ସେହିପରି ସୁନାମି
Read More...

୧୨ ରୁ ୧୪ ବର୍ଷ ବୟସ୍କଙ୍କ ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍‌ ଟିକାକରଣ

ବୌଦ୍ଧ, ୧୬/୩- ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ବୌଦ୍ଧ ଜିଲ୍ଲାରେ ୧୨ ରୁ ୧୪ ବର୍ଷର କିଶୋର କିଶୋରୀ ମାନଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୪୦୦୦ ଡୋଜ୍‌ କୋର୍ବେଭ୍ୟାକ୍ସ୍‌ ଟିକା ଆସିଅଛି । ସ୍ଥାନୀୟ
Read More...

ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ

ଜେରୁଜେଲମ: ଇସ୍ରାଏଲରୁ ଠାବ ହୋଇଛି କରୋନାର ନୂଆ ଭାରିଏଣ୍ଟ । ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଣ୍ଟ ଠାବ ହୋଇଛି । ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ମିଳିଥିବା ଓମିକ୍ରନର ଦୁଇଟି ସବ୍‌ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି
Read More...

୨୧ରେ ଶପଥ ନେଇପାରନ୍ତି ଯୋଗୀ : ଅତିଥି ତାଲିକାରେ ସୋନିଆ,ମାୟାବତୀ

ନୂଆଦିଲ୍ଲୀ,୧୬/୩ : ଆସନ୍ତା ୨୧ ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ଉତ୍ସବ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍‌ନୌର ଅଟଳ ବିହାରୀ ବାଜପେଇ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୦ରୁ
Read More...

ଏସକେସିଜି ଅଟୋ କଲେଜର ରାଜନୈତିକ ବିଜ୍ଞାନ ବିଭାଗର ସେମିନାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଏସକେସିଜି ରାଜନୈତିକ ବିଜ୍ଞାନ ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା
Read More...

୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟିକାକରଣ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬୧ ହଜାର ୫୫୬ଜଣ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଆସନ୍ତା ଏକ
Read More...

ଇନଟାକ୍‌ ସୋନପୁରର ନୂତନ ଆବାହକ ଓ ସହ ଆବାହକ ମନୋନୀତ

ସୁବର୍ଣ୍ଣପୁର : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍‌ ବା ଇନଟାକର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି । ଜଣେ
Read More...

ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟଲୟରେ ଯୋଗ ଦେବାସହ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୱ ପାଞ୍ଚ ବର୍ଷ ପାଇଁ ତୁଲାଇବାକୁ ଶପଥ ଗ୍ରହଣ ନେଇଛନ୍ତି । ଧୂମା ଭଟା ପଞ୍ଚାୟତ ସରପଞ୍ଚ ଭାବେ
Read More...

କମିରାରେ ଆଇନ ସଚେତନତା ଶିବିର

ଜହ୍ନାପଙ୍କ: ସମାଜରେ ଏସସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ ତଥା ଲୋକମାନେ ଆଇନ ବାବଦରେ ଜାଣି ନ ଥିବାରୁ ଉଚିତ ନ୍ୟାୟ ପାଇ ପାରୁ ନାହାଁନ୍ତି ।ସେମାନେ କିପରି ଆଇନ ସମ୍ପର୍କରେ ସଚେତନ ହେବେ ସେ ନେଇ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ
Read More...

ମୋ ସ୍କୁଲ ଅଭିଯାନର ସାଧାରଣ ବୈଠକ

ଜହ୍ନାପଙ୍କ,୧୬/୩:ବୌଦ୍ଧ ବ୍ଳକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆଲୁମିନି କମିଟିର ଏକ ସାଧାରଣ ବୈଠକ ପୁରାତନ ଛାତ୍ର ବିସିକେଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେଇଥିଲେ ।
Read More...